ଦେଖନ୍ତୁ ଭିଡ଼ିଓ – ମାଟି ଭିତରୁ ମିଳିଲା ଜୀବନ୍ତ ଶିଶୁ କନ୍ନ୍ୟା, ମରି ଯାଇଥିବା ମଣିଷ କ’ଣ ଉଠିପାରେ , କମେଣ୍ଟ କରି ଜଣାନ୍ତୁ ଏମିତି “ପାପ “କରିଥିବା ନାରୀ ଙ୍କୁ କିପରି ଦଣ୍ଡ ମିଳିବା ଦରକାର ?

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଚମକ୍ତାରୀ କଥା ବିଷୟରେ କହିବୁ ଯାହାକୁ କେବେ ହୁଏତ ଆପଣ ମାନେ ଶୁଣିନଥିବେ । ତେବେ ଆପଣ ମାନେ ପ୍ରତ୍ୟେକ ଦିନ କିଛି ନା କିଛି ଆଶ୍ଚର୍ଯ୍ୟକର କଥା ବିଷୟରେ ନିଶ୍ଚିତ ଶୁଣିବାକୁ ପାଉଥିବେ । ତେବେ ଏବେକା ସମୟ ହେଉଛି ସୋସିଆଲ ମିଡିଆର ଯୁଗ ଏଠି କ୍ଷଣକେ ଭିତରେ ଆଶ୍ଚର୍ଯ୍ୟ କର ଘଟଣା ଘଟିବା କିଛି ବଡ କଥା ନୁହେଁ ଏବଂ ଏହାକୁ ଲୋକମାନେ ସଙ୍ଗେ ସଙ୍ଗେ ଜାଣିବା ମଧ୍ୟ କିଛି ବଡ କଥା ନୁହେଁ । ତେବେ ଆପଣ ମାନେ ଯେତେ ଘଟଣା ଶୁଣିଥିବେ ସେହି ସମସ୍ତ ଘଟଣା ମଧ୍ୟରୁ ଏହା ହେଉଛି ଟିକେ ଅଲଗା କାରଣ ଏହା ହେଉଛି ଗୋଟିଏ ମୃତ ଶିଶୁ ଜୀବନ୍ତ ହୋଇ ଫେରିଥିବାର ଘଟଣା ।

ଆପଣ ମାନେ କେବେ କୌଣସି ଶିଶୁକୁ ମୃତ ହେବାର ଦେଖି ପୁଣି ତାହାକୁ ଜୀବନ୍ତ ଫେରିଥିବାର ଦେଖିଛନ୍ତି କି ମାତ୍ର ଏବେ ସେହି ପରି ଏକ ଘଟଣା ଘଟିଛି , ଯେଉଁଥିପାଇଁ ସମସ୍ତେ କହୁଛନ୍ତି କି ରଖେ ହରି ତ ମାରେ କିଏ ।

ଆପଣ ମାନେ ତ ଜାଣିଛନ୍ତି ଯେଉଁ ବ୍ୟକ୍ତି ଉପରେ ସ୍ୱୟଂ ଭଗବାନ ହରିଙ୍କର ଆର୍ଶିବାଦ ରହିଥାଏ ତାହାର କୌଣସି ବ୍ୟକ୍ତି , ଦୁଷ୍ଟଶକ୍ତି କିଛି ହେଲେ ମଧ୍ୟ କରିପାରିବ ନାହିଁ । ସେଥିପାଇଁ ତ ଦୁନିଆରେ ଲୋକମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି ଏବଂ ପୂଜା ମଧ୍ୟ କରନ୍ତି । ଆସନ୍ତୁ ଜାଣିବା କଣ ଅଟେ ସଂପୂର୍ଣ୍ଣ ଘଟଣାଟି ।

ଉତ୍ତର ପ୍ରଦେଶରେ ଜଣେ ପୋଲିସ ଅଫିସର ତାଙ୍କର ନାମ ହେଉଛ ରିତେଶ ଏବଂ ତାଙ୍କର ସ୍ତ୍ରୀଙ୍କର ନାମ ହେଉଛି ଲକ୍ଷ୍ମୀ । ତେବେ ସେହି ରିତେଶଙ୍କର ସ୍ତ୍ରୀ ଗର୍ଭବତୀ ଥିଲେ ଯେଉଁଥିପାଇଁ ସମସ୍ତେ ଖୁସି ମଧ୍ୟ ରହିଥିଲେ । ମାତ୍ର ଯେତେବେଲେ ତାଙ୍କର ସ୍ତ୍ରୀଙ୍କର ଜେଲିଭାରି ହେଲା ସେହି ସମୟରେ ସେ ଏକ ମୃତ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଏପରି ଏକ କଥା ଶୁଣି ସମସ୍ତେ ବହୁତ ଭାଙ୍ଗି ପଡିଥିଲେ , ମାତର ଯାହା ହେବାର ଥିଲା ହେଲା ତାହାକୁ ତ କେହି ଦଦଳେଇ ଦେଇ ପାରିବେନି ।

ଏହ ଘଟଣା ପରେ ରିତେଶ ସେହି ମୃତ ଶିଶୁ କନ୍ୟାକୁ ମଶାଣିକୁ ନେଇକରି ଗଲେ ଏବଂ ତାହାକୁ ପୋତିବା ପାଇଁ ଗାତ ଖୋଳୁଥିବା ସମୟରେ ତାଙ୍କୁ ଏକ କଳସୀ ମିଳିଥିଲା । ତେବେ ସେହି କଳସୀ ଖୋଲିକରି ଦେଖିବାକୁ ସେଥିରେ ଏକ ଶିଶୁ ଦେଖିବାକୁ ମିଳିଲା । ମାତ୍ର ସେହି ଶିଶୁଟି ମରି ନଥିଲା ବରଂ ଜୀବନ୍ତ ଥିଲା । ଏହା ଦେଖିକରି ସେ ତାଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତର ଖାନା ନେଇଗଲେ ଏବଂ ପରେ ସେହି ଶିଶୁର ଚକିତ୍ସା ଚାଲିଛି । ଏହି ଘଟଣାକୁ ଦେଖିକର କୁହଯାଉଛି କି ତ୍ରେତୟାରେ ଯେପରି ମହାରଥୀବାଟରେ ଯାଉ ଯାଉ ଏକ ପିଲା ପାଇଥିଲେ ସେହିପରି କଳିଯୁଗରେ ଏହା କଳସ ଭିତରୁ ଏକ ପିଲା ପାଇଲେ ।

ଏବେ ସେହି ଘଟଣାର ଯାଞ୍ଚ ଚାଲିଛି ଏବଂ ସେହି ପିଲାର ବାପା ମାଙ୍କୁ ଖୋଜା ଚାଲିଛି । ସେହି ପିଲାଙ୍କୁ ସେହିପରି କଳସରେ ଭର୍ତ୍ତି କରି ରଖିଥିଲା କିଏ ଏବଂ କେଉଁଥିପାଇଂ ରଖିଥିଲା ପୋଲିସ ତାହାର ଅନୁସନ୍ଧାନ କରୁଛି ।ତେବେ କଳସରେ ରହିକରି ମଧ୍ୟ ପିଲାଟି ମରନିଥିଲା ଏହିଠାରୁ ଭଗବାନଙ୍କର କୃପା ବିଷୟରେ ଜଣାପଡୁଛି ।