ପ୍ରତିଦିନ ସକାଳୁ ପିଇ ଦିଅନ୍ତୁ ” ଜୁଆଣି ପାଣି ” ମୂଳରୁ ଶେଷ ହୋଇଯିବେ ଏହି 10 ଟି ବଡ ରୋଗ ଶହେ ପ୍ରତିଶତ ଗ୍ୟାରେଣ୍ଟି…….

ଆଜି ଆମେ ଆପଣ ମାନଙ୍କୁ ଜୁଆଣିର ଉପକାରିତା ବିଷୟରେ କିଛି କହିବୁ , ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ । ଜୁଆଣିରେ ଫସଫରର, . ଆୟୋଡିନ , କ୍ୟାରଟିନ ନାମକ ଫସଫରସ ରହିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ । ଜୁଆଣିକୁ ସେବନ କରିବାର ସବୁଠୁ ଭଲ ଉପାୟ ହେଉଛି ତାର ଡ୍ରିଙ୍କ ତିଆରି କରି ତାହାର ସେବନ କରିବା । ତେବେ ଆସନ୍ତୁ ଜାଣିବା ଜୁଆଣଇର ଉପକାରିତା ବିଷୟରେ ।

1–ପାଚନ କ୍ରିୟା ଭଲ କରିଥାଏ  -ଜୁଆଣି ପାଣି ପିଇଲେ ଶରୀର ମେଟାବୋଲିଜିମ ବଢିଯାଇଥାଏ । ପାଚନ କ୍ରିୟାକୁ ଭଲ କରିଥାଏ । କୋଷ୍ଟକାଠିନ୍ୟ , ଏସିଡିଟି , ଗ୍ୟାଷ୍ଟିକ ଏପରିକି ଜାଇରିଆ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । କାରଣ ଜୁଆଣିରେ ଥିବା ପୋଷକ ତତ୍ତ୍ୱ ପାଚକ ରସ କ୍ଷରଣକୁ ତ୍ୱରାନ୍ୱିତ କରିଥାଏ ।

2–ଥଣ୍ଡା , ସର୍ଦ୍ଦି ଦୂର କରିଥାଏ

 

ଥଣ୍ଡା ଯୋଗୁଁ ହେଉଥିବା ନାକ ବନ୍ଦ ସମସ୍ୟାକୁ ଦୂର କରିଥାଏ । ଜୁଆଣିକୁ ଉଷୁମ ପାଣିରେ ପକାଇ କରି ସେବନ କଲେ ଏହା ସାଧାରଣ ଥଣ୍ଡା ଏବଂ ସର୍ଦ୍ଦି ଉପରେ ଭଲ ପ୍ରଭାବ ପକାଇଥାଏ । କେବଳ ଏତିକି ନୁହେଁ ଜୁଆଣି କପଡାକୁ ଏକ ସାଧାରଣ କପଡାରେ ବାନ୍ଧି ବାରମ୍ବାର ଶୁଘିଂଲେ ମୁଣ୍ଡବିନ୍ଧା ବା ଅଧା କପାଳ ମୁଣ୍ଡ ବିନ୍ଧା ଦୂର ହୋଇଥାଏ ।

3–ଦାନ୍ତବିନ୍ଧା ଏବଂ କାନ ବିନ୍ଧା ହୂର କରେ

ଯଦି ଥଣ୍ଡାରୁ ଆପଣଙ୍କର କାନ ବା ଦାନ୍ତ ବିନ୍ଧିଥାଏ ତେବେ ଜୁଆଣି ପାଣି ଆପଣଙ୍କର ଏହି ସମସ୍ୟା ଦୂର କରି ଦେଇଥାଏ । କାନ ବିନ୍ଧା ସମୟରେ କାନରେ ଦୁଇ ବୁନ୍ଦା ଜୁଆଣଇର ତେଲ ପକାଇଲେ ଏହା ଦୂର ହୋଇଯାଇଥାଏ । ଏହା ବ୍ୟତୀତ ଯଦି ଥଣ୍ଡାରୁ ଦାନ୍ତ ବିନ୍ଧୁଥାଏ ତେବେ ଉଷୁମ ପାଣିରେ ଗୋଟିଏ ଚାମୁଚ ଜୁଆଣି ଏବଂ ଅଳ୍ପ ଲୁଣ ପକାଇ କୁଳି କଲେ ଦାନ୍ତବିନ୍ଧା ଭଲ ହୋଇଥାଏ ।

4–ବାଳ ଧଳା ହେବା ସମସ୍ୟା ଦୂର କରିଥାଏ

ଯଦି ଆପଣଙ୍କର ବୟସ ପୂର୍ବରୁ କେଶ ପାଚୁଥାଏ ତବେ ଜୁଆଣିର ବ୍ୟବହାର ଦ୍ୱାରା ଏହା ଭଲ ହୋଇଯାଇଥାଏ । ଗୋଟିଏ ପାତ୍ରରେ ବୃଷଙ୍ଗ ପତ୍ର ଏବଂ ଗୋଟିଏ କିସମିସ ଏବଂ ଗୋଟିଏ ଚାମୁଚ ଜୁଆଣି ଦେଇ ତାହାକୁ ଫୁଟାନ୍ତୁ । ଏହି ମିଶ୍ରକୁ ପିଇଲେ କମ ବୟସରୁ ବାଳ ପାଚୁଥିବା ସମସ୍ୟାରୁ ମୁକ୍ତି ମିଳିଥାଏ ।

5–ଆଣ୍ଟୁଗଣ୍ଟି ବଥା ଭଲ କରିଥାଏ

 

ଜୁଆଣିରେ ଥିବା ଆଣ୍ଟି ବାୟୋଟିକ ଏବଂ ଆଣ୍ଟି ସେପଟିକ ଗୁଣ ଆଣ୍ଟୁଗଣ୍ଟି ବଥାକୁ ସଂପୂର୍ଣ୍ଣ ରୂପେ ଦୂର କରିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଜୁଆଣିର ଆଣ୍ଟି ଇମ୍ପାଲାମେଟାରୀ ଗୁଣ ଆଣ୍ଟୁଗଣ୍ଟି ଫୁଲିବାକୁ ଠିକ କରିଥାଏ । ଜୁଆଣିର ଏକ ପେଷ୍ଟ ବନାଇ ତାହାକୁ ଆଣ୍ଟୁଗଣ୍ଟି ବଥା ଜାଗାରେ ଲଗାଇଲେ ସେହି ବଥା ଦୂର ହୋଇଥାଏ ।

6–ପିରିୟଡର ସମସ୍ୟାକୁ ଦୂର କରିଥାଏ

ଦୁଇ ଚାମୁଚ ଜୁଆଣିକୁ ଗୋଟିଏ ଗ୍ଲାସ ପାଣିରେ ଫୁଟାଇ ତାହାର ସେବନ କଲେ ମାସିକ ଧର୍ମ ସମୟରେ ଅତ୍ୟଧିକ ବ୍ଲିଡିଙ୍ଗ ଏବଂ ଇ-ରେଗୁଲାର ପିରିୟଡ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ସହ ଗର୍ଭବତୀ ମହିଳା ମାନେ ଏହି ପାଣି ପିଅଲେ ସେମାନଙ୍କର ସମସ୍ତ ସମସ୍ୟା ଦୂର ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।