Intresting GK Question – ସାଇକେଲର ଉଦ୍ଭାବନ କିଏ କରିଥିଲେ ? ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ହେଲେ ଫେଲ୍ ! ଆପଣ କହିପାରିବେ କି ଏହାର ଉତ୍ତର କଣ ?

ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ବିଷୟରେ କହିବୁ , ଆପଣ ମାନେ ତ ସର୍ବଦା କୌଣସି ନା କୌଣସି ପ୍ରଶ୍ନର ଅଧ୍ୟୟନ କରୁଥିବେ । ଏହା ସହିତ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ମଧ୍ୟ ଚାହାନ୍ତି । କାରଣ ଯଦି ଆପଣ ମାନେ ସମସ୍ତ ଜ୍ଞାନର ଅଧିକାରୀ ହୋଇପାରିବେ ତେବେ ଆପଣ ମାନେ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କଲେ । କାରଣ ଶିକ୍ଷା ଏମିତି ଏକ ବିଷୟ ଅଟେ ଯାହା କେବେବି ପୂର୍ଣ୍ଣ ହୋଇନଥାଏ , ଜଣେ ବ୍ୟକ୍ତି ଯେତେ ଶିକ୍ଷା ଲାଭ କଲେ ମଧ୍ୟ ତାହାର ଶେଷ ନଥାଏ ।

ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି , ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି । ଏବେକା ସମୟରେ ଆପଣ ମାନେ ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା ।

ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି । ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ। ସମାଜ ରେ ଦେଶ ରେ ପ୍ରୀତି ଟି ଜିନିଷ ଉପରେ ଲୋକ ଙ୍କର ସାମୁହିକ ଜ୍ଞାନ ରହିବ ନିହାତି ଆବଶ୍ୟକ । କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମ ରେ ଆସିବ। ଆଉ ଆମ କୁ ଅନେକ କ୍ଷେତ୍ର ରେ ସାହାଯ୍ୟ କରିବ। ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ସମ୍ବଦ୍ଧରେ ।

1–ସାଇକେଲର ଉଦ୍ଭାବନ କିଏ କରିଥିଲେ ?

ଉତ୍ତର–ମ୍ୟାକମିଲନ

2–ସାଇକେଲର ଆବିଷ୍କାର କେତେ ମସିହାରେ ହୋଇଥିଲା ?

ଉତ୍ତର–1839

3–ଓଡିଶାର ସେଷ ସ୍ୱାଦୀନ ହିନ୍ଦୁ ରାଜା କିଏ ?

ଉତ୍ତର–ମୁକୁନ୍ଦଦେବ

4–କଟକ ସହର କିଏ ପ୍ରତିଷ୍ଟା କରିଥିଲେ ?

ଉତ୍ତର–ନୂପକେଶରୀ

5–ଓଡିଶାର କେତେଭାଗ ଲୋକ କୃଷି କରନ୍ତି ?

ଉତ୍ତର–80 ପ୍ରତିଶତ

6–କେଉଁ ଜିଲ୍ଲା ଝୋଟ ଚାଷରେ ପ୍ରଥମ ?

ଉତ୍ତର–କଟକ

7–କେଉଁଠି ଅଧିକ ଅଦା ଓ ହଳଦୀ ମିଳେ ?

ଉତ୍ତର–କନ୍ଧମାଳ

8–କେବୁଲ କାରଖାନା କେଉଁଠି ଅଛି ?

ଉତ୍ତର–ହୀରାକୁଦ

9–ଲୋକସଭାର କାର୍ଯ୍ୟକାଳ କେତେ ବର୍ଷ ?

ଉତ୍ତର–5 ବର୍ଷ

10–ଓଡିଶାରେ କେତେ ମସିହାରେ ସ୍ୱତନ୍ତ୍ର ପ୍ରଦେଶ ହୋଇଥିଲା ?

ଉତ୍ତର–1936

11—ଛବିଳ ମଧୁ ବର୍ଣ୍ଣବୋଧ କିଏ ରଚନା କରିଥିଲେ ?

ଉତ୍ତର–ଭକ୍ତକବି ମଧୁସୂଦନ ଦାଶ

12–ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନାମ କଣ ?

ଉତ୍ତର–ଜବାହାରଲାଲ ନେହେରୁ

13—ଭୂମିକମ୍ପର ତୀବ୍ରତା ମାପିବା ପାଇଁ କେଉଁ ସ୍କେଲ ବ୍ୟବାହ କରାଯାଏ ?

ଉତ୍ତର–ରିକ୍ଟର ସ୍କେଲ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।