ଅଜବ ଦୃଶ୍ୟ, ! ବାଛୁରୀକୁ କ୍ଷୀର ପିଆଉଛି କୁକୁର ,ଭିଡିଓଟିର ଦୃଶ୍ୟ କିନ୍ତୁ ପୂରା ନିଆରା ! ଦୟାକରି ଗୋଟିଏ ସେୟାର ଏବଂ ଲାଇକ୍ ନିଶ୍ଚିତ କରନ୍ତୁ….

ଆପଣ ମାନେ ଅନେକ ସମୟରେ ଭିନ୍ନ ଭିନ୍ନ ଚକିତ କରିବା ଭଳି ଖବର ସଂସ୍ପର୍ଶରେ ନିଶ୍ଚିତ ଆସୁଥିବେ । ତେବେ ବେଳେବେଳେ ଆମ ଦୁନିଆରେ ଏମିତି କିଛି ଘଟଣା ବା ଖବର ଶୁଣିବାକୁ ବା ଜାଣିବାକୁ ପାଇଥାଉ ଯାହାକି ବିଶ୍ବାସ ଯୋଗ୍ୟ ହୋଇନଥାଏ । ଆଉ ଆଜି ଆମେ ସେହିପରି ଗୋଟିଏ ଖବର ବିଷୟରେ କିଛି କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ପୂରା ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରତ୍ୟେକ ଦିନ ଆମ ସମାଜରେ କିଛି ନୂଆ ନୂଆ ଅଜବ ଘଟଣା ସବୁ ଘଟିଥାଏ ଏବଂ ଯାହା ବିଶ୍ବାସଯୋଗ୍ୟ ହୋଇ ନଥାଏ କିନ୍ତୁ ତା ପଛରେ ରହିଥାଏ କିଛି ରହସ୍ୟମୟ କହାଣୀ ଯାହା ଆମ ସାଧାରଣ ମନୁଷ୍ୟ ପକ୍ଷରେ ବୁଝିବା ସମ୍ଭବପର ହୋଇ ନଥାଏ ।

ଚାଲନ୍ତୁ ଜାଣିବା କଣ ରହିଛି ସଂମ୍ପୂର୍ଣ୍ଣ ଘଟଣା ବିଷୟରେ . ,ସେଥିପାଇଁ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ପଢନ୍ତୁ । ଆମକୁ ବଞ୍ଚାଇ ରଖିଥିବା ପୃଥିବୀକୁ ଆମେ କହୁ ମାଁ । ଆମ ଜନ୍ମଦାତ୍ରୀକୁ ଆମେ କହୁ ମାଁ, ଆଉ ଯିଏ ନିଜ କ୍ଷୀର ଖୁଆଇ ବଡ କରେ ସେ ଜନ୍ମ ଦେଇ ନଥାଉ ପଛେ ସେ ହେଉଛି ମାଁ ।

ତେବେ ଆପଣ ମାନେ ଅନେକ ସମୟରେ ଦେଖି ଥିବେ କିମ୍ବା ଶୁଣି ଥିବେ ମଧ୍ୟ କୁକୁର ଛୁଆଁ ଙ୍କୁ ଗାଈ କ୍ଷୀର ପିଆଇବାର ଦୃଶ୍ୟ । ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ସହ ନିଶ୍ଚିତ ଭାବରେ ଜଡିତ ଥିବେ , ଆଉ ପ୍ରତିଦିନ ସୋସିଆଲ ମିଡିଆ ରେ ବିଭିନ୍ନ୍ ପଶୁ ପକ୍ଷୀ ଙ୍କ ର ଫୋଟ ଏବଂ ଭିଡିଓ ସବୁ ଭାଇରାଲ୍ ହୋଇଥାଏ ବା ଆସି ଥାଏ , ଯାହା ଦେଖିଲେ ଆମକୁ ପୂରା ଆଶ୍ଚର୍ଯ୍ୟ ଲାଗିଥାଏ ଏବଂ ବେଳେ ବେଳେ ଆମେ ତ ଏହାକୁ ବିଶ୍ବାସ ମଧ୍ୟ କରି ପାରିନଥାଉ ।

ତେବେ ଆଜି ଆମେ ସେହି ପରି ଗୋଟିଏ ଭିଡିଓ ବିଷୟରେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ , ଯାହା ସଂମ୍ପୂର୍ଣ୍ଣ ରୂପରେ ଆପଣଙ୍କୁ ଚକିତ୍ କରି ଦେବ । ଆଉ ଭାଇରାଲ ହେଉଥିବା ଭିଡିଓଟିର ଦୃଶ୍ୟ କିନ୍ତୁ ପୂରା ନିଆରା । ଗୋଟିଏ କୁକୁର ଠାରୁ କ୍ଷୀର ପିଉଛି ବାଛୁରି ଟିଏ ।

ଅନୁଗୁଳ ସହର ଶଙ୍କର ସିନେମା ରୋଡ୍ ନିକଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି , ଆଶ୍ଚର୍ଯ୍ୟର କଥା ହେଉଛି ବାଛୁରୀଟି କ୍ଷୀର ପାନ କରୁ ଥିବା ବେଳେ ମାଁ କୁକୁର ର ଯେ ମିତି କୌଣସି ଆପତ୍ତି ନ ଥିଲା । ସେ ଅନ୍ୟ ଏକ ପଶୁ ହୋଇଥିଲେ ବି ନିର୍ବିକାର ଭାବରେ ବାଛୁରୀକୁ କ୍ଷୀର ପିଆଉଛି , ସତରେ ଏଇ ତ ହେଉଛି ପ୍ରକୃତ ମାଁ ଆଉ ତାର ମମତା । ଏମାନଙ୍କୁ କଣ ଆମେ ପଶୁ କହିବା ଠିକ୍ ହେଉଛି ? କାହିଁକି ନାଁ ଏମାନଙ୍କ ମାନବିକତା ତ ମଣିଷ ଠାରୁ ବି ବହୁତ ଅଧିକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।