ଗୁହାଳରେ କାମ କରି ବନିଲେ ଜର୍ଜ ,ଏହି ଝିଅ ! ପୁରା କାହାଣୀ ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିବ ! ଦୟାକରି ଏହି ଝିଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ….

କଥାରେ ରହିଛି ପରିୱଶ୍ରମ କେବେ ବୃଥା ଯାଏ ନାହିଁ ଦୃଢ ଇଚ୍ଛା ଶକ୍ତି ଥିଲେ କିଛି ବି ସମ୍ଭବ ହୋଇପାରିବ । ଆଜିକାଲି ପ୍ରତ୍ୟେକ କ୍ଷେତ୍ରରେ ନାରୀ ମାନେ ସଫଳତା ହାସଲ କରୁଛନ୍ତି , ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ନାରୀଙ୍କର ବିଷୟରେ କହିବୁ ଯିଏ କି ଗୋଶାଳାରେ ପଢି ଡର୍ଡ ହୋଇପାରିଛନ୍ତି । ଆସନ୍ତୁ ଜାଣିବା ସେହି ମହିଳା ସୋନଲ ଶର୍ମାଙ୍କର କାହାଣୀ ବିଷୟରେ । ସୋନଲ ତାଙ୍କର ସଫଳତାର ଶ୍ରେୟ ତାଙ୍କର ପିତାଙ୍କୁ ଦେଇଥାନ୍ତି , ତାଙ୍କର ପିଲାଦିନ ଅନ୍ୟ ମାନଙ୍କ ପରି କଟିନାହିଁ । ସୋନଲ ନିଜ ବାପାଙ୍କର ସହିତ ଗୁହାଳରେ କାମ କରିଛଛନ୍ତି ମାତ୍ର ଆଜି ସେ ରାଜସ୍ଥାନର ନ୍ୟାୟିକ ସେବା ପ୍ରତିଯୋଗିତାରେ ସଫଳତା ପାଇଁ ଜର୍ଜ ହୋଇ ପାରିଛନ୍ତି ।

ସୋନଲ ବାପାଙ୍କ ସହ ଗୁହାଳରେ ଗୋବର ଉଟାଇ ଗାଈଙ୍କର ସେବା ମଧ୍ୟ କରୁଥିଲେ । ଏହା ପରେ ଟିକିଏ ସମୟ ପାଇଲେ ସେହିଠାରେ ବସି ପାଠ ପଢୁଥିଲେ । ଗୋଶାଳାରେ ଏଧିକ ସମୟ ବିତୁଥିଲା ମାତ୍ର ପାଠରେ ସର୍ବଦା 1 ନମ୍ବରରେ ରହୁଥିଲେ ସୋନାଲ ।

ସମସ୍ତ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରାୟତଃ ସମସ୍ତେ କୋଚିଂ ନିଆନ୍ତି ହେଲେ ସୋନାଲ ଏଥିପାଇଁ କୋଚିଂ ନେଇ ନଥିଲେ । ସେ ଏଲ.ଏଲ. ବି ପଢିବା ଦିନଟାରୁ ଜର୍ଜଙ୍କୁ ଦେଖି ଦେଖି ଜର୍ଜ ହୋଇଥିଲେ । ପ୍ରଥମ ଥରରେ ସେ ସଫଳତା ପାଇ ପାରିନଥିଲେ ମାତ୍ର ଦ୍ୱିତୀୟ ଥରେର ସେ ସେହି ପରୀକ୍ଷାରେ ତକାର୍ଯ୍ୟ ହୋଇ ସଫଳତା ଅର୍ଜନ କରିଥିଲେ ।

ସୋନାଲ ସ୍କୁଲରେ ପଢୁଥିବା ସମୟରେ ସାଙ୍ଗ ମାନଙ୍କୁ କହିବାକୁ ଲାଜ କରୁଥିଲେ କି ସେ ଜଣେ କ୍ଷୀର ବିକାଳିର ଝିଅ ଆଉ ସେ ଗୁହାଳରେ କାମ କରନ୍ତି । ସୋନାଲ ସାଇକେଲରେ କଲେଜ ଯାଉଥିବା ସମୟରେ ଖାଲି ତେଲଡବାରେ ଟେବୁଲ ତିଆରି କରି ସେଥିରେ ପଢୁଥିଲେ ।

ପିଲାଟି ଦିନରୁ ସେ ପରିବାରକୁ ଆର୍ଥିକ ସଂଙ୍କଟରେ ହିଁ ଦେଖିଛନ୍ତି । ମାତ୍ର ମାତା ପିତା ଲୋନ କରି ସୋନାଲଙ୍କୁ ପଡାଇବାରେ କେବେବି ଉଣା କରିନାହାନ୍ତି । ଯାହାର ଫଳ ଆଜି ସେ ପାଇଛନ୍ତି ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କର ସମସ୍ତ ଶ୍ରେୟ ତାଙ୍କର ବାପା ମାଙ୍କୁ ଦେଇଛନ୍ତି । 

ଏହା ସହିତ ସୋନାଲ ଏହା ମଧ୍ୟ କହିଛନ୍ତି କି ଲକ୍ଷ୍ୟ ସ୍ଥିର ଥିଲେ ବାଟ ଆପେ ଆପେ ଖୋଲିଯାଏ । ନିଜ ଉପରେ ବିଶ୍ୱାସ ରଖି ଆଗକୁ ବଢି ଚାଲିବା ଉଚିତ । ସମସ୍ତ ନାରୀ ମାନଙ୍କ ପାଇଁ ଆଜି ସୋନାଲ ଏକ ବହୁତ ବଡ ଉଦାହରଣ ହୋଇ ଛିଡା ହୋଇପାରିଥନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।