ଏହି ସବୁ ଲକ୍ଷଣ ଦେଖାଯାଉଥିଲେ କମ୍ ସମୟରେ ଜାଣିପାରିବେ ଜାଣନ୍ତୁ ଗର୍ଭରେ ପୁଅ ଅଛି ନା ଝିଅ !

ଆଜି ଆମେ ଆପଣ ମାନଙ୍କୁ ପୁଅ ବା ଝିଅ ଜନ୍ମ ହେବାର ଲକ୍ଷଣ ଗୁଡିକ ବିଷୟରେ କହିବୁ । ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାଏ ପ୍ରଥମେ ତାଙ୍କୁ ଏହା ଜାଣିବା ପାଇଁ ଆଗ୍ରହ ହୋଇଥାଏ କି ତାଙ୍କ ପେଟରେ ବଢୁଥିବା ଶିଶୁ ପୁଅ ନା ଝିଅ । ଆମ ଦେଶରେ ଏବେ ବିଦେଶରେ ଏମିତି ବହୁତ ମୁରବୀ ରହିଛନ୍ତି ଯେଉଁ ମାନେ ଫେସ ରିଡିଙ୍ଗ ଏବଂ ଶରୀରରେ ହେଉଥିବା ପରିବର୍ତ୍ତନକୁ ଦେଖି ବତେଇଥାନ୍ତି କି ଗର୍ଭରେ ଥିବା ଶିଶୁ ପୁଅ ହେବ କି ଝିଅ ।

ଏହି ଅନୁମାନ ସଠିକ ହେବ ବୋଲି ଗ୍ୟାରେଣ୍ଟି ନାହିଁ ମାତ୍ର ବେଳେ ବେଳେ ଏହା ଠିକ ହୋଇଥାଏ ତ ପୁଣି କେତେବେଳେ ଠିକ ହୋଇନଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଲକ୍ଷଣ ବିଷୟରେ କହିବୁ ଯାହା ଦ୍ୱାରା ଆପଣ ଜାଣିପାରିବେ କି ଗର୍ଭରେ ବଢୁଥିବା ଶିଶୁ ପୁଅ ନା ଝିଅ ।

1–ପେଟର ଆକାର

ଯଦି ଗର୍ଭବତୀ ମହିଳାର ପେଟର ଆକାର ଗୋଲ ଏବଂ ବାହାର ଆଡକୁ ଫୁଲିଥାଏ ତେବେ ଏହା ପୁଅ ହେବାର ଲକ୍ଷଣ ହୋଇଥାଏ । ସେହିପରି ପେଟର ଆକାର ଯଦି ଚଉଡା ଅଛି ଏବଂ ଗୋଲେଇ ଅଛି ତେବେ ଏହା ଝିଅ ହେବାର ଲକ୍ଷଣ ହୋଇଥାଏ ।

2–ମିଜାଜରେ ପରିବର୍ତ୍ତନ

ଯେଉଁ ମହିଳାଙ୍କର ପ୍ରେଗନେନସିର ପ୍ରଥମ ତିନିମାସରେ ଟିକେ ଟିକେ କଥାରେ ଦୁଃଖ ଅନୁଭଭ ହୋଇଥାଏ ବା ପରବର୍ତ୍ତନ ତିନି ମାସରେ କୌଣସି କଥାରେ ଡୁଃଖ ଏବଂ ଅନୁତାପ ଅନୁଭବ ହୋଇଥାଏ ତେବେ ହେବାକୁ ଥିବା ପିଲା ପୁଅ ହୋଇଥାଏ । ଅନ୍ୟପଟେ ପେଟରେ ଜିଅ ଥିଲେ ମା ମାନେ ମେଳାପ ଭବାନା ପ୍ରକାଶ କରିଥାନ୍ତି ।

3–ଖାଦ୍ୟରୁ ଘୃଣା ହେବା

 

ଗର୍ଭବତୀ ସମୟରେ ଅନେକ ମହିଳା ପ୍ରଚୁର ପରିମାଣରେ ଖାଦ୍ୟ ଖାଇଥାନ୍ତି ମାତ୍ର ଅନ୍ୟ କେତେକ ମହିଳାଙ୍କୁ ଖାଦ୍ୟରୁ ଘୃମଣାହୋଇଯାଏ । ଏହି ପରିବର୍ତ୍ତନ ପେଟରେ ଥିବା ପିଲାର ଲିଙ୍ଗ ଉପରେ ନିର୍ଭର କରିଥାଏ । ଯେଉଁ ମହିଳା ମାନଙ୍କର ଖାଦ୍ୟରୁ ଘୃଣା ହୋଇଥାଏ ବା ଖାଇସାରିବା ପରେ ବାନ୍ତି ହୋଇଥାଏ ତାଙ୍କର ହେବାକୁ ଥିବା ପିଲା ପୁଅ ହୋଇଥାଏ ।

4–ବେକିଙ୍ଗ ସୋଡା ବା ଖାଇବା ସୋଡାର ଟେଷ୍ଟ

ଗୋଟିଏ ପାତ୍ରରେ ସକାଳର ପ୍ରଥମ ପରିସ୍ରା ନେବେ ଏଥିରେ ଏଥିରୋ ଗୋଟିଏ ଚାମୁଚ ବେକିଙ୍ଗ ସୋଡା ପକାଇବେ । ବେକିଙ୍ଗ ସୋଡା ପକେଇବା ପରେ ପରିସ୍ରାରେ ଫୋଟକା ବା ଫେଣ ହୋଇଥାଏ ତେବେ ଗର୍ଭରେ ଝିଅ ଅଛି । ଯଦି ସୋଡା ପାକାଇବା ପରେ କୌଣସି ପରିବର୍ତ୍ତନ ନଆସେ ତବେ ଗର୍ଭରେ ପୁଅ ଥାଇପାରେ ।

5–ମିଠା ଖାଇବାର ଇଚ୍ଛା

ଗର୍ଭବତୀ ସମୟରେ ଯଦି ଜମେ ମହିଳାକୁ ମିଠା ଅଧିକ ଖାଇବାର ଇଚ୍ଛା ହୋଇଥାଏ ତେବେ ତାହାର ପେଟରେ ଝିଅ ହୋଇଥାଏ । ଅନ୍ୟ ପଟେ ଯଦି ତାଙ୍କୁ ଖଟା , ଚଟପଟା , ମସଲା ଯୁକ୍ତ ଖାଦ୍ୟ ଏବଂ ଲୁଣଇ ଖାଦ୍ୟ ଖାଇବାକୁ ପସନ୍ଦ ହୁଏ ତେବେ ତାହା ପୁଅ ହେବାର ସୂଚନା ଦେଇଥାଏ ।

6–ତ୍ୱଚା ସମ୍ବଦ୍ଧୀୟ ସମସ୍ୟା

ଯଦି ପେଟରେ ପୁଅ ରହିଥାଏ ତେବେ ତାଙ୍କର ମୁହଁରେ ବ୍ରଣ ଆଦି ସମସ୍ୟା ଅଧିକ ଦେଖାଦିଏ । ଅନ୍ୟପଟେ ମହିଳାଙ୍କର ରୂପ ରଙ୍ଗରେ ନିଖାର ଆସିଥାଏ ତେବେ ତାହା ଝିଅ ହେବାର ସୂଚନା ଦେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।