ହେ ପ୍ରଭୁ ! ଏକ ସଡକ ଦୁର୍ଘଟଣାରେ ଛଅ ଦିନ ହେବ ଅଶ୍ୱିନୀ ହସ୍ପିଟାଲ ରେ କୋମା ରେ ଅଛନ୍ତି ଏହି ବ୍ୟକ୍ତି , ଆପଣଙ୍କର ଗୋଟିଏ ସାହାର୍ଯ୍ୟ ଏବଂ ଗୋଟିଏ ସେୟାର ଏହି ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇପାରିବ

ତେବେ ଆଜିର ଦୁନିଆରେ ଅଧିକାଂଶ ମୃତ୍ୟୁ ସଡ଼କ ଦୁର୍ଘଟଣା ଯୋଗୁଁ ହୋଇ ଥାଏ।ପ୍ରତ୍ୟେକ ବର୍ଷ ଦେଶର ଶହ ଶହ ଲୋକ ଏହି ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇ ଥାଆନ୍ତି।ସେଥି ପାଇଁ ଦେଶର ଟ୍ରାଫିକ ନିୟମ କୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଆଦେଶ ଦେଇ ଥିଲେ।

ଆପଣ ମାନେ ଜାଣି ଥିବେ କି ଲୋକଙ୍କ ସୁରକ୍ଷା ଓ ସଡ଼କ ଜନିତ ଦୃଘଟଣା ରୋକିବା ପାଇଁ ଗତ ବର୍ଷ କେନ୍ଦ୍ର ସରକାର ଟ୍ରାଫିକ ନିୟମ କୁ କଡ଼ା କଡ଼ି ଭାବେ ଲାଗୁ କରି ଥିଲେ।କେବଳ କେନ୍ଦ୍ର ସରକାର ନୁହନ୍ତି ବରଂ ରାଜ୍ୟ ସରକାର ମଧ୍ୟ ଏହାକୁ କଡ଼ାକଡ଼ି କରିଛନ୍ତି।ମାତ୍ର ଯେତେ ନିୟମ କଡ଼ାକଡ଼ି ହେଲେ ମଧ୍ୟ ଏହି ଦୁର୍ଘଟଣା କମିବାର ନାମ ନେଉ ନାହିଁ।ତେବେ ନିକଟରେ ଏହି ପରି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଯାହା ଯୋଗୁଁ ଜଣେ ଯୁବକ ଏବେ ହସ୍ପିଟାଲରେ ମୃତ୍ୟୁ ସହିତ ଲଢେ଼ଇ କରୁଛନ୍ତି।

ଦୁର୍ଘଟଣାକୁ କେହି କେବେ ଏଡ଼ାଇ ଦେଇ ପାରେ ନାହିଁ।ଦୁର୍ଘଟଣା ଯେ କେତେବେଳେ କାହା ରୂପରେ ଆସିବ ତାହା କେହି କହି ପାରିବେ ନାହିଁ ଏବଂ ଦୁର୍ଘଟଣା କେବେ,କେଉଁଠି ଓ କେତେବେଳେ ହେବ ତାହା କେହି କହି ପାରିବେ ନାହିଁ।

ଏହା କେବଳ ସେହି ସୃଷ୍ଟି କର୍ତ୍ତା ଙ୍କ ହାତରେ ଅଛି।ମାତ୍ର ଦୁର୍ଘଟଣା ଏପରି ଏକ ଜିନିଷ ସେ କେବେବି ଧନୀ-ଗରିବ,ଜାତି- ବର୍ଣ୍ଣ,ବୟସ ଇତ୍ୟାଦି କିଛି ଦେଖି ନଥାଏ।ଏହା ସମସ୍ତଙ୍କ ପାଇଁ ସମାନ।ଅବଶ୍ୟ ଆଧୁନିକ ଅସ୍ତ୍ରୋପଚାର ଦ୍ୱାରା ଅନେକ ଲୋକ ବଡ଼ ବଡ଼ ଦୁର୍ଘଟଣା ରେ ଆହତ ହୋଇ ପୁଣି ସୁସ୍ଥ ହୋଇ ପାରୁଛନ୍ତି।ମାତ୍ର ଏହା ପାଇଁ ପ୍ରବଳ ଅର୍ଥ ଆବଶ୍ୟକ।ତେବେ ସେହି ପରି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ର ଶିକାର ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର କାଳିକାପୁର ଗ୍ରାମରେ।

ଏହି ଗ୍ରାମରେ ସିପୁ ନାମକ ଜଣେ ଯୁବକ ୭ ଦିନ ତଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇ ଥିଲେ।ତେବେ ତାଙ୍କ ଶରୀରରେ କ୍ଷତ ଏତେ ଭୟଙ୍କର ଥିଲା କି ତାଙ୍କୁ ତୁରନ୍ତ ଅଶ୍ୱିନୀ ହସ୍ପିଟାଲ କୁ ନିଆ ଯାଇ ଥିଲା।ତେବେ ସେଠାରେ ଚିକିତ୍ସା ହେଲା ପରେ ମଧ୍ୟ ତାଙ୍କୁ ସୁସ୍ଥ କରା ଯାଇ ପାରି ନାହିଁ।

ସେ କୋମା କୁ ଚାଲି ଯାଇଛନ୍ତି ଏବଂ ୭ ଦିନ ଧରି ସେହି ହସ୍ପିଟାଲର ଆଇସିୟୁ ରେ ଅଛନ୍ତି।ତେବେ ତାଙ୍କ ବାପା ତାଙ୍କର ସମସ୍ତ ଅର୍ଥ ଓ ସମ୍ବଳ ପୁଅର ଚିକିତ୍ସା ପଛରେ ଖର୍ଚ୍ଚ କରି ସାରିଲେଣି।ଆଉ ଏବେ ପୁଅର ଚିକିତ୍ସା ପାଇଁ ତାଙ୍କ ପାଖରେ ଆଦୌ ଅର୍ଥ ନାହିଁ।

 

ତେଣୁ ଆପଣ ମାନେ ଯଦି ସହୃଦୟରେ କିଛି ଅର୍ଥ ତାଙ୍କୁ ସାହାଯ୍ୟ କରନ୍ତେ ତାହେଲେ ତାଙ୍କ ପୁଅ ସୁସ୍ଥ ହୋଇ ତାଙ୍କ ପାଖକୁ ଫେରି ଆସନ୍ତା। ତେବେ ସାହାଯ୍ୟ କରିବା ପାଇଁ ଚାହୁଁଥିଲେ ନିମ୍ନ ଆକାଉଣ୍ଟ ନମ୍ବର ରେ ଟଙ୍କା ପଠାନ୍ତୁ। ନାମ- ଦେବାଶିଷ ନାୟକ।  9937336257 – phone pe / Google pe

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।