ମାଳିକାର ବଡ ଭବିଷ୍ୟତବାଣୀ ଭାଙ୍ଗିଯିବ ହୀରୀକୁଦ ବନ୍ଧର ! ଜାଣି ରଖନ୍ତୁ କଣ ସତରେ ଏମିତି ଭୟଙ୍କର ପରିସ୍ଥିତି ଆସିବ କି ?

ପ୍ରତ୍ୟେକ ଥର ମହାପୁରୁଷଙ୍କର ସେହି ମାଳ ମାଳ ହୋଇ ରଚିତ ହୋଇଥିବା ମାଳିକା ଶାସ୍ତ୍ରକୁ ଆମେ ଆପଣଙ୍କ ଠାରେ ଉପସ୍ଥାପନ କରୁ । ତେବେ ଆଜି ଆମେ ମାଳିକାର ଗୋଟିଏ ଏମିତି ଭବିଷ୍ୟବାଣୀ ବାଣୀ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ଯାହା ଆଗକୁ ଘଟିବାକୁ ଯାଉଛୁ ଏବଂ ଆପଣ ଏହାକୁ ନିଶ୍ଚିତ ଭାବରେ ମନେ ରଖିଥିବେ । ମହାପୁରୁଷ ତାଙ୍କ ଭବିଷ୍ୟ ମାଳାକିରେ ଆମ ମାନଙ୍କ ସତର୍କ ପାଇଁ କଲମ କରିଯାଇଛନ୍ତି –

ଚବିଶି ଠାବରେ ହୀରାକୁଦ ଉଛୁଳିବ, ଏ ଓଡିଶାର ଅର୍ଦ୍ଧଭାଗ ଜଳମଗ୍ନ ହେବ । ଅର୍ଥାତ ମହାପୁରୁଷ କହିଛନ୍ତି ଯେ ଚବିଶ ଠାରେ ହୀରାକୁଦ ବନ୍ଧ ଭାଙ୍ଗିବ ଏବଂ ପାଣି ଉଛୁଳିବ , ଆଉ ଏଥିରେ ଓଡିଶାର ଅର୍ଦ୍ଧ ଭାଗ ଜଳମଗ୍ନ ହୋଇଯିବ । ପୁଣି କଲମ କରିଛନ୍ତି- ଓଡିଶାର ଛଅ ଜିଲ୍ଲା ଜଳାର୍ଣ୍ଣବ ହୋଇ , ଯିବା ଆସିବାର ବାଟ ନ ପାଇବେ କେହି ।

ମହାପୁରୁଷ ପୁଣି ଥରେ କହିଲେ – ଦୁଇ ଡାହାଣକୁ ତିନି ଶୂନ ଏକ ରଖ, ସଂମ୍ପୂର୍ଣ୍ଣ ସତ୍ୟ ପ୍ରକାଶ ହୋଇବ ପ୍ରତ୍ୟେକ୍ଷ । ଅର୍ଥାତ ଏହି ସମୟରେ ବଳଦେବ ରାଜା ହେବେ ଦିଲ୍ଲୀ ସିଂହାସନେ । ଯେତେବେଳେ ହୀରାକୁଦ ବନ୍ଧ ଭାଙ୍ଗିବ ସେହି ସମୟରେ ବଳଦେବ ଦିଲ୍ଲୀ ସିଂହାସନରେ ରାଜା ହୋଇଥିବେ । ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କ ଭବିଷ୍ୟ ମାଳିକାରେ ବଳଦେବ ଦିଲ୍ଲୀ ସିଂହାସନରେ ରାଜା ହୋଇଥିବେ ଅର୍ଥାତ ପ୍ରଧାନମନ୍ତ୍ରୀ ହୋଇଥିବେ ।

ମେଷକୁ ବୃଷ ସଙ୍ଗତେ ମିଶାଇବୁ ମିଥୁନରେ ପ୍ରକାଶ । ଅର୍ଥାତ ମେଷ ହେଉଛନ୍ତି ରାଶି ଚକ୍ରର ପ୍ରଥମ ଏବଂ ଦ୍ବିତୀୟରେ ରହୁଛନ୍ତି ବୃଷ ତେଣୁ ସେହି ମେଷକୁ ବୃଷରେ ମିଶାଇବୁ ଅର୍ଥାତ ମେଷ ବୃଷରେ ମିଶିଲେ ଦୁଇ ଏକ ତିନି ହେବ ।

ତେବେ ମିଥୁନରେ ପ୍ରକାଶ କରିଲେ ଅର୍ଥାତ ମିଥୁନ ହେଉଛି ରାଶି ଚକ୍ରର ତୃତୀୟ । ତେଣୁ ମେଷ ବୃଷରେ ମିଶିଲେ ହେଲା ତିନି ପୁଣି ମିଥୁନ ହେଉଛି ରାଶିଚକ୍ରର ତିନି ଅର୍ଥାତ ତିନି ଏବଂ ତିନି ମିଶିଲେ ହେବେ ତେତିଶ୍ । ସପ୍ତଶୀ ମଣ୍ଡଳର ଡାହାଣରେ ଲେଖି ନକର ମୋର ଗୁଣ । ଅର୍ଥାତ ତେତିଶରେ ସାତ ଲେଖିଲେ ଚାଳିଶ୍ ହେବ ।

ଏହି ସମୟରେ ମୀନ , ଶନି ଗୁରୁବାରରେ ପଡିବ । ଅର୍ଥାତ ମୀନ ରାଶିରେ ଶନି ଏହି ସମୟରେ ରହିବେ ଏବଂ ସେହି ଦିନ ଗୁରୁବାର ହୋଇଥିବ । ତେବେ ଯେତେବେଳେ ମୀନ ରାଶିରେ ଶନି ଚଳନ କରିବେ 2024-26 ମସିହା ପର୍ଯ୍ୟନ୍ତ । ମୀନ ରାଶି ଗୁରୁବାରରେ ଚଳିବେ ଏହି ଅଙ୍କେ ଧ୍ରୁବଧ୍ରୁବ , ମିଥୁନ ମାସରେ ତେର ଦିନ ପକ୍ଷ ।

ଅର୍ଥାତ ଆମର ପନ୍ଦର ଦିନିଆ ପକ୍ଷ ପଡିଥାଏ କିନ୍ତୁ ସେତେବେଳେ ତେର ଦିନିଆ ପକ୍ଷ ପଡିବା ସାରା ବିଶ୍ବ ପାଇଁ ବହୁତ ବଡ ଅଶୁଭ ସଙ୍କେତ ଅଟେ । ସେହି ସମୟରେ ତେର ଦିନିଆ ପକ୍ଷ ପଡିବ 2024-26 ମସିହା ଭିତରେ ଏବଂ ହୀରାକୁଦ ବନ୍ଧ ମଧ୍ୟ ଭାଙ୍ଗିବ ଏବଂ ସାତ ଦିନ ଅନ୍ଧାର ହେବ, ଆଉ ଜଗନ୍ନାଥଙ୍କ ରତ୍ନସିଂହାସକୁ ସମୁଦ୍ର ଜଳ ଛୁଇଁଥି୍ବ ଏବଂ ତ୍ରିଜଟା ବଂଶ ମିଳିକି ରେଳରେ ଦାରୁକୁ ଭିଡ଼ି ଆଣିବେ , ନଞ୍ଜା ନକ୍ଷତ୍ର ସମୁଦ୍ର ଗର୍ଭରେ ପଡିବ ଏବଂ ଓଡିଶାର ଛଅଟି ଜିଲ୍ଲା ଜଳମଗ୍ନ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।