କଲେଜ ଆସି ଜଙ୍ଗଲ ଭିତରେ ଯୁବକ ଯୁବତୀ କରୁଥିଲେ ଏପରି କାମ।ଯୁବତୀଙ୍କୁ ମଦ ପିଆଇ ପ୍ରେମିକ କରୁଥିଲା କୁତ୍ସିତ କାର୍ଯ୍ୟ।ଆଉ ତାପରେ…..?

ଆଜିର ସମାଜ ରେ ହେଉ ଥିବା ଅପରାଧ ରେ ଅପରାଧି ମାନଙ୍କର ଯେତିକି ଭୁଲ ,ପ୍ରେମି ଯୁଗଳ ମାନଙ୍କର ମଧ୍ୟ ସେତିକି ଭୁଲ।କାରଣ ଆଜିର ପ୍ରେମି ଯୁଗଳ ମାନେ ପ୍ରେମ କୁ କଳଙ୍କିତ କରି ସାରିଲେଣି।

ସେମାନେ ପ୍ରେମ ର ପ୍ରକୃତ ଅର୍ଥ କୁ ଭୁଲି ଗଲେଣି।ଭଗବାନ ଶ୍ରୀକୃଷ୍ଣ ଯେଉଁ ପ୍ରେମର ବ୍ୟାଖ୍ୟା କରି ଥିଲେ ତାହା ଏମାନେ ଭୁଲି ଗଲେଣି।ପ୍ରେମ ହେଉଛି ସବୁଠାରୁ ପବିତ୍ର କାର୍ଯ୍ୟ।ପ୍ରେମ ଶାଶ୍ୱତ ଓ ପ୍ରେମ ଆମର।କିନ୍ତୁ ଆଜିର ଏହି ପ୍ରେମି ଯୁଗଳ ମାନେ ପ୍ରେମ କୁ ଶାରିରୀକ ଆକର୍ଷଣର କେନ୍ଦ୍ରବିନ୍ଦୁ କରି ସାରିଲେଣି।ଯାହା ବାସ୍ତବରେ ଏକ ଭୁଲ ମାନସିକତା।

ଦୁଇଟି ଆତ୍ମାର ମିଳନକୁ ପ୍ରେମ କୁହାଯାଏ କିନ୍ତୁ ଏମାନେ ଦୁଇ ଦେହର ମିଳନକୁ ପ୍ରେମ ଭାବୁଛନ୍ତି।ବାରମ୍ବାର ଏପରି ନିନ୍ଦନୀୟ କାର୍ଯ୍ୟ କରି ଏମାନେ ପ୍ରେମ ପରି ଏକ ପବିତ୍ର ସମ୍ପର୍କରେ କଳଙ୍କର ଟୀକା ଲଗାଉଛନ୍ତି।

ଟିକେ ଫାଙ୍କା ବା ନିଛାଟିଆ ସ୍ଥାନ ଦେଖିବା ମାତ୍ରେ ଆରମ୍ଭ କରି ଦେଉଛନ୍ତି ରୋମାନ୍ସ ଯାହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟକ୍ତି।ଏବେ ସୋସିଆଲ ମିଡ଼ିଆ ରେ ମଧ୍ୟ ଏମିତି କିଛି ଘଟଣା ର ଭିଡ଼ିଓ ଭାଇରାଲ ହୋଇଛି, ଯାହା ସଭ୍ୟ ସମାଜ ର ମୁଣ୍ଡ ତଳକୁ କରି ଦେଉଛି।ଏହି ଭିଡ଼ିଓରେ ପ୍ରେମି ଯୁଗଳଙ୍କ କୁତ୍ସିତ କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହି ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଏକ ନିଛାଟିଆ ସ୍ଥାନରେ ଦୁଇ ପ୍ରେମି ଯୁଗଳ ଅର୍ଥାତ ଦୁଇ ଜଣ ପୁଅ ଓ ଦୁଇ ଜଣ ଝିଅ ଥିଲେ।କିନ୍ତୁ ସେହି ଦୁଇ ଝିଅକୁ ଏହି ଯୁବକ ମାନେ ମଦ ପିଆଇ ବେହୋସ କରି ଦେଇଥିଲେ।

ସେହି ଝିଅଙ୍କ ସହିତ ପ୍ରେମିକ ମାନେ କିଛି ଖରାପ କାମ କରିବା ପୂର୍ବରୁ କିଛି ଯୁବକ ଚୁପଚାପ ଆସି ସେମାନଙ୍କ ର ଭିଡ଼ିଓ କଏଦ କଲେ। ପରେ ସ୍ଥାନୀୟ ଲୋକ ମଧ୍ୟ ଆସି ସେଠାରେ ପହଞ୍ଚିଲେ।ଯୁବତୀ ମାନେ ଏତେ ଜୋରରେ ମଦ୍ୟପାନ କରିଥିଲେ କି ସେମାନଙ୍କର ଆଉ ଚେତା ନଥିଲା।ତେଣୁ ସ୍ଥାନୀୟ ଲୋକ ମାନେ ସେହି ଯୁବକ ମାନଙ୍କୁ ଧରି ଥିଲେ ଓ ଗାଳି ଗୁଲଜ କରିବା ସହିତ ସେମାନଙ୍କୁ ପଚାରିଥିଲେ କି ସେମାନେ ସେହି ଝିଅଙ୍କ ସହ ଏଠାରେ କଣ କରୁଥିଲେ।

ପରେ ଯୁବକ ମାନେ କହିଥିଲେ କି ସେମାନେ ଏଠାରେ ଜନ୍ମଦିନ ପାଳନ କରୁଥିଲେ।ମାତ୍ର ସେହି ଲୋକମାନେ କହିଥିଲେ କି ତୁମେମାନେ ସେହି ଦୁଇ ଝିଅକୁ ନିଶା ପିଆଇ ତାଙ୍କ ସହିତ ଖରାପ କାର୍ଯ୍ୟ କରିଥାନ୍ତ ଓ ସେମାନଙ୍କ ଜୀବନ ନଷ୍ଟ କରିଥାନ୍ତ।

ମାତ୍ର ସେହି ପ୍ରେମିକ ମାନେ ସେମାନଙ୍କୁ ଛାଡ଼ି ଦେବା ପାଇଁ କହିଥିଲେ।କିନ୍ତୁ ସେହି ବ୍ୟକ୍ତି ମାନେ ତାଙ୍କୁ ଛାଡ଼ି ନଥିଲେ।ତେବେ ଏହି ଘଟଣାଟି ଓଡ଼ିଶାର କୌଣସି ଏକ ଜଙ୍ଗଲର ଓ ସେମାନେ କଲେଜ ୟୁନିଫର୍ମ ପିନ୍ଧିଥିବାରୁ , କଲେଜ ଛାତ୍ର ଛାତ୍ରୀ ବୋଲି ଜଣା ଯାଉଛି।

ତେବେ ଏହି ଭିଡ଼ିଓ ଟି ଅଳ୍ପ ବୟସର ପ୍ରେମି ଯୁଗଳଙ୍କୁ ଏକ ଶିକ୍ଷା ଦେଇଛି।ସେମାନେ ନିଜର ତରୁଣ ବୟସ ରେ ପରସ୍ପର ପ୍ରତି ଆକର୍ଷିତ ହୋଇ ଏମିତି କିଛି ଖରାପ କାମ ନକରନ୍ତୁ ଯାହା ସେମାନଙ୍କ ପରିବାର ର ଇଜତ କୁ ତଳେ ପକାଇ ଦେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।