ସୁଟିଂ ସେଟରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ।ଡାକ୍ତର କହିଲେ ସେ ଆଉ…..ଦୟାକରି ତାଙ୍କର ଆରୋଗ୍ୟ କାମନା ପାଇଁ ଈଶ୍ୱର ଙ୍କ ଠାରେ ପ୍ରାର୍ଥନା କରନ୍ତୁ

ବର୍ତ୍ତମାନ ର ଦୁନିଆ ହେଉଛି ଇଣ୍ଟରନେଟ ର ଦୁନିଆ।ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ।ତେଣୁ ଏବେ କୌଣସି ଏକ ଘଟଣା ଘଟିଲେ ତାହା ସୋସିଆଲ ମିଡ଼ିଆ ରେ ଖୁବ ଶୀଘ୍ର ଭାଇରାଲ ହୋଇ ଯାଏ।ମାତ୍ର ଏହି ଘଟଣା ଯଦି କୌଣସି ସେଲିବ୍ରେଟି ଙ୍କ ହୋଇ ଥାଏ ତାହେଲେ ତାହା ନିଆଁ ପରି ଭାଇରାଲ ହୋଇ ଥାଏ।

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି।

ତେବେ ନିକଟ ଅତୀତ ରେ ଏକ ବଲିଉଡ ଅଭିନେତ୍ରୀ ଙ୍କ ର ସ୍ୱାସ୍ଥ୍ୟ ଖରାପ ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଯାହା ଏବେ ସୋସିଆଲ ମିଡିଆ ରେ ପ୍ରବଳ ମାତ୍ରା ରେ ଭାଇରାଲ ହେବା ରେ ଲାଗିଛି।ତେବେ ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହନ୍ତି ବଲିଉଡ ର ହଟ୍ ଏବଂ ସେକ୍ସି ଗାର୍ଲ ଅଥବା ଆଲିଆ ଭଟ୍ଟ।ଯିଏ କି ନିଜ ର ସୁନ୍ଦରତା ପାଇଁ ଅଧିକ ପ୍ରସିଦ୍ଧ।

ଆଲିଆ ଭଟ୍ଟ ନିଜର ଚମତ୍କାର ଅଭିନୟ ଦ୍ୱାରା ବଲିଉଡ ଜଗତରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି।ସେ ପୂର୍ବରୁ ମଧ୍ୟ ଅନେକ ସୁପରହିଟ ଫିଲ୍ମରେ ରେ କାର୍ଯ୍ୟ କରି ସାରିଛନ୍ତି।

କେବଳ ଚଳଚ୍ଚିତ୍ର ନୁହେଁ ବରଂ ସେ କେତେକ ରିଏଲିଟି ଶୋ ରେ ମଧ୍ୟ କାର୍ଯ୍ୟ କରିଛନ୍ତି।ତାଙ୍କର ଅଭିନୟ ପ୍ରତି ନିଷ୍ଠା ଓ ଭଲ ପାଇବା ଦ୍ୱାରା ସେ ଆଜି ଅନେକ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି।ସେ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ସମସ୍ତଙ୍କର ଅତି ପ୍ରିୟ ହୋଇ ପାରିଛନ୍ତି।

ତେବେ ନିକଟରେ ଆଲିଆ ଭଟ୍ଟ ଏକ ନୂତନ ଫିଲ୍ମର ସୁଟିଂ ରେ ବ୍ୟସ୍ତ ଥିଲେ।ଏହି ଫିଲ୍ମ ର ନାମ ରହିଛି ଗଙ୍ଗୁବାଇ ଓ ଏହାର ନିର୍ଦ୍ଦେଶକ ରହିଛନ୍ତି ସଞ୍ଜୟଲିଲା ବଂଶାଲୀ।ତେବେ ଏହି ଫିଲ୍ମର ସୁଟିଂ ସେଟ ରେ ହିଁ ଆଲିଆ ଭଟ୍ଟ ନିଜକୁ ଟିକେ କ୍ଲାନ୍ତ ଅନୁଭବ କରି ଥିଲେ।ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇ ଥିଲା।ମାତ୍ର ଏବେ ସେ ସୁସ୍ଥ ଅଛନ୍ତି ବୋଲି ସେ ନିଜେ ଟ୍ୱିଟ କରି ଜଣାଇଛନ୍ତି।

ତେବେ ଆଲିଆ ଭଟ୍ଟ ଙ୍କ ଏହି ନୂତନ ଫିଲ୍ମ ‘ଗାଙ୍ଗୁବାଇ’ ର ସୁଟିଂ ଏବେ ମୁମ୍ବାଇ ର କାଠିଆୱାଡ଼ି ରେ ଚାଲିଛି।ତେବେ ଏହି ଫିଲ୍ମଟି ଏହି ବର୍ଷ ଦୀପାବଳୀ ରେ ସିନେମା ହଲରେ ମୁକ୍ତି ଲାଭ କରିବ ବୋଲି ନିର୍ଦ୍ଦେଶକ କହିଛନ୍ତି।ମାତ୍ର ଏବେ ଆଲିଆ ଭଟ୍ଟଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଫିଲ୍ମର ସୁଟିଂ କୁ ସ୍ଥଗିତ ରଖା ଯାଇଛି।ଅଲିଆ ଖୁବଶୀଘ୍ର ସୁସ୍ଥ ହୋଇ ପୁଣି କାର୍ଯ୍ୟ ଆରମ୍ଭ କରିବେ ବୋଲି ତାଙ୍କ ପ୍ରଶଂସକ ମାନେ ଆଶା ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।