ମୃତ୍ୟ ମତେ ଡରୁଛି ! ବାରଣାସୀ ର ଏହି ବୃଦ୍ଧଙ୍କ ପ୍ରକୃତ ରହସ୍ୟ ଜାଣିଲେ ଆପଣଙ୍କ ମୁଣ୍ଡ କାମକରିବନି

ଏହି ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ଓ ଅଦ୍ଭୁତ ଘଟଣାମାନ ଘଟିଥାଏ।ଯାହା ବେଳେ ବେଳେ ବିଜ୍ଞାନ କୁ ଚ୍ୟାଲେଞ୍ଜ ଦେଇ ଥାଏ।ଏମିତି କିଛି ଘଟଣା ଘଟି ଥାଏ ଯାହାର ଉତ୍ତର ବିଜ୍ଞାନ ଓ ବୈଜ୍ଞାନିକ ମାନଙ୍କ ପାଖରେ ନଥାଏ।ନିକଟରେଏମିତି ଏକ ଘଟଣା ଘଟିଛି ଯାହାକୁ ବିଜ୍ଞାନ କିମ୍ବା ଡାକ୍ତର ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି।

ଅନେକ ଥର ଆମ ସାମ୍ନା କୁ ଏମିତି ସବୁ ଘଟଣା ମାନ ଆସି ଥାଏ,ଯାହାକୁ ସହଜ ରେ ବିଶ୍ୱାସ କରି ହୋଇ ନଥାଏ।ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।’ମୁଁ ତାକୁ ଖୋଜୁଛି ହେଲେ ମୃତ୍ୟୁ ଆସୁନି ମୋ ପାଖକୁ’ ।ଏମିତି ଖୁବ କମ୍ ଲୋକହିଁ ମୁକ୍ତ କଣ୍ଠରେ କହି ପାରିବେ।

ଏବେ କାର ମଣିଷ ୬୦ ରୁ ୬୫ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା କଷ୍ଟକର ହୋଇ ପଡ଼ୁଛି।ସାଧାରଣତଃ ୭୦ ରୁ ୮୦ ବର୍ଷ ପରେ ଯେକୌଣସି ବୟସ୍କ ବ୍ୟକ୍ତି ନିଜ ମୃତ୍ୟୁ ର ଅପେକ୍ଷା ରେ ଥାଆନ୍ତି।ନିଜର ଶେଷ ସମୟ ବିଷୟରେ ଭାବି ଥାଆନ୍ତି।କିନ୍ତୁ ଏଠାରେ କଥା କିଛି ଅଲଗା।ଆମେ ଆଜି ଆପଣଙ୍କୁ ଏମିତି ଏକ ବ୍ୟକ୍ତି ଙ୍କ ବିଷୟରେ କହିବା ପାଇଁ ଯାଉଛୁ ଯିଏକି ଗତ ୧୮୪ ବର୍ଷ ପାର କରି ସାରିଲେଣି।

ବୟସ ଅଧିକ ଯୋଗୁଁ ନିଜ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି।ହେଲେ ମୃତ୍ୟୁ ସତରେ ଯେମିତି ତାଙ୍କ ବାଟ ଦେଇ ଯିବାକୁ ଭୁଲି ଯାଇଛି।କଣ ଏହା ଶୁଣି ଚମକି ପଡ଼ିଲେ କି? ଆଜ୍ଞା ହଁ, ବାରଣାସୀ ରେ ରହୁ ଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ମହାଷ୍ଟା ମୁରାସୀ।ମୁରାସୀ କୁହନ୍ତି କି ମୃତ୍ୟୁ ମୋର ଘରର ରାସ୍ତା ଭୁଲି ଯାଇଛି ବୋଧେ।

ମୁଁ ଅନେକ ଦିନ ଧରି ତାକୁ ଅପେକ୍ଷା କରିଛି କିନ୍ତୁ ସେ ଆସିବାର ନାମ ନେଉ ନାହିଁ।ମୁରାସୀ ଙ୍କ କହିବା ଅନୁଯାୟୀ ସେ ବାଙ୍ଗାଲୋର ରେ ୧୮୩୫ ମସିହା ଜାନୁଆରୀ ମାସରେ ଜନ୍ମ ଗ୍ରହଣ କରି ଥିଲେ।୧୯୦୩ ମସିହା ବେଳକୁ ତାଙ୍କୁ ୬୮ ବର୍ଷ ହୋଇ ଥିଲା।ସେହି ସମୟରେ ସେ ବାରଣାସୀ ପଳାଇ ଆସି ଥିଲେ।ଆଉ ସେବେ ଠାରୁ ସେ ବାରଣାସୀ ରେ ରହି ଆସୁଛନ୍ତି।ତାଙ୍କୁ ୧୨୨ ବର୍ଷ ହେବା ପର୍ଯ୍ୟନ୍ତ ସେ ମୋଚି ଭାବେ କାର୍ଯ୍ୟ କରି ଆସୁ ଥିଲେ।

୧୯୫୭ ମସିହାରେ ସେ ଏହି କାମ ଛାଡ଼ି ଦେଇ ଥିଲେ।ତାଙ୍କର ବୟସକୁ ଦେଖିଲେ ଲୋକ ମାନେ ତାଙ୍କ ପାଖରେ କିଛି ଦୈବୀ ଶକ୍ତି ଅଛି ବୋଲି କୁହନ୍ତି।ମହାଷ୍ଟା ମୁରାସୀ କିଛି ଅଧିକାରୀ ଙ୍କୁ ଅନେକ ଥର ତାଙ୍କ ଜନ୍ମ ପ୍ରମାଣ ପତ୍ର ଏବଂ ତାଙ୍କ ପରିଚୟ ପତ୍ର ମଧ୍ୟ ଦେଖାଇ ସାରିଛନ୍ତି।

କେବଳ ସେତିକି ନୁହେଁ ଅନେକ ତାଙ୍କର ମେଡ଼ିକାଲ ଟେଷ୍ଟ ମଧ୍ୟ କରା ଯାଇ ସାରିଛି।କିନ୍ତୁ ତାଙ୍କର ପ୍ରକୃତ ବୟସକୁ ନେଇ ଡାକ୍ତର ମାନେ ଏବେବି ଆଶ୍ଚର୍ଯ୍ୟ।ଡାକ୍ତର ଓ ଗବେଷକ ମାନେ ମହାଷ୍ଟା ମୁରାସୀ ଙ୍କୁ ପ୍ରକୃତିର ଏକ ଚମତ୍କାର ବୋଲି କହୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।