ସଇତାନ୍ ବାପା ର ମହାପାପ ,! 6 ମାସ ଧରି କାମନାର ଭୋକ ମେଣ୍ଟାଉଥିଲା ଝିଅ ଦେହରେ ! ଦୟାକରି କମେଣ୍ଟ କରନ୍ତୁ ଏପରି ପାପୀ ପିତା ଙ୍କୁ କି ଦଣ୍ଡ ମିଳିବା ଦରକାର……

ସଇତାନ୍ ବାପା ର ମହାପାପ , ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଗରମ ହୋଇଯିବ ରକ୍ତ । ଜନ୍ମ କଲା ବାପା ନିଜ ଝିଅ ସହ କରୁଥିଲା ଦୁଷ୍କର୍ମ । ଦିନେ କି ମାସେ ନୁହେଁ ବରଂ ଦୀର୍ଘ 6 ମାସ ଧରି କାମନା ର ଭୋକ ମେଣ୍ଟାଉଥିଳା ନିଜ ଝିଅ ଦେହରେ । ଆଉ ଶେଷ ରେ ପାପୀ ବାପା ପହଞ୍ଚି .ଯାଇଛି ତାର ଠିକଣା ଜାଗାରେ । ତେବେ ଏଭଳି ଏକ ଅଭାବନୀୟ ତଥଆ ନିନ୍ଦନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ । 14 ବର୍ଷିୟ ନାବାଳିକା ଝିଅ ସହ ଏଭଳି କିଛି କରି ଥିଲା ବାପା ଯାହା ବଖାଣିବା ଆଗରୁ ଛାତି ଥରି ଉଠି ଥିଲା ,ସେହି ଝିଅ ର ।

ତେବେ ବାପା ର କାରନାମା ପ୍ରଥମେ ମାଁ ଙ୍କୁ କହିଥିଲା ଝିଅ ତଥାପି କିଛି ଫରକ ପଡିଲାଣି ବାପା ର କୁକର୍ମ ଉପରେ । ଝିଅ ର କହିବା ଅନୁସାରେ ଯେତେବେଳେ ସେ ଏହି କଥା ସବୁ ନିଜ ମାଁ କହିଲା ତାର ବାପା ମାଁ ଙ୍କୁ ମୁଣ୍ଡରେ ପିଟି ମୁଣ୍ଡ ଫଟେଇ ଦେଇ ଲହୁ ଲୁହାଣ କରି ଦେଇଛି ସଇତାନ ବାପା ।

ତେବେ ବାପା ର କହିବା ଅନୁସାରେ ସେ ମଦ ପିଅନ୍ତି କିନ୍ତୁ ଏଭଳି କାର୍ଯ୍ୟ କରିବା କଥା ସେ କେବେ ବି ଭାବି ପାରିବେନି । ତେବେ ଏହି କଥା ସଂମ୍ପୂର୍ଣ୍ଣ ମିଛ ବୋଲି ସେ କହିଛନ୍ତି । ତେବେ ଆପଣ ଥରେ ଭାବନ୍ତୁ ତ କେହି ଝିଅ କଣ ନିଜ ବାପା ନାଁ ରେ ଏତେ ବଡ ଗୋଟିଏ ଅଭିଯୋଗ ଆଣି ପାରିବ ।


ତେବେ ମାଁ ଙ୍କ କହିବା ଅନୁଯାୟୀ, ପାଖ ପଡୋଶୀ ଜାଣିଲେ ଏବଂ ସେମାନେ ନାନା କଥା କହିଲେ କିନ୍ତୁ ତାହା ମଧ୍ୟ ବଦଳାଇ ପାରିଲାଣି ପାପୀ ବାପା ର ଖରାପ ଗୁଣ । ତେବେ ଦିନ କୁ ଦିନ ଅନ୍ୟାୟ ଏତେ ଅସହ୍ୟ ହେଲା ଯେ ବାଧ୍ୟ ହୋଇ ମାଁ ଏବଂ ଝିଅ ପହଞ୍ଚିଲେ ଥାନା ରେ । ପୋଲିସ ସଇତାନ୍ ବାପା କୁ ଗିରଫ କରିଛି ଏବଂ ଅଧିକ ଖୋଳତାଡ୍ ବି ମଧ୍ୟ ଜାରି ରଖିଛି ।

ତେବେ ଆମ ସମାଜ ରେ ଏଭଳି ଘୃର୍ଣ୍ଣ୍ୟ ଘଟଣା ଦିନ କୁ ଦିନ ବଢିବାରେ ଲାଗିଛି । କେବେ ଓଡିଶା ରେ କେବେ ପଞ୍ଜାବ ରେ ତ ପୁଣି କେତେ ବେଳଏ ଦିଲ୍ଲା ଆଉ ମୁମ୍ବାଇ ରେ ।

କେବେ ଏହା ଉପରେ ଆସିବ ଏକ ସୁପ୍ତ ଆଇନ୍, ଯଦି ନିଜ ଘରେ ନିଜ ବାପା ପାଖରେ ଝିଅ ମାନେ ସୁରକ୍ଷିତ ନୁହଁନ୍ତି । ତେବେ ଆଗରୁ ସଂମ୍ପର୍କିୟ ଙ୍କ ଦ୍ବାରା ହାରାସ୍ ହେଉ ଥିଲେ କିନ୍ତୁ ଏବେ ଖୋଦ୍ ନିଜ ଜନ୍ମ କରିଲା ବାପା ବା ଜନ୍ମଦାତା । ଯେଉଁ କଥା କେବଳ ପଶୁ ସମାଜ ରେ ଦେଖା ଯାଉ ଥିଲା ଏବେ ଘଟୁଛି ମଣିଷ ସମାଜ ରେ । କେତେ ଦିନ ଏଭଳି ଲଜ୍ୟା ଉଠାଇବାକୁ ପଡିବ କୋମଳମତି ଙ୍କୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।