ଆଗକୁ ଆସୁଥିବା ଏହି ସାମ୍ବ ଦଶମୀରେ , ଏମିତି ଉପାୟରେ ପୂଜା କରନ୍ତୁ ଆପଣଙ୍କର ଆଉ ଦୁଃଖ ରହିବ ନାହିଁ । ମା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ

ଆଜି ଆମେ ଏମିତି କିଛି ତିନୋଟି କଥା କହିବାକୁ ଯାଉଛୁ ଯାହା ଜାନୁଆରୀ ମାସ 23 ତାରିଖ ରେ ସାମ୍ବ ଦଶମୀରେ ଏହି କାର୍ଯ୍ୟ କଲେ ଆପଣଙ୍କର ଜୀବନରେ ଯାହା ଚାଂହୁ ଥିବେ ସବୁ ଆପଣଙ୍କର ମନସ୍କାମନା ପୂର୍ଣ ହୋଇ ଯିବ । ତେବେ ଏହି ସାମ୍ବ ଦଶମୀ କେବଳ ଘରର ମଙ୍ଗଳ ପାଇଁ କରାଯାଏ ।

ଏହି ପୂଜା ମାତା ଲଷ୍ମୀ ଙ୍କର ପୂଜା । ଏହି ପୂଜାରେ ବହୁତ ପନିପରିବା ଲାଗିବା ସହିତ ଫୋଳ ମୂଳ ଲାଗି ଥାଏ । ଏହି ପୂଜା କେବଳ ତିନି ଥର ହୋଇ ଥାଏ । ସକାଳ 9 am ରେ ଥରେ ହୋଇ ଥାଏ । ମଧ୍ୟାନ 4 pm ରେ ଥରେ ହୋଇ ଥାଏ । ଶେଷରେ ସନ୍ଧ୍ୟା ସମୟରେ ଏହି ପୂଜା 6 pm ରେ ଥରେ ହୋଇ ଥାଏ । ତେବେ ଏହି ପୂଜା କେମିତି ହୋଇ ଥାଏ । ବନ୍ଧୁ ମାନେ ଆସନ୍ତୁ ଜାଣିବା , କେମିତି ହୁଏ ପୂଜା ।

1, 9 am ରେ ଆମେ ଯେଉଁ ପୂଜା କରି ଥାଉ , ସେହି ପୂଜାରେ ବହୁତ ପନିପରିବା ଲାଗିବା ସହିତ ବହୁତ ଫୋଳ ମୂଳ ଲାଗି ଥାଏ । ପ୍ରଥମେ ଯେଉଁ ଜାଗାରେ ଆପଣ ପୂଜା କରିବେ ସେହି ଜାଗା କୁ ସଜାଡ଼ି ଦିଅନ୍ତୁ । ଅର୍ଥାତ ଟିକିଏ ଛଞ୍ଚ ବୁଲାଇ ଦିଅନ୍ତୁ । ତା ପରେ ଆପଣ ଗାଧେଇ ଆସି ସୂର୍ଯ୍ୟ କୁ ଅନାଇ ଗୋଟେ ଘଟ ବସେଇ ଦିଅନ୍ତୁ ।

ତାପରେ ଆପଣ ପୂଜା କରି ଦିଅନ୍ତୁ । କିନ୍ତୁ ଭଗ ଚକୁଟି ଦେଇ କେବଳ ଗାଁ ପିଲା ମାନକୁ ଦେଇ ଦିଅନ୍ତୁ । ଏହି ପୂଜାରେ ଯାହା ନାମ ରେ କରୁ ଥିବେ ତାକୁ ଭୁଗ ଦିଅନ୍ତୁ ନାହିଁ । କିନ୍ତୁ ପୂଜାରେ ଯେଉଁ ଗୁଆ ସହିତ ମିଠେଇ ମଝିରେ ରଖି ଥିବେ ସେହି ମିଠା ଟିକୁ ଯାହା ନାରେ ପୂଜା କରୁଛନ୍ତି ତାକୁ ଦିଅନ୍ତୁ , ଆପଣଙ୍କର ମନସ୍କାମନା ପୂର୍ଣ ହେବ ।

2, ଦ୍ୱିତୀୟ ପୂଜାରେ ଆପଣ କିଛି କଦଳୀ ପତ୍ରରେ ଫୋଳ ମୂଳ ରଖନ୍ତୁ ଓ ବାଇଗଣ ପାତ୍ର ରେ ଆଉ କିଛି ଫୋଳ ମୂଳ ରଖନ୍ତୁ । ଏବଂ ପୂଜା କରିବାରେ ଲଗାନ୍ତୁ ତାସହିତ ମଣ୍ଡା ପିଠା ଆରିସା ପିଠା ପଞ୍ଚୁବନି ରଖନ୍ତୁ ଏବଂ ପୂଜା କରି ଦିଅନ୍ତୁ । ଦେଖିବେ ଆପଣଙ୍କ ର ମନସ୍କାମନା ପୂର୍ଣ ହୋଇ ଯିବ । ଶେଷରେ ଆପଣ ଭୋଗ ବାଣ୍ଟି ଦିଅନ୍ତୁ ।

3, ଶେଷରେ ଆପଣ ଅନ୍ୟ ଏକ ଜାଗାରେ ଚୁଞ୍ଚ ବୋଲାଇ ଦିଅନ୍ତୁ । ଏବଂ ସୂର୍ଯ୍ୟ ଦେବତା କୁ ଅନାଇ ଏକ ଘଟ ବସାଇ ଦିଅନ୍ତୁ । ସେହି ଭଳି କିଛି କଦଳୀ ପାତ୍ର ରେ ପିଠା ରଖନ୍ତୁ ଏବଂ ବାଇଗଣ ପତ୍ର ରେ ଆଉ କିଛି ପନିପରିବା ରଖନ୍ତୁ । ଏବଂ ପୂଜା କରି ଦିଅନ୍ତୁ । କିନ୍ତୁ ଏହି ଭଗ ଗୁଡିକୁ କାହାରିକୁ ଖାଇ ବାକୁ ଦିଅନ୍ତୁ ନାହିଁ । ଏହି ଖାଇବା ନିଜ ଘର ଲୋକ ଖାଆନ୍ତୁ । ଦେଖିବେ ଏମିତି ପୂଜା କରିବା ଦ୍ୱାରା ମାତା ଲଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।