‘ବନ୍ଦେ ମାତରମ’ ରାଷ୍ଟ୍ରୀୟ ଗୀତ କିଏ ଲେଖି ଥିଲେ? କେବଳ ପ୍ରକୃତ ଦେଶଭକ୍ତ ହିଁ ଏହାର ଉତ୍ତର ଦେଇ ପାରିବେ

ଆଜିର ଏହି ପ୍ରତିଯୋଗିତାପୂର୍ଣ୍ଣ ଦୁନିଆରେ ସମସ୍ତେ ପରୀକ୍ଷାରେ ଭଲ ନମ୍ବର ପଛରେ ଗୋଡାଉଛନ୍ତି।ତେଣୁ ସେମାନେ ବାହାର ଦୁନିଆ ର ଖବର ବା ଜ୍ଞାନ ଆହରଣ କରି ପାରୁ ନାହାଁନ୍ତି।ଯାହାଦ୍ୱାରା ସେମାନେ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି ସତ କିନ୍ତୁ ବାହାର ଦୁନିଆ ରେ ଏକା ଚଳି ପାରୁ ନାହାଁନ୍ତି।

ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁ ରେ ମଧ୍ୟ ସେମାନେ ଏହି ସବୁ ପ୍ରଶ୍ନର ଉତ୍ତର ଦେଇ ପାରୁ ନାହାଁନ୍ତି।ତେଣୁ ଦୁନିଆ ରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆର ଜ୍ଞାନ ବିଷୟରେ ଜାଣିବା ଆବଶ୍ୟକ।

ତେଣୁ ଆଜି ଆମେ ଆପଣଙ୍କୁ ଆମ ଦେଶ ଓ ରାଜ୍ୟ ସମ୍ବନ୍ଧିତ ଏବଂ ବିଜ୍ଞାନ ଓ ଆମ ଶରିର ସମ୍ପର୍କିତ ୧୨ ଗୋଟି ଚତୁର ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ କହିବୁ।ଏହି ପ୍ରଶ୍ନ ଗୁଡ଼ିକ ଆପଣ ମାନେ ହୁଏତ କେବେବି ଶୁଣି ନଥିବେ ଏବଂ ଏହା ଆପଣଙ୍କ ଜ୍ଞାନ ଭଣ୍ଡାର କୁ ଉନ୍ନତ କରିବ।

ଏହି ପ୍ରଶ୍ନ ଗୁଡ଼ିକ ଆପଣଙ୍କୁ ନିଶ୍ଚିତ ରୂପେ ଭଲ ଲାଗିବ।ତେଣୁ ଆପଣ ଏହି ଆର୍ଟିକିଲ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଓ ଏହାର ଉତ୍ତର କୁ ଧ୍ୟାନ ଦେଇ ମନେ ରଖନ୍ତୁ। କାରଣ ଏହା ଭବିଷ୍ୟତ ରେ ଆପଣଙ୍କ କାମରେ ଆସି ପାରେ।ତେବେ ଆସନ୍ତୁ ଜାଣିବା ସେହି ୧୨ ଟି ପ୍ରଶ୍ନ ବିଷୟରେ;

୧:- କେଉଁ ପ୍ରଣୀର କ୍ଷୀର ପିଇଲେ ମଣିଷ ମରି ଯାଏ?

ଉତ୍ତର:- ସିଂହୀ।

୨:- କେଉଁ ସମୟରେ ଆମର ଘ୍ରାଣ ଶକ୍ତି ନଥାଏ?

ଉତ୍ତର:- ଶୋଇବା ସମୟରେ ।

୩:- ଭାରତର ପ୍ରଥମ ରାଷ୍ଟ୍ରପତି କିଏ?

ଉତ୍ତର:- ଭାରତର ପ୍ରଥମ ରାଷ୍ଟ୍ରପତି ହେଉଛନ୍ତି ଡ଼ଃ ରାଜେନ୍ଦ୍ର ପ୍ରସାଦ।

୪:- ଭାରତରେ ପ୍ରଥମ ଟେଷ୍ଟ ଟ୍ୟୁବ ବେବିର ନାମ କଣ?

ଉତ୍ତର:- ଭାରତରେ ପ୍ରଥମ ଟେଷ୍ଟ ଟ୍ୟୁବ ବେବିର ନାମ ଦୁର୍ଗା ବା କାନୁପ୍ରିୟା ଅଗ୍ରୱାଲ।

୫:- ବିଶ୍ୱର କେଉଁ ଦେଶରେ କେବଳ ପୁରୁଷ ଅଛନ୍ତି?

ଉତ୍ତର:- ୟୁରୋପ ମହା ଦେଶର ଭାଟିକାନ ନଗରୀରେ କେବଳ ପୁରୁଷ ଅଛନ୍ତି।

୬:- ଭାରତର ଜାତୀୟ ଖେଳର ନାମ କଣ?

ଉତ୍ତର:- ଭାରତର ଜାତୀୟ ଖେଳର ନାମ ହକି।

୭:- ‘ବନ୍ଦେ ମାତରମ’ ରାଷ୍ଟ୍ରୀୟ ଗୀତ କିଏ ଲେଖି ଥିଲେ?

ଉତ୍ତର:- ‘ବନ୍ଦେ ମାତରମ’ ରାଷ୍ଟ୍ରୀୟ ଗୀତ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଲେଖି ଥିଲେ।

୮:- ଭୁକମ୍ପର ତୀବ୍ରତା କାହା ଦ୍ୱାରା ମପା ଯାଏ ?

ଉତ୍ତର:- ସିସ୍ମୋମିଟର।

୯:- ଉଚ୍ଚତା ମାପିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରାଯାଏ ?

ଉତ୍ତର:- ଅଲ୍ଟିମିଟର।

୧୦:- ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା କିଏ?

ଉତ୍ତର:- ରବୀନ୍ଦ୍ରନାଥ ଟାଗୋର ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା ଅଟନ୍ତି।

୧୧:- ଗୋଟିଏ ଟେଷ୍ଟ କ୍ରିକେଟରେ ଏକ ପାଳି ରେ ୧୦ ଉଇକେଟ୍ ନେଇ ଥିବା ଏକ ମାତ୍ର ଭାରତୀୟ ବୋଲର କିଏ?

ଉତ୍ତର:- ଅନୀଲ କୁମ୍ବଲେ ଯିଏକି ଗୋଟିଏ ଟେଷ୍ଟ କ୍ରିକେଟରେ ଏକ ପାଳି ରେ ୧୦ ଉଇକେଟ୍ ନେଇ ଥିବା ଏକ ମାତ୍ର ଭାରତୀୟ ବୋଲର।

୧୨:- ବନ୍ଦେ ମାତରମ କିଏ ଲେଖିଥିଲେ କିଏ ରଚନା କରି ଥିଲେ?

ଉତ୍ତର:- ବଂକିମ ଚନ୍ଦ୍ର ଚାଟାର୍ଜୀ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।