ଦୁଇ ପ୍ରେମିକାକୁ ଗୋଟିଏ ବେଦିରେ ବାହା ହେଲେ ରସିକିଆ ପ୍ରେମିକ। ଏକା ସାଙ୍ଗରେ ପଡ଼ିଲା ୩ ଜଣଙ୍କ ହାତଗଣ୍ଠି।ଭିଡ଼ିଓ ଭାଇରାଲ

ସଂସାର ରେ ବିବାହ ହେଉଛି ଏକ ପବିତ୍ର କାର୍ଯ୍ୟ ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ।କାରଣ ସ୍ୱାମୀ ସ୍ତ୍ରୀ ଙ୍କ ଯୋଡ଼ି କୁ ସ୍ୱୟଂ ଭଗବାନ ବ୍ରହ୍ମା ପୂର୍ବରୁ ତିଆରି କରିଥାନ୍ତି ଏବଂ ପୃଥିବୀ ଲୋକରେ ସେହି ଦୁଇ ଜଣଙ୍କ ମିଳନ କରାନ୍ତି।ତେଣୁ ଭଗବାନ ଙ୍କ ଦ୍ଵାରା ପ୍ରସ୍ତୁତ ଏହି ଯୋଡ଼ି କୁ ଅନେକ ଚେଷ୍ଟା କରି ମଧ୍ୟ କେହି ଭାଙ୍ଗି ପାରନ୍ତି ନାହିଁ।ବେଳେବେଳେ ଆମେ ଏପରି ଅନେକ ଯୋଡି ଦେଖିବାକୁ ପାଇଥାଉ ଯାହାକୁ ସହଜରେ ଗ୍ରହଣ କରି ହୋଇନଥାଏ।

ଗୋଟିଏ ବର କୁ ଦୁଇଟି କନିଆ। ଏକା ସହିତ ପଡ଼ିଲା ତିନି ଜଣଙ୍କ ହାତ ଗଣ୍ଠି । କିନ୍ତୁ ଏମିତି ଏକ ନିଆରା ବିବାହ ଯେଉଁଠି ଗୋଟିଏ ଯୁବତୀ ସହିତ ଦୁଇ ଜଣ ଯୁବକ ବିବାହ କରିବାର ଖବର ଆପଣ ମାନେ ହୁଏତ ପୂର୍ବ ରୁ କେବେ ମଧ୍ୟ ଦେଖି ନଥିବେ କି ଶୁଣି ନଥିବେ। ଦୁଇ ଜଣ ଯୁବତୀ ଙ୍କ ସହିତ ବିବାହ କଲେ ଜଣେ ଯୁବକ।

ହୋମ ନିଆ ଜଳିବା ସହିତ ହାତ ଗଣ୍ଠି ମଧ୍ୟ ପଡ଼ିଲା । ସମସ୍ତ ରୀତି ନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ମଧ୍ୟ ହେଲା । ତେବେ ଚନ୍ଦୁ ମୋର୍ଯ୍ୟ ନାମକ ଜଣେ ଯୁବକ ହସିନା ଓ ସୁନ୍ଦରୀ ନାମକ ଦୁଇ ଜଣ ଯୁବତୀ ଙ୍କୁ ବିବାହ କରିଛନ୍ତି । ଆହୁରି ମଧ୍ୟ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ତିନି ଜଣଙ୍କ ର ପ୍ରେମ ବିବାହ ହୋଇଛି । ତେବେ କଣ ରହିଛି ବାସ୍ତବ ରେ ଘଟଣା ଆସନ୍ତୁ ଜାଣିବା ;

ତେବେ ବାସ୍ତବ ରେ ଘଟଣା ରହିଛି କିଛି ଏପରି ଯେ କଲେଜ୍ ରେ ପଢିବା ସମୟରେ ଚନ୍ଦୁ କୁ ଭଲ ପାଇ ବସିଥିଲେ ହସୀନା ଓ ସୁନ୍ଦରୀ । ତେବେ ଏହି ଘଟଣା ଯେତେବେଳେ ସାମ୍ନା କୁ ଆସିଲା ସେତେବେଳେ ଗାଁ ଲୋକ ସମସ୍ତେ ବସି ବିଚାର କରି ହସିନା ଓ ସୁନ୍ଦରୀ ଙ୍କୁ ଚନ୍ଦୁ ସହିତ ବିବାହ କରାଇବା ପାଇଁ ନିଷ୍ପତି ନେଇ ଥିଲେ।

ଓ ତାହା ପରେ ଗୋଟିଏ ମଣ୍ଡପ ରେ ଗୋଟିଏ ବେଦୀ ରେ ବସି ଚନ୍ଦୁ କୁ ହସୀନା ଓ ସୁନ୍ଦରୀ ବିବାହ କରି ଥିଲେ। ତେବେ କେବଳ ଝିଅ ଙ୍କ ପରିବାର ନୁହେଁ ଉଭୟ ପକ୍ଷର ପରିବାର ବାହାଘର ର ନିମନ୍ତ୍ରଣ କାର୍ଡ ଛାପୀ ନିଜ ନିଜର ବନ୍ଧୁ ବାନ୍ଧବ ମାନଙ୍କୁ ନିମନ୍ତ୍ରଣ କରେଇ ବାହାଘର ଉପସ୍ଥିତ ରହିବା ପାଇଁ ମଧ୍ୟ ଡାକି ଥିଲେ ।

ତେବେ ଗାଁ ଲୋକ ଙ୍କ ସହିତ ପରିବାର ଲୋକ ମାନଙ୍କ ଉପସ୍ଥିତି ରେ ଏହି ବିବାହ ଏକ ସାଧାରଣ ବିବାହ ପରି ଧୁମ୍ ଧାମରେ ସମ୍ପନ୍ନ ହୋଇଛି ସମ୍ପନ୍ନ ହୋଇଛି । ତେବେ ଆମ ପରମ୍ପରା ରୀତି ନୀତି ଅନୁସାରେ ଆମ ସମାଜ ରେ ଗୋଟିଏ ଯୁବକ ଗୋଟିଏ ଯୁବତୀ ସହିତ ବିବାହ ବନ୍ଧନ ରେ ବାନ୍ଧି ହେବାର ଘଟଣା ଅତି ସାଧାରଣ ଅଟେ ।

କିନ୍ତୁ ଆଜି ଏହି ବିବାହ ଏକ ନୂତନ ଇତିହାସ ସୃଷ୍ଟି କରିଛି। ତେବେ ପରିବାର ଓ ବନ୍ଧୁ ବାନ୍ଧବ ଏହି ବିବାହ କୁ ବିରୋଧ ନକରି ସମର୍ଥନ ଜଣାଇଛନ୍ତି ଓ ଉପସ୍ଥିତ ରହି ବର ଓ କନିଆ ମାନଙ୍କୁ ଆଶୀର୍ବାଦ ଦେଇ ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।