Breking News – ବିବାହ ପାଇଁ କାର୍‌ରେ ଯାଉଥିଲେ ଅଭିନେତା ବରୁଣ ଧୱନ, ହେଲେ ୱେଡିଂ ଭେନ୍ୟୁରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହେଲା କାର୍‌… ଦୟାକରି ଆରୋଗ୍ୟ କାମନା ପ୍ରାର୍ଥନା କରନ୍ତୁ…

ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଏହି କଳାକାର ମାନେ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ଆଉ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଆଉ ତାଙ୍କର ଅବଦାନ ମଧ୍ୟ ଅନେକ ରହିଛି ବଲିଉଡ ଚଳଚିତ୍ର ଦୁନିଆକୁ । ତେବେ ଆପଣମାନେ ତ ନିଶ୍ଚିତ ଭାବରେ ବଲିଉଡର ହ୍ୟାଣ୍ଡସମ୍ ହିରୋ ବରୁଣ ଧୱନାଙ୍କୁ ତ ଜାଣିଥିବେ ।

ସେ ବଲିଉଡର ଜଣେ ଲୋକପ୍ରିୟ ନାୟକ ଯିଏକି ଅଭିନୟରୁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏବଂ ପ୍ରଶଂସକ ମାନଙ୍କୁ ତାଙ୍କର ଅଭିନୟ ଯାଦୁ ମାଧ୍ୟମରେ ବାନ୍ଧି ରଖିପାରିଛନ୍ତି । ବରୁଣ ଏକ ସ୍ବତନ୍ତ୍ର ଏବଂ ଭିନ୍ନଧରଣର କଳା ସବୁବେଳେ ଦର୍ଶକମାନଙ୍କ ପାଇଂ ନେଇ ଆସିଥାନ୍ତି ।

ବରଣୁ ଜାନୁୟାରୀ 24 ତାରିଖରେ ବିବାହ କରିବାକୁ ଯାଉଥିଲେ କିନ୍ତୁ ବିବାହ ପୂର୍ବରୁ ତାଙ୍କ ସହିତ ଘଟିଛି ଏକ ଅଘଟଣ । ତେବେ ଗତ କାଲି ତାଙ୍କର ବିବାହ ସ୍ଥିର ହୋଇଥିଲା ଏବଂ ଆଲିବାଗ୍ ସ୍ଥିତଦ ମେନସନ୍ ହାଉସ୍ ରିସର୍ଟରେ ବରୁଣ ତାଙ୍କ ପିଲାଦିନର ଅତି ନିକଟତର ବନ୍ଧୁ ନିତାସା ଦଲାଲଙ୍କ ସହ ତାଙ୍କର ବିବାହ ହେବାର ଥିଲା ।

ଯେଉଂ କାରଣରୁ ଏକ ବହୁତ ବଡ ଖୁସିର ମାହଲ ଦେଖିବାକୁ ମିଳିଛି ଏବଂ ଏହାରି ଭିତରେ ଗତ କାଲି ସକାଳେ ବରୁଣଙ୍କ ସହ ଏକ ଅଘଟଣା ଘଟିଯାଇଛି । ଏହା ଶୁଣି ତାଙ୍କ ଫ୍ୟାନ୍ ମାନେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ।

ସୂଚନା ଅନୁସାରେ , ବରୁଣଙ୍କ କାର୍ ଦୁର୍ଘଟଣା ଘଟିଛି କିନ୍ତୁ ବରଣଙ୍କର ବୁଶେଷ କିଛି କ୍ଷତି ହୋଇନାହିଁ । ସୂଚନାଯୋଗ୍ୟ ବରୁଣ ଜାନୁୟାରୀ 23 ଶନିବାର ଦିନ ଆଲିବାଗ୍ ସ୍ଥିତ ମେନସନ୍ ହାଉସ୍ ଯିବା ବେଳେ ରାସ୍ତାରେ ତାଙ୍କର କାର୍ ଦୁର୍ଘଟଣାଗସ୍ଥ ହୋଇଛି । ଆକ୍ସିଡେଣ୍ଟ ସମୟରେ ବରୁଣ ଗାଡି ଭିତରେ ଥିଲେ କିନ୍ତୁ ଅଳ୍ପକେ ସେ ବର୍ତି୍ତି ଯାଇଛନ୍ତି ଦୁର୍ଘଟଣାରୁ । ତେବେ ଦୁର୍ଘଟଣାରେ ତାଙ୍କର ବିଶେଷ କ୍ଷତିଗ୍ରସ୍ଥ ହୋଇନଥିବା ସମସ୍ତଙ୍କୁ ଆଶ୍ବସ୍ଥି ଦେଇଛି ।

ତେବେ ବରୁଣଙ୍କ ହେବାକୁ ଥିବା ପତ୍ନୀଙ୍କ ପରିବାର ଲୋକ ଜାନୁୟାରୀ 22 ତାରିଖରେ ଆଲିବାଗ୍ ପହଞ୍ଚି ଯାଇଥିଲେ । ସେଠାରେ ବରୁଣ ତାଙ୍କର କ୍ଲୋଜ୍ ଫ୍ରେଣ୍ଡ ମାନଙ୍କ ପାଇଁ ଏକ ବ୍ୟାଚଲର୍ ପାର୍ଟିର ଆୟୋଜନ ମଧ୍ୟ କରିଥିଲେ । ବରୁଣଙ୍କ ବିବାହ ଉତ୍ସବରେ ଜାହ୍ନବୀ ଏବଂ ଖୁସି କାପୁର, ସଲମାନ ଖାଁ, କ୍ୟାଟ୍ରିନା କେଫ, ଅର୍ଜୁନ କପୁର , ମଲାଇକା ଆରୋର, ଅନିଲ୍ କପୁର, ରିୟା କପୁର, ନିତୁ କପୁର ଭଳି ସେଲିବ୍ରେଟି ମାନେ ଯୋଗ ଦେବାକୁ ଯାଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।