ଦେଖନ୍ତୁ ଭିଡିଓ- ସୁଟିଙ୍ଗ ସେଟ୍ ରେ ପରିସ୍ଥିତିରେ ପଡି ଶେଷରେ ବୁଡି ଅଭିନୟ କଲେ ଅଭିନେତ୍ରୀ ଭୂମିକା !

ଓଡିଆ ଚଳଚ୍ଚିତ୍ର ଜଗତର ଚୁଲବୁଲି ଅଭିନେତ୍ରୀ ଭୂମିକାଙ୍କୁ ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ତାଙ୍କର ଅଭିନୟ ଏମିତି କି ଲୋକମାନେ ତାଙ୍କୁ ଛୋଟ ବେଳୁ ହିଁ ବହୁତ ପସନ୍ଦ କରି ଆସିଛନ୍ତି । ସେ ଛୋଟ ବେଳୁ ହିଁ ଫଲ୍ମ ଦୁନିଆରେ ପାଦ ଦେଇଛନ୍ତି , ଏହା ବ୍ୟତୀତ ତାଙ୍କର ଫିଲ୍ମ ରୁମକୁ ଝୁମାନା ବହୁତ ହିଟ ହୋଇଥିଲା ଯେଉଁଠାରୁ ଭୂମିକା ବହୁକ ଫେମସ ହୋଇଥିଲେ । ଏବଂ ପରେ ସେ ତୁ ମୋ ଲଭ ଷ୍ଟୋରୀ ହିରୋଇନର ଲିଡ ଭୂମିକାରେ ଅଭିନୟ କରିଥିଲେ । ଏହା ସହିତ ତାଙ୍କର ପିଲ୍ମକୁ ମଧ୍ୟ ଲୋକମାନେ ବହୁତ ହିଁ ପସନ୍ଦ କରିଥିଲେ ।

ଏହା ପରେ ଭୂମିକା ଅନେକ ସୁନ୍ଦର ସୁନ୍ଦର ହିଟ ଫିଲ୍ମ ଦେଇଛନ୍ତି ଏବଂ ତାଙ୍କର ପ୍ରତ୍ୟେକ ଫିଲ୍ମ ହିଟ ମଧ୍ୟ ହୋଇଛି ଏହା ସହ ତାଙ୍କର ଅନେକ ଫେନ୍ସ ମାନେ ମଧ୍ୟ ହୋଇ ଗଲେଣି । ତେବେ ସେ ଏକ ବଡ ସେଲିବ୍ରେଟୀ ହୋଇଗଲେଣି ।

ମାତ୍ର ଏବେକା ସମୟରେ ଦେଖିବାକୁ ମିଳୁଛି କି ଭୂମିକା ବୁଢୀ ରୂପରେ ଦେଖା ୟାଉଛନ୍ତି । ତେବେ ସେ ଏମିତି କାହିଁକି କରିଛନ୍ତି କଣ ପାଇଁ ବୁଢୀର ରୂପ ଧାରଣ କରିଛନ୍ତି ତାହା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର କଥା ଅଟେ । ତେବେ ଆଜି ଆମେ ଆପଣ ମାନଙ୍କୁ ଭୂମିକାଙ୍କର ସେହି ବୁଢୀ ରୂପ ପଛରେ ରହିଥିବା ରହସ୍ୟ ବିଷୟରେ କହିବୁ , ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଆଗକୁ ଭୂମିକାଙ୍କର ଏକ ନୂଆ ଚଳଚ୍ଚିତ୍ର ଆସିବାକୁ ଯାଉଛି । ଯେଉଁ ଚଳଚ୍ଚିତ୍ରରେ ଭୂମିକା ଏକ ବୁଢୀ ଭୂମିକାରେ ନଜର ଆସୁଛନ୍ତି । ତେବେ ଏହି ଚଳଚ୍ଚିତ୍ରଟିର ନାମ ହେଉଛି ମନ ମୋର ନେଇ ଗଲୁର । ଏଥିରେ ଭୂମିକାଙ୍କର ବିପକ୍ଷରେ ଆପଣ ମାନେ ଜ୍ୟୋତିଙ୍କୁ ଦେଖିବାକୁ ପାଇବେ ।

ତେବେ ଖୁବ ଶୀଘ୍ର ଏହା ପ୍ରକ୍ଷେଳୟରେ ରିଲିଜ ହେବ , କାହିଁକିନା ଏବେ ପ୍ରକ୍ଷେଳୟ ଖୋଲିଗଲାଣି , ତେବେ ପ୍ରେକ୍ଷାଳୟରେ ଏହା ରିଲିଜ ହୋଇ ଲୋକମାନଙ୍କର ହୃଦୟକୁ ଏହା ବହୁତ ପସନ୍ଦ ଆସିବ । ଲୋକମାନେ ଏହି ଚଳଚ୍ଚିତ୍ରଟିକୁ ବହୁତ ପସନ୍ଦ କରିବେ ବୋଲି ଭୂମିକା କହିଛନ୍ତି । ଭୂମିକା କହିଛନ୍ତି କି ଏହା ଏକ ଅଲଗା ପ୍ରକାର ରୂପ ନେଇଛି ଏବଂ ନ୍ୟୁ ଟେକ ନ୍ୟୁ ଲୁକରେ ଭୂମିକା ଏବେ ନଜର ଆସିବେ ।


ଭୂମିକାକଙ୍କର ସମସ୍ତ ଫିଲ୍ମ ହିଟ ହୋଇଥାଏ ତେବେ ଏହି ଫିଲ୍ମ ମଧ୍ୟ ହିଟ ହବ ବୋଲି ସେ ଆଶା ରଖିଛନ୍ତି ଏହା ସହିତ ସେ ପ୍ରଥମ ଥର ଜ୍ୟୋତିଙ୍କ ସହ ମଧ୍ୟ ଏହି ଫିଲ୍ମ କରୁଛନ୍ତି । ତେବେ ଜ୍ୟୋତି ଏବଂ ଭୂମିକାଙ୍କର ଯୋଡି ଏହି ଫିଲ୍ମରେ ବହୁତ ଧମାଲ କରିବ । ତେଣୁ ଆପଣ ମାନେ ଭୂମିକାଙ୍କର ଏହି ବୁଢୀ ରୂପ ଧାରଣ କରିଥିବା ଫିଲ୍ମ ନିଶ୍ଚିତ ରୂପରେ ଦେଖିବା ପାଇଁ ।ଯିବେ ଏହା ସହିତ କୋଭିଜର ସମସ୍ତ ଗାଇଡ ଲାଇନକୁ ମାନି କରି ପ୍ରେକ୍ଷାଳୟକୁ ପ୍ରବେଶ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।