ହେଲମେଟ୍ ନଥିବା ବୋଲି ବିଚ୍ ରାସ୍ତା ଉପରେ ସର୍ବସମ୍ମୁଖ ରେ ଜଣେ ପୋଲିସ୍ କର୍ମଚାରୀ ଜଣେ ବ୍ୟକ୍ତି ଙ୍କୁ ଚାପୁଡା ମାରିଛନ୍ତି , ଦୟାକରି କମେଣ୍ଟ କରନ୍ତୁ ଏପରି ପୋଲିସ ଙ୍କୁ କଣ ଦଣ୍ଡ ମିଳିବା ଦରକାର ?

କୁହାଯାଏ ଆଇନ୍ ସମସ୍ତଙ୍କ ପାଇଁ ସମାନ , ତାହେଲେ ପୋଲିସ୍ କର୍ମଚାରୀଙ୍କ ପାଇଁ ମଧ୍ୟ ସରକାରଙ୍କ ଏହି ଆଇନ୍ ନିଶ୍ଚିତ ଭାବରେ ସମାନ ହେବା ଉଚିତ । କିନ୍ତୁ କିଛି ଏପରି ପୋଲିସ୍ କର୍ମଚାରୀ ଅଛନ୍ତି ଯେଉଂମାନେ କି ନିଜର ପାୱାର ଅପବ୍ୟବହାର କରୁଛନ୍ତି । ତେବେ ବର୍ତ୍ତମାନର ଯୁଗ ହେଉଛି ସୋସିଆଲ ମିଡିଆର ଯୁଗ । ତେଣୁ ଏବେ କୌଣସି ଘଟଣା ଘଟିଲେ ଲୋକେ ଆଗ ତାକୁ କ୍ୟାମେରାରେ ଉତ୍ତୋଳନ କରି ଭାଇରାଲ କରିବାରେ ଲାଗିଛନ୍ତି ।

ତେବେ ସେମିତି ଏକ ଘଟଣା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଜାଣିବା ପରେ ଆପଣ ନିଜ ଚୁଟି ଧରି ପକାଇବେ ଏବଂ ବର୍ଦିର ରୋବାବ୍ ବୋଲି ନିଶ୍ଚିୟ କହିବେ ।

ପ୍ରତିଦିନ ଆମେ ଅନେକ ଭାଇରାଲ ହେଉଥିବା ଭିଡିଓ ବିଷୟରେ ଆପଣଙ୍କୁ ଜଣାଇଥାଉ, ଯାହା ଭିତରକୁ କିଛି ଲୋକଙ୍କର ପ୍ରଶଂସାର ପାତ୍ର ହୋଇଥାଏ ତ କିଛି ଭାଇରାଲ ଭିଡିଓକୁ ଲୋକମାନେ ନାପସନ୍ଦ କରି ଟ୍ରୋଲ କରିଥାନ୍ତି । ତେବେ ଆଜି ଆମେ ଏମିତି ଏକ ଭାଇରାଲ ଭିଡିଓ ବିଷୟରେ ଆପଣଙ୍କୁ ଜଣାଉଛୁ ଯେଉଁଠି ହେଲମେଣ୍ଟ ଚେକିଂ ନାଁ ରେ ପୋଲିସ୍ ଏଠାରେ ଦାଦାଗିରି କରୁଥିବା ନଜର ଆସିଛି ।

ଭିଡିଓ ରେ ଦେଖିବା ପାଇଁ ମିଳିଛି ବିଚ୍ ରାସ୍ତା ଉପରେ ସର୍ବସମ୍ମୁଖ ରେ ଜଣେ ପୋଲିସ୍ କର୍ମଚାରୀ ଜଣେ ବ୍ୟକ୍ତି ଙ୍କୁ ଚାପୁଡା ମାରିଛନ୍ତି । ତେବେ ବ୍ୟକ୍ତି ଜଣଙ୍କ ଏମିତି କଣ କରି ଦେଇଛନ୍ତି ଯେ ତାଙ୍କୁ ଏମିତି ସମସ୍ତଙ୍କ ସାମ୍ନାରେ ବାଡେଇବାକୁ ବାଧ୍ୟ ହେଲେ ପୋଲିସ୍ ବାବୁ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ସଂମ୍ପୂର୍ଣ୍ଣ ଘଟଣା ।

ପ୍ରକୃତ ଘଟଣାଟି ହେଉଛି କି ସେହି ବ୍ୟକ୍ତି ଜଣକ ବା ଚାଳକ ଜଣଙ୍କ ବିନା ହେଲମେଣ୍ଟ ରେ ଗାଡି ଚଳାଇ ଆସୁ ଥିବା ସମୟରେ ଭେଜିପୁଟ ଫାଣ୍ଡିରେ ଜଣେ କନେଷ୍ଟବଳ ତାଙ୍କୁ ଧରି ଥିଲେ , ଦୀର୍ଘ ସମୟ ଧରି ଗାଡି ଚାଳକ ଏବଂ ପୋଲିସ୍ କନେଷ୍ଟବଳ ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ଏଥିରେ ଉତ୍ୟକ୍ତ ହୋଇ କନେଷ୍ଟବଳ ଜଣଙ୍କ ଗାଡି ଚାଳକଙ୍କୁ ମାଡ ମାରିଥିଲେ । ଏହା ପରେ ଉଭୟଙ୍କ ଭିତରେ ଖରାପ ଭାଷାରେ ଗାଳି ଗୁଲଜ ମଧ୍ୟ ହୋଇଥିଲା ।

ଏପରି ଗୋଟିଏ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଭିଜିପୁର ଫାଣ୍ଡି ଅଞ୍ଚଳରେ । ତେବେ ଘଟଣା ପରେ ଗାଡି ଚାଳକ ଜଣଙ୍କ କନେଷ୍ଟବଳ ତାଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ କରିଥିବା ବେଳେ ତାଙ୍କୁ ଭିଜିପୁର ଫାଣ୍ଡିରେ ଅଟକ ରଖି ପଚରା ଉଚରା କରା ୟାଉଛି । ଆଉ ଅନ୍ୟପଟେ ଏହି ଭାଇରାଲ ହେଉଥିବା ଭିଡିଓକୁ ଦେଖି ସାଧାରଣରେ ଅଶନ୍ତୋଷ ମଧ୍ୟ ପ୍ରକାଶ ପାଇଛି ।

ଏହି ଘଟଣାକୁ ନେଇ ଏବେ ସର୍ବ ସାଧାରଣରେ ଅଶନ୍ତୋଷ ଦେଖା ଦେବା ସହିତ ଏହା ନିଶ୍ଚିୟ ଭାବରେ ପୋଲିସ କର୍ମଚାରୀଙ୍କ ଏକ ନିନ୍ଦନୀୟ ଘଟଣା ବୋଲି କହିବା ଭୁଲ ହେବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।