ପିଲାର ରଙ୍ଗ କଳା କାହିଁକି ହୁଏ କଣ ” କଲେ ପିଲାର ରଙ୍ଗ ସଫା ହୋଇପାରିବ ? କରନ୍ତୁ ଏହି ଛୋଟିଆ ଉପାୟ…..

ଆଜି ଆମେ ଆପଣ ମାନଙ୍କୁ କହିବୁ କି ଜଣେ ଶିଶୁର ରଙ୍ଗ କାହିଁକି କଳା ହୋଇଥାଏ । ସାଧାରଣତଃ ଯେଉଁ ମାନଙ୍କର ବାପା ମା ଗୋରା ହୋଇଥାନ୍ତି ସେହି ପିଲାର ରଙ୍ଗ ଗୋରା ହୋଇଥାଏ । ତେଣୁ ବାପା ମାଙ୍କର ଜିନ କାରଣରୁ ମଧ୍ୟ ଶୁିଶୁର ରଙ୍ଗ ଗୋରା ହୋଇଥାଏ ବା କଳା ହୋଇଥାଏ । ଏହା ସହିତ କେତେକ ରସର୍ଚ୍ଚରୁ ମଧ୍ୟ ଜଣାଯାଇଛି କି ସମସ୍ତଙ୍କର ଶରୀରରେ ମେଲାଲନ ନାମକ ଏକ କେମିକାଲ ରହିଥାଏ ଯାହା ଆମ ଶରୀରର ରଙ୍ଗକୁ ନର୍ଦ୍ଦାରଣ କରିଥାଏ । ଯେଉଁ ମାନଙ୍କର ଶରୀରରେ ଅଧିକ ମେଲାଲନ କେମିକାଲ ଥିବ ସେମାନଙ୍କର ରଙ୍ଗ କଳା ହୋଇଥାଏ ଏବଂ କମ ମେଲାଲିନ ରହିଲେ ସେହି ମାନଙ୍କର ରଙ୍ଗ ଗୋରା ହୋଇଥାଏ ।

ତେବେ ଗୋଟିଏ ଶୁଣିର ରଙ୍ଗ ମଦ୍ୟ ଏହି ମେଲାଲିନ କେମିକାଲ ଉପରେ ନିର୍ଭର କରିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କି ଆପଣ ମାନେ ନିଜର ପ୍ରେଗନେନସି ସମୟରେ ଏମିତି କଣ କାମ କରିବେ ଯାହା ଦ୍ୱାରା ଆପଣଙ୍କର ବେବିର ଗ୍ରୋଥ ଭଲ ଭାବରେ ହୋଇପାରିବ । ତା ସହିତ ବେବିର ରଙ୍ଗ ମଧ୍ୟ ହାଲକା ସଫା ହୋଇପାରିବ ।

ଆପଣ ମାନେ ନିଜର ପ୍ରେଗନେନସି ସମୟରେ ଡ୍ରାଏଫ୍ରୁଟ ଅଧିକ ଖାଆନ୍ତୁ , କେଶର କ୍ଷୀର ପିଅନ୍ତୁ , କମଲା ଖାଆନ୍ତୁ , ଲେମ୍ବୁର ଖାଆନ୍ତୁ ଏହା ସହିତ ସମସ୍ତ ପ୍ରକାରର ଫଳ ଖାଇବା ପାଇଁ ଚେଷ୍ଟା କରନ୍ତୁ । ଏହା ସହିତ ସବୁଜ ପନିପରିବା ମଧ୍ୟ ବହୁତ ମାତ୍ରାରେ ଖାଆନ୍ତୁ । ଏହା ସହ ଧ୍ୟାନ ଦେବେ ଯେଉଁ ଫଳର ରଙ୍ଗ ହଳଦିଆ ହୋଇଥିବ ସେହି ଫଳକୁ ଅଧିକ ମାତ୍ରାରେ ଖାଇବେ । କାହିଁକିନା ସେଥିରେ ଭିଟାମିନ ସି ଅଧିକ ମାତ୍ରାରେ ଥାଏ ଏବଂ ଭିଟାମିନ ସି ଆମର ଶରୀରର ରଙ୍ଗକୁ ସଫା କରିବାରେ ସାହାର୍ଯ୍ୟ କରେ ।

ଯଦି ଆପଣ ମାନେ ପ୍ରଗନେଟ ଅଛନ୍ତି ତେବେ ଅଁଳାକୁ ଆପଣଙ୍କର ଖାଇବାରେ ନିଶ୍ଚିତ ରଖନ୍ତୁ । ଏହା ସହିତ ଯେଉଁ ଅଁଳା ଟିକେ ବଡ ହୋଇଥିବ ତାହାକୁ କାଟିକର ଖାଇବାକୁ ପଡେ ସେହ ଅଁଳାକୁ ଖାଇବାରେ ନିଶ୍ଚିତ ଖାଆନ୍ତୁ ।

ଏହା କେବଳ ଶିଶୁର ରଙ୍ଗକୁ ସଫା କରେ ତାହା ନୁହେଁ ଅଁଳା ଖାଇବା ଦ୍ୱାରା ଆମ ଶରୀର ବହୁତ ଲାଭ ହୋଇଥାଏ । ଆପଣ ମାନେ ମନେ ରଖିବେ କି ଖଟା ଜାତୀୟ ଫଳରେ ଭିଟାମିନ ସ ଅଧିକ ମାତ୍ରାରେ ରହିଥାଏ । ତେଣୁ ଆପଣ ମାନେ ଭିଟାମନ ସି ଜାତୀୟ ଫଳର ଅଧିକ ସେବନ କରନ୍ତୁ ।

ଏହା ସହିତ ଆପଣ ମାନେ ପ୍ରଗନେନସି ସମୟରେ କ୍ଷୀରର ସେବନ ନିଶ୍ଚିତ ରୂପରେ କରନ୍ତୁ କାରଣ କ୍ଷୀର ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ଏହି କ୍ଷୀରରୁ ଆମକୁ ବହୁତ ପ୍ରୋଟିନ ମଧ୍ୟ ମିଳିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।