ବାଃ…ବାଃ… ରେ ବର୍ଷା ! ପୁଣି ସୋସିଆଲ ମିଡ଼ିଆରେ LIVE ଆସିଲେ ବର୍ଷା। ଏହି ଭିଡ଼ିଓ ଦେଖିଲା ପରେ ଆପଣ ବର୍ଷାଙ୍କ ସାବାସି ନଦେଇ ରହିପାରିବେନି

ଆପଣ ମାନେ ଜାଣି ଥିବେ କିଛି ଦିନ ପୂର୍ବରୁ ଅଲିଉଡ୍ ଷ୍ଟାର୍ ଅନୁଭବ ମହାନ୍ତି ନିଜ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଛାଡ ପତ୍ର ଦେବା ପାଇଁ ଦିଲ୍ଲୀ ର ପଟିଆଲା କୋର୍ଟ ରେ ଅଭିଯୋଗ ଦାଖଲ ବା ଦରଖାସ୍ତ କରି ଥିଲେ । କିନ୍ତୁ ବର୍ଷା ପ୍ରିୟଦର୍ଶିନୀ ଆଜି ଏକ ବଡ଼ ଖୁଲାସ କରିଛନ୍ତି ।

ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ଯେ ଅନୁଭବ ମହାନ୍ତି ତାଙ୍କୁ ଛାଡ ପତ୍ର ଦେବା ପରେ ବି ସେ ତାଙ୍କ ଶାଶୁ ଘରେ ରହିବେ । କାରଣ ସେ ଅନୁଭବ ମହାନ୍ତି ଙ୍କୁ ବିବାହ କରିଛନ୍ତି । ଅନୁଭବ ମହାନ୍ତି ଙ୍କ ଘରେ ରହିବା ପାଇଁ ତାଙ୍କ ର ସମ୍ପୂର୍ଣ ଅଧିକାର ରହିଛି । ତେବେ ଷ୍ଟାର୍ ଦଂପଡୀ ଙ୍କ ବୈବାହିକ ଜୀବନ ରେ ଆସିଥିବା ଝଡ଼ ଧୀରେ ଧୀରେ ବଢିବା ପାଇଁ ଲାଗିଛି କିନ୍ତୁ ଏତେ ସବୁ ଭିତରେ ସେ ନିଜର କର୍ତ୍ତବ୍ୟ କୁ ଭୁଲି ଯାଇ ନାହାନ୍ତି।

ନିଜ ବୈବାହିକ ଜୀବନ ର ଝଡ଼ କୁ ଏକ ପାର୍ଶ୍ୱ ରେ ରଖି ସେ ଏବେ ସମାଜ ସେବା ରେ ଲାଗିଛନ୍ତି । ଆପଣ ମାନେ ଜାଣି ଥିବେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଅଲିଉଡ୍ ଇଣ୍ଡଷ୍ଟ୍ରି ର କୁଇନ କୁହା ଯାଏ । ସେ ଏକ ସ୍ଵାଧୀନ ମହିଳା ମାନଙ୍କ ମଧ୍ୟ ରେ ଗଣା ହୁଅନ୍ତୁ । ନିଜର ଫିଲ୍ମ୍ କ୍ୟାରିୟର ରେ ସେ ଅନେକ ସଫଳତା ପାଇ ଅଛନ୍ତି କିନ୍ତୁ ଏତେ ସବୁ ପରେ ବି ସେ କେବେ ବି ଏହି ଜିନିଷ ପାଇଁ ଗର୍ବ କରି ନାହାନ୍ତି।

ବର୍ଷା ପ୍ରିୟଦର୍ଶିନୀ ଏକ ଓଡିଆ ଘର ର ବୋହୂ ହିସାବ ରେ ନିଜର ସମସ୍ତ କର୍ତ୍ତବ୍ୟ କରନ୍ତି । ତେବେ ବର୍ଷା ଗୋଟିଏ ଓଡ଼ିଆ ଘର ର ବୋହୂ ସେ କେବେ ବି ନିଜ ସଂସ୍କାର କୁ ଭୁଲି ନାହାନ୍ତି । ଏହା ସହିତ ସର୍ବଦା ତାଙ୍କୁ ସମାଜ ସେବା ରେ ଦେଖିବା ପାଇଁ ମିଳିଥାଏ।

ବର୍ତ୍ତମାନ ସମାଜ ସେବା ପାଇଁ ସେ ଏକ ସଂଘ ଆରମ୍ଭ କରିଛନ୍ତି ଯେଉଁ ସଂଘ ମାଧ୍ୟମ ରେ ସେ ଅସହାୟ ଲୋକ ମାନଙ୍କୁ ସାହାର୍ଯ୍ୟ କରୁଛନ୍ତି। ତେବେ ନିକଟ ରେ ନୂଆ ବର୍ଷ କୁ ସମସ୍ତେ ନିଜ ହିସାବ ରେ ଓ ନିଜ ପରିବାର ଙ୍କ ସହିତ କାଟି ଥିଲେ କିନ୍ତୁ ବର୍ଷା ତାଙ୍କର ନୂଆ ବର୍ଷ ଏକ ସେବା ଶ୍ରମ କୁ ଯାଇ ସେଠାରେ ଥିବା ପିଲା ମାନଙ୍କ ସହିତ ବିତାଇ ଅଛନ୍ତି।

ତେବେ ସେ ଏହି ମୁହୂର୍ତ୍ତ ଟି ତାଙ୍କ ଜୀବନ ର ସବୁଠୁ ଖୁସି ର ମୁହୂର୍ତ୍ତ ବୋଲି କହି ଅଛନ୍ତି ଓ ସେ ଏହି ମୁହୂର୍ତ୍ତ କୁ ନିଜ ଫ୍ୟାନ ମାନଙ୍କ ସହିତ ସୋସିଆଲ ମିଡ଼ିଆ ଜରିଆ ରେ ସେୟାର କରି ଜଣାଇ ଅଛନ୍ତି। ଏହା ସହିତ ସେବାଶ୍ରମ ଥିବା ପିଲା ମାନଙ୍କୁ ସେ କରନା ସଂକ୍ରମଣ ରୁ ବଞ୍ଚିବା ପାଇଁ ସେ ପିଲା ମାନଙ୍କୁ ମାସ୍କ , ସନିତୈଜାର ଆଦି ବାଣ୍ଟି ଅଛନ୍ତି। ତେବେ ବର୍ଷା ଏହି ସବୁ ରେ ଖୁବ୍ ଖୁସି ଥିବାର କହିଛନ୍ତି ଓ ନିଜ ସାମର୍ଥ୍ୟ ଅନୁସାରେ ସେ ପିଲା ମାନଙ୍କୁ ସାହାର୍ଯ୍ୟ କରିବେ ବୋଲି ଜଣାଇ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।