ହେ ପ୍ରଭୁ ଉଦ୍ଧାର କର ! ଭୁବନେଶ୍ୱର ରେ ଯୁବକଙ୍କୁ ସେକ୍ସ୍ ପାଇଁ କଲ କରି ଡାକୁଛନ୍ତି ଦେହଜୀବୀ।ଭାଇରାଲ ହେଲା ଅଡ଼ିଓ କଲ

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି।ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ମଣିଷର ଅମାନୁଷିକତା କୁ ଦର୍ଶାଉଛି।

ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ,ଯାହା ଦର୍ଶାଇ ଥାଏ କି ମଣିଷ କିପରି ନିଷ୍ଠୁର ଓ କୃର ହୋଇ ଥାଏ।ପ୍ରତ୍ୟେକ ଦିନ ମୋବାଇଲ ରୁ ମୋବାଇଲ ଏପରି କିଛି ଫଟୋ ଭାଇରାଲ ହେଉଛି ଯାହା ସଭ୍ୟ ସମାଜ ର ମୁଣ୍ଡ ତଳକୁ କରି ଦେଉଛି।

ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।କରୋନା ମହାମାରୀ ପାଇଁ ଲକ ଡାଉନ ଚାଲି ଥିବା ବେଳେ ରାଜଧାନୀ ଭୁବନେଶ୍ବର ରେ ପ୍ରତ୍ୟେକ ଦିନ ମୋବାଇଲ ରୁ ମୋବାଇଲ ଅନେକ ଅଶ୍ଲୀଳ ଫଟୋ ଓ ଭିଡ଼ିଓ ଭାଇରାଲ ହେବାରେ ଲାଗି ଥିଲା।

ମାତ୍ର ପୋଲିସ ପ୍ରଶାସନ ଏହା ପ୍ରତି କୌଣସି ଦୃଢ଼ ପଦକ୍ଷେପ ନେଇ ନଥିଲେ।ଲାକ ଡାଉନ ପୂର୍ବରୁ ରାଜଧାନୀ ର ବିଭିନ୍ନ ସ୍ଥାନରେ ସେକ୍ସ୍ ରାକେଟ ଧରା ପଡ଼ି ଥିଲେ।ମାତ୍ର ଲକ ଡାଉନ ପାଇଁ ଏହା କିଛିଦିନ ପାଇଁ ବନ୍ଦ ଥିଲା।ଏବେ ସେହିପରି ପୁଣି ଥରେ ରାଜଧାନୀ ଭୁବନେଶ୍ବର ରେ ଅରମ୍ଭ ହୋଇଛି ଅନଲାଇନ ସେକ୍ସ୍।

ଏବେ ଏହି କାମ ପିପାଷୁ ଯୁବତୀ ତଥା ଦେହ ଜୀବି ମାନେ ଆରମ୍ଭ କରିଛନ୍ତି ଅନଲାଇନ ସେକ୍ସ୍।ଏହା ପାଇଁ ସେମାନେ ଏକ ସାଇବର ଲିଙ୍କ ମଧ୍ୟ ପ୍ରସ୍ତୁତ କରିଛନ୍ତି ଯାହାର ନାମ ହେଉଛି nightanglefriendship. com ।ସେମାନେ ପ୍ରଥମେ ଆପଣଙ୍କୁ 7384540564 ନମ୍ବରେ କଲ କରିବେ ଓ ଆପଣଙ୍କୁ ଏକ ସେକ୍ସ୍ ଅଡ଼ିଓ ଶୁଣାଇବେ।ଏହା ପରେ ସେମାନେ ଆପଣଙ୍କୁ ଅନଲାଇନ ସେକ୍ସ୍ ପାଇଁ ଉସୁକାଇବେ।

ଆପଣଙ୍କୁ ତାଙ୍କ ୱେବସାଇଟ ରେ ରେଜିଷ୍ଟ୍ରେସନ କରିବା ପାଇଁ କହିବେ।ଆପଣଙ୍କ ସହିତ ସେମାନେ ଏମିତି ଭାବେ କଥା ହେବେ ଯେମିତିକି ଆପଣଙ୍କ ମନରେ ସେକ୍ସ୍ କରିବା ପାଇଁ ଇଚ୍ଛା ଜାଗ୍ରତ ହେବ।ଯଦି ଆପଣ ଏଥିପାଇଁ ଅଗ୍ରାହୀ ହୁଅନ୍ତି ତାହେଲେ ସେମାନେ ଆପଣଙ୍କୁ ତାଙ୍କ ଗୁଗୁଲ ପେ ଓ ଫୋନପେ ନମ୍ବର ଦେବେ।

ଆପଣ ଏଥିରେ ଟଙ୍କା ପ୍ରଦାନ କଲେ ଆପଣ ଏହି ସୁବିଧା ପାଇ ପାରିବେ ବୋଲି କହିବେ।ତେବେ ଏଥିପାଇଁ ଆପଣଙ୍କୁ ୨୦୦୦ ଓ ୩୦୦୦ ଟଙ୍କା ର ଅଫର ବିଷୟରେ କହିବେ।ଆପଣଙ୍କୁ ଏହି ଦୁଇଟି ମଧ୍ୟରୁ ଗୋଟିଏ ବିକଳ୍ପ ଚୟନ କରି ଟଙ୍କା ପ୍ରଦାନ କରିବା ପାଇଁ କହିବେ।ତେଣୁ ଆପଣ ଏହିସବୁ ଯୁବତୀଙ୍କ ଠାରୁ ନିଜକୁ ସୁରକ୍ଷିତ ରଖନ୍ତୁ, ନହେଲେ ଆପଣ ବିପଦରେ ପଡ଼ି ପାରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।