ଶେଷରେ କୁକୁର ସହିତ ଦୁଷ୍କର୍ମ କରିବାକୁ ପଛେଇ ନାହିଁ ଏହି ମନୁଷ୍ୟ , ଜାଣନ୍ତୁ ଘଟଣା ବିଷୟରେ

ଭଗବାନଙ୍କ ସୃଷ୍ଟି ରେ ମନୁଷ୍ୟ ସୃଷ୍ଟି ହେଉଛି ଅନ୍ୟତମ । ଭଗବାନ ମନୁଷ୍ୟକୁ ଏତେ ସ୍ୱତନ୍ତ୍ର ଭାବରେ ଗଢ଼ିବାର ଶତଶତ କାରଣ ମଧ୍ୟ ରହିଛି । ତେବେ କଣ ମଣିଷ ଭଗବାନଙ୍କ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରୁଛି ? ଭଗବାନ ହିଁ ମନୁଷ୍ୟକୁ ସୃଷ୍ଟି କରିଛନ୍ତି ଏବଂ ତାକୁ ସେହି ସବୁ ପ୍ରକାରର ଗୁଣ ପ୍ରଦାନ କରିଛନ୍ତି ଯାହାକି ଅନ୍ୟ ଜୀବଜନ୍ତୁ ମାନଙ୍କ ପାଖରେ ଦେଇ ନାହାଁନ୍ତି ।

କିନ୍ତୁ ମନୁଷ୍ୟ ତାହାର ଫାଇଦା ଉଠାଇ ଅନେକ କୁତ୍ସିତ କାର୍ଯ୍ୟ ମଧ୍ୟ କରିବାକୁ ପଛାଉ ନାହିଁ । ମନୁଷ୍ୟ ନିଜର କାମନାକୁ ପୂରଣ କରିବା ପାଇଁ ପଶୁ ସହିତ ମଧ୍ୟ ଦୁଷ୍କର୍ମ କରିବାକୁ ଟିକେ ଚିନ୍ତା କରୁନାହିଁ । ଆଜିକା ଯୁଗ ତ ଏମିତିରେ ପରିବର୍ତ୍ତନ ହୋଇ ଆଧୁନିକ ଯୁଗ ହେଲାଣି କିନ୍ତୁ ଯୁଗ ବଦଳିବା ସହିତ ମନୁଷ୍ୟର ବ୍ୟବହାର , ମଣିଷ ପଣିଆ ଏବଂ ସ୍ଵଭାବ ମଧ୍ୟ ବଦଳିବାରେ ଲାଗିଛି ।

ଯାହାକି ଖୁବ ନିନ୍ଦନୀୟ ଅଟେ । କେତେକ ଖରାପ ପ୍ରକୃତିର ଲୋକ ପାଇଁ ଅନ୍ୟ ଭଲଲୋକ ମାନେ ମଧ୍ୟ ନିନ୍ଦାର ପାତ୍ର ହେଉଛନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଆଉ ଏକ ନିନ୍ଦନୀୟ ଘଟଣା ବିଷୟରେ କହିବୁ ଯେଉଁ ବିଷୟରେ ଶୁଣିଲେ ଆପଣ ଜାଣି ପାରିବେ ଯେ ଆଜିକାର ସମୟରେ ଲୋକ କେଉଁ ସ୍ତରରେ ଆସି ପହଁଚିଲାଣି । ତେଣୁ ସେହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ସେହି ଘଟଣାଟି ହେଉଛି ପଶ୍ଚିମ ମୁମ୍ବାଇ ର ଏକ ଗ୍ରାମରେ ଜଣେ ୩୦ ବର୍ଷୀୟ ଯୁବକ ଶୋଭନାଥ ସରୋଜ ଏକ କଦାକାର କାର୍ଯ୍ୟ କରିଥିଲା । ସେ ପେଶାରେ ଜଣେ ଦିନ ମଜୁରିଆ ଥିଲା । ଯେଉଁଥିରେ ସେ ଏକ କୁକୁରକୁ ବାନ୍ଧି ରଖି ଦୁଷ୍କର୍ମ କରିଥିଲା ।

ଯାହାଦ୍ୱାରା କୁକୁରଟି ଚିତ୍କାର କରିଥିଲା । ଏହା ଶୁଣି ସ୍ଥାନୀୟ ଲୋକେ ଏବଂ ସେଠାରେ ପହଞ୍ଚି କୁକର ଟ ଅତି ଖରାପ ଅବସ୍ଥା ଦେଖିଥିଲେ । କୁକୁରଟିର ଗୁପ୍ତାଙ୍ଗ ରୁ ରକ୍ତ ବାହାରିବା ସହିତ କୁକୁରଟି ଅଚେତ ହୋଇ ଯାଇଥିଲା ।

ପରେ କିଛି ସ୍ବେଚ୍ଛାସେବୀ ସଙ୍ଗଠନ ଏବଂ ଆଖପାଖ ଲୋକ ଅଭିଯୁକ୍ତ ଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ଏପରି କାଣ୍ଡ ଘଟାଇବା ପରେ ବ୍ୟକ୍ତି ସେହି ସ୍ଥାନରୁ ଫେରାର ହୋଇ ଯାଇଥିଲା । କିନ୍ତୁ ପୋଲିସ ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ସେହି ଘଟଣା ଉକ୍ତ ସ୍ଥାନରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା ।

ତେବେ ସମସ୍ତେ ଏହା ଭାବିବାକୁ ବାଧ୍ୟ ହୋଇଛନ୍ତି ଯେ ମନୁଷ୍ୟ ନିଜର କାମନାକୁ ପୂରଣ କରିବାକୁ କଣ କାହାକୁ ବି ଛାଡ଼ିବ ନାହିଁ । ଏପରିକି ସେ ନିରୀହ ପଶୁକୁ ମଧ୍ୟ ଦୟା କରୁନାହିଁ । ବାସ୍ତବରେ ମନୁଷ୍ୟ କେତେ ହିଂସ୍ର ହୋଇ ଯାଇଛି ତାହା ସମସ୍ତେ ଏହି ଘଟଣାରୁ ଜାଣି ପାରୁଥିବେ । ତେବେ ଆଜିକା ସମୟରେ ମନୁଷ୍ୟ ପଶୁ ଭଳି ଆଚରଣ କରୁଛି ଏବଂ ପଶୁ ପକ୍ଷୀ ମନୁଷ୍ୟର ବିଶ୍ୱସ୍ତ ମଧ୍ୟ ହୋଇ ଯାଉଛନ୍ତି । ଯାହାକୁ ଆଜିକାଲିକା ଲୋକ ପଶୁ ଠାରୁ ଶିକ୍ଷା କରିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।