Intresting GK Question -ଏହି ଫୁଲର ନାମ କ’ଣ କେହି ଜାଣିଛନ୍ତି ? ଓଡିଆ ଘରର ଲୋକ ହିଁ ଏହାର ସଠିକ୍ ଉତ୍ତର ଦେଇପାରିବେ ?

ଆଜିର ସମୟରେ ପ୍ରତ୍ୟେକ ଲୋକମାନେ ଶିକ୍ଷା ଗ୍ରହଣ କରୁଛନ୍ତି , ଶିକ୍ଷା ମାଧ୍ୟମରେ ସେମାନେ ଉନ୍ନତରୁ ଉନ୍ନତ ସ୍ତରରୁ ଯାଇପାରୁଛନ୍ତି । କିଛି ବର୍ଷର କଥା କହିବା ତ ଆପଣ ମାନେ କୌଣସି ସ୍ଥାନକୁ ଏକ ଚାକିରୀ କରିବା ପାଇଁ ଗଲେ ସେଥିରେ ଆପଣଙ୍କର ମାର୍କ ବେସିସରେ ସିଲେକସନ ହେଉଥିଲେ , ଅର୍ଥାତ ଯାହାର ଅଧିକ ମାର୍କ ରହୁଥିଲା ସେ ହିଁ ଚାକିରୀ କରିପାରୁଥିଲା ମାତ୍ର ଏବେକା ସମୟରେ ଆପଣ ମାନେ ଯେ କୌଣସି ଜାଗାକୁ ଜବ କରିବା ପାଇଁ ଗଲେ ପ୍ରଥମେ ଏନଟ୍ରାନ୍ସ , ଇଣ୍ଟରଭ୍ୟୁୟର ସାମ୍ନା କରିବାକୁ ପଡେ ସେଥିରେ ପାସ ହେଲେ ଆପଣଙ୍କୁ ଏକ ଭଲ ସ୍ଥାନରେ ଭଲ ପଦବୀରେ ଜବ ମିଳେ ।

କେତେକ ସମୟରେ ଏହା ମଧ୍ୟ ଦେଖିବାକୁ ମିଳେ କି ଅନେକ ବ୍ୟକ୍ତି ମାନେ ଡିଗ୍ରୀ ପରିଚୟ ହାସଲ କରିଥିଲେ ମଧ୍ୟ ସେମାନଙ୍କର ପାଖରେ ସାଧାରଣ ଜ୍ଞାନ ବିଷୟରେ ବହୁତ କମ ନଲେଜ ରହିଥାଏ । ଯାହା ଦ୍ୱାରା କି ହଠାତ କେହି ସେମାନଙ୍କୁ ଏହା ପଚାରିଦେଲେ ସେଟାରେ ସେମାନେ ଅପମାନିତ ହୋଇଥାନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ଜେନେରାଲ ନଲେଜ ପ୍ରଶ୍ନ ପଚାରିବୁ , ଆପଣ ମାନେ ହୁଏତ ତାହା ଜାଣିଥିବେ ମାତ୍ର ଅନ୍ୟ ପ୍ରଶ୍ନ ଗୁଜିକ ଯଦି ଜାଣିନଥିବେ ତେବେ ଜାଣିଯିବେ । ଯାହା ଫଳରେ କି ଆପଣଙ୍କର ଜ୍ଞାନର ସୀମାକୁ ଅଧିକ ବୃଦ୍ଧି କରିପାରିବେ । ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ବିଷୟରେ ।1–ସଂସାରର ସବୁଠୁ ବଡ କଇଁଚ କେଉଁଠାରେ ଦେଖିବାକୁ ମିଳିଥାଏ ?

ଉତ୍ତର–ଅଷ୍ଟ୍ରେଲିଆ

2–ଗୁଗୁଲର ସ୍ଥାପନା କେବେ ହୋଇଥିଲା ?

ଉତ୍ତର–1998 ମସିହା ସେପ୍ଟେମ୍ବର 4 ରେ

3–ସ୍କର୍ବୀ ରୋଗ କେଉଁ ବିଟାମିନ ଅଭାବରେ ହୋଇଥାଏ ?

ଉତ୍ତର–ଭିଟାମିନ ସି

4–ହଳଦିଆ ନଦୀ କେଉଁ ଦେଶରେ ଅବସ୍ଥିତ

ଉତ୍ତର–ଚୀନରେ

5–ଏହି ଫୁଲର ନାମଟି କଣ ?

ଉତ୍ତର–ଅରଖ

6–ଦୁନିଆରେ କେଉଁ ଠାରେ ମୁଦ୍ରା ସବୁଠାରୁ ଶସ୍ତା ଅଟେ?

ଉତ୍ତର–ଭିଏତନାମା

7–ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କର ନାମ କଣ ?

ଉତ୍ତର–ହରେକୃଷ୍ନ ମହତାବ

8–କେଉଁ ତତ୍ତ୍ୱ ବ୍ରହ୍ମାଣ୍ଡରେ ସର୍ବାଧିକ ଉପଲବ୍ଧ ?

ଉତ୍ତର – ହାଇଡ୍ରୋଜେନ

9–ସମୁଦ୍ରର ଲୁଣି ପାଣିକୁ ଶୁଦ୍ଧ ଜଳରେ ପରିଣତ କରିବାକୁ କେଉଁ ପ୍ରକ୍ରିୟା ଆବଶ୍ୟକ ପଡେ ?

ଉତ୍ତର – ଆସବନ ଦ୍ୱାରା l

10–କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ?

ଉତ୍ତର – ଦେବଗଡ

11–ଭାରତ ର ସବୁଠୁ ବଡ଼ ବନ୍ଦର କେଉଁଠି?

ଉତ୍ତର:- ମୁମ୍ବାଇ ରେ ରହିଛି।

12–ସେଇଟା କଣ ଯାହାର କାନ ଧରିଲେ ପାଣି ବାହାରେ କିଛି ନେଇ ନଥାଏ ?

ଉତ୍ତର – ନଳକୂପ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।