ଦେଖନ୍ତୁ ଭିଡିଓ କେମିତି ଓଡିଶା ଲୋକଙ୍କୁ ମନେ ପକାଇ କାନ୍ଦିପକାଇଲେ ଅଭିନେତ୍ରୀ ରାଣୀପଣ୍ଡା ! ତାଙ୍କର ଦୁଃଖର ବେଦନା ଶୁଣିଲେ ଆପଣ ଙ୍କ ଆଖିରୁ ମଧ୍ୟ ଲୁହ ଆସିବ….

ଆଜି ଆମେ ଆପଣ ମାନଙ୍କୁ ରାନୀ ପଣ୍ଡାଙ୍କର ବିଷୟରେ କହିବୁ ଯିଏ କି ଏବେକା ସମୟରେ ସୋସିଆଲ ମିଡିଆରେ ଲାଇଭ ଆସକରି କିଛି କଥା କହିଛନ୍ତି । ରାନୀ କହିଛନ୍ତି କି ସେ ହେଉଛନ୍ତି ଆପଣଙ୍କର ପ୍ରିୟ ରାନୀ ପଣ୍ଡା ମାତ୍ର ସେ ଏବେ ଓଡିଶାରେ ନାହାନ୍ତି ବାହାରେ ଅଛନ୍ତି । ମାତ୍ର ସେ ଫେସବୁକରେ କନକ ନ୍ୟୁଜରେ ଏକ ନ୍ୟୁଜ ଦେଖିଲେ ଯାହାଙ୍କୁ ଦେଖିକରି ତାଙ୍କୁ ବହୁତ କଷ୍ଟ ଲାଗିଲା । ରାନୀ କହିଲେ କି ପିପିଲି ବେଲାଙ୍ଗ ଅଞ୍ଚଳରେ ପିଲା ଯାହାକୁ ପାଠ ପଢିବା ପାଇଁ ତାର ବହୁତ ଇଚ୍ଛା । ମାତ୍ର ତାର ସାର୍ଟିଫିକେଟଟି ଏବେ ବନ୍ଧା ପଡିଛି ଏବଂ ସେ ପଇସା ଅଭାବରୁ ମୁକୁଳେଇ ପାରୁନାହିଁ ।

ତାର ସାର୍ଟିଫିକେଟ ମୁକେଳେଇବା ପାଇଁ ସେ ବହୁତ କାମ କରୁଛି । ତେବେ ରାନୀ ସକାଳେ ଏ ନ୍ୟୁଜ ଦେଖିକରି ତାଙ୍କୁ ବହୁତ କଷ୍ଟ ଲାଗିଲା । ତେଣୁ ସେ ଭାବିଲେ କି ଦୁଃଖୀ , ଦରିଦ୍ର ପାଖରେ ଯଦି ରାନୀ ପଣ୍ଡା ଛିଡା ନହୋଇ ପାରେ ତାହେଲେ ତାଙ୍କର ସେ ଜୀବନ ରହିକରି କିଛି ଲାଭ ନାହିଁ ।

ରାନୀ ଏହା ମଧ୍ୟ କହିଛନ୍ତି କି ଆମ ଓଡିଶାରେ ଭଲ ଭଲ ଛାତ୍ର ମାନେ ଯଦି ପାଠ ପଢିବେ ତେବେ ତାହା ଦ୍ୱାରା ଆମ ଓଡିଶାର ନାମ ରହିବ , ଆମ ଦେଶର ନାମ ରହିବ । ସେ ଝିଅଟି ଯେଉଁ ଗରିବ ଅବସ୍ଥାରେ ରହିଛି , ତାର ସେ ଅବସ୍ଥାରୁ ସେ ଭଲ ଅବସ୍ଥାକୁ ଫେରିଆସିବ , ଭଲରେ ଚଳିବ , ଖୁସିରେ ଚଳିବ ଏବଂ ଆନନ୍ଦରେ ଚଳିବ

ଏଥିପାଇଁ ରାନୀ କଥା ଦେଇଛନ୍ତି କି ସେ ଝିଅଟିର ପାଠ ପଢିବା ପାଇଁ ଏହା ସହ ଯାହା ସିଏ ଚାହୁଁଛି ବା ତାର ଯେତିକି ଟଙ୍କା ସାର୍ଟିଫିକେଟ ମୁକୁଳିବା ପାଇଁ ବନ୍ଧା ରହିଛି ତାହାକୁ ରାନୀ ନିଶ୍ଚିତ ରୂପରେ ମୁକୁଳେଇବେ । ଏହା ସହିତ ସେ ସେହି ଝିଅ ସହିତ କଣ୍ଟାକ୍ଟ କରିବା ପାଇଁ ଚାହିଁଛନ୍ତି ଯେଉଁଥିପାଇଁ ରାନୀ ସେ ଝିଅ ପାଇଁ ଆକାଉଣ୍ଟ ନମ୍ବର ମାଗିଛନ୍ତି ।

 ରାନୀ କହିଛନ୍ତି କି ଯେ ଯେଉଁଠି ଥିଲେ ମଧ୍ୟ ଓଡିଶା ବାସୀଙ୍କର ସୁଖରେ , ଦୁଃଖରେ ନିହାତି ଭାବରେ ଛିଡା ହେବେ । ରାନୀ କହିଛନ୍ତି କି ସେ ତାଙ୍କର ବଡ ଭଉଣୀ ଭଲି ତେଣୁ ବ୍ୟସ୍ତ ହେବାର ନାହିଁ , ମନ ଦୁଃଖ କରିବାର ନାହିଁ କେବେବି ମାଟି କାମ କରି ପାଠ ପଢିବ ଏହା କେବେ ହେଲେ ମଧ୍ୟ ଚିନ୍ତା କରିବ ନାହିଁ । ତୁମେ ପାଠ ପଢିବ , ଆଗକୁ ଯିବ ଏବଂ ଓଡିଶାର ନାମ ରଖିବ ଏହା ରାନୀ ପଣ୍ଡା ତୁମକୁ କଥା ଦେଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।