ବୟଫ୍ରେଣ୍ଡ ସହ ପୁରୀ ସମୁଦ୍ର କୂଳରେ ମଜା ନେଲେ ଅଭିନେତ୍ରୀ ଜ୍ୟାକଲିନ । ଭିଡ଼ିଓ ହେଲା ଭାଇରାଲ

ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଜ୍ୟକେଲିନ କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଥିବେ।ସେ କିଛି ଦିନ ପୂର୍ବରୁ ନିଜ ବୟ ଫ୍ରେଣ୍ଡ୍ ଅରବିନ୍ଦ ଙ୍କ ସହିତ ପୁରୀ ବେଳାଭୂମି ବୁଲିବା ପାଇଁ ଯାଇ ଥିଲେ।ସେ ନିଜ ବୟ ଫ୍ରେଣ୍ଡ୍ ସହିତ ଖୁବ୍ ମଜା ମସ୍ତି କରୁ ଥିବା ର ନଜର ଆସିଛନ୍ତି ।ତେବେ ଆସନ୍ତୁ ଜ୍ୟକେଲିନ ଓ ତାଙ୍କ ବୟ ଫ୍ରେଣ୍ଡ୍ ଙ୍କ ସହିତ ମଜା ମସ୍ତି ର କିଛି ଭିଡିଓ ଦେଖିବା ।

ତେବେ ଆପଣ ମାନେ ଜାଣି ଥିବେ ଯେ ସାର୍ଥକ ଟିଭି ରେ ପ୍ରସାରଣ ହୋଇଥିବା ରଜ କୁଇନ୍ ରିଆଲିଟି ସୋ ର ବିଜେତା ହେଉଛନ୍ତି ଜ୍ୟକେଲିନ।ସେ ରଜ କୁଇନ୍ ରିଆଲିଟି ସୋ ର ବିଜେତା ହେବା ପରେ ଅନେକ ଟିଭି ସିରିଏଲ ଓ ଆଲବମ ରେ ଅଭିନୟ କରୁଥିଲେ ।

ତାଙ୍କ ଅଭିନୟ ଙ୍କୁ ଦର୍ଶକ ମାନେ ବହୁ ମାତ୍ରା ରେ ପ୍ରଂଶଶା କରନ୍ତି।ଜ୍ୟାକଲିନ ଓ ତାଙ୍କ ବୟ ଫ୍ରେଣ୍ଡ୍ ଅରବିନ୍ଦ ଙ୍କ ପ୍ରେମ କାହାଣୀ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ମାତ୍ରା ରେ ଚର୍ଚ୍ଚା ହେଉଛି।ତେବେ ସୂଚନା ଅନୁସାରେ ଜ୍ୟକେଲିନ ଓ ତାଙ୍କ ବୟ ଫ୍ରେଣ୍ଡ୍ ଅରବିନ୍ଦ ତାଙ୍କର ଏହି ପ୍ରେମ ସମ୍ପର୍କ କୁ ଖୁବ୍ ଶୀଘ୍ର ବିବାହ ରେ ବଦଳାଇବା ପାଇଁ ଯାଉଛନ୍ତି ଓ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଇଛନ୍ତି ।

ତେବେ ଆପଣ ମାନେ ଜାଣି ଥିବେ ଜ୍ୟକେଲିନ ଓ ତାଙ୍କ ବୟ ଫ୍ରେଣ୍ଡ୍ ଅରବିନ୍ଦ ତରଙ୍ଗ ଟିଭି ରେ ବହୁତ୍ ଗୁଡ଼ିଏ ସିରିଏଲ କରି ସାରିଛନ୍ତି। ଅରବିନ୍ଦ ଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ୍ ମାତ୍ରା ରେ ପସନ୍ଦ ମଧ୍ୟ କରନ୍ତି।

ତେବେ ଆପଣ ଙ୍କ ସୂଚନା ନିମନ୍ତେ ଜଣାଇ ଦେଉଛୁ ଯେ ଅରବିନ୍ଦ ଆଗକୁ ଦୁଇ ଟି ଓଡ଼ିଆ ଫିଲ୍ମ୍ ରେ ଅଭିନୟ କରିବାକୁ ଯାଉଛନ୍ତି। ନିକଟ ରେ ଅରବିନ୍ଦ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କ ସହିତ ଏକ ଫିଲ୍ମ୍ ରେ ନଜର ଆସିଥିଲେ ।ଏହି ଫିଲ୍ମ୍ ର ନାମ ହେଉଛି ପାପ । ଏହି ଫିଲ୍ମ୍ କୁ ଦର୍ଶକ ମାନେ ଖୁବ୍ ମାତ୍ରା ରେ ପସନ୍ଦ କରି ଥିଲେ ।

ତେବେ ଏହି ଦୁଇ ଜଣ ଙ୍କ ର ସୋସିଆଲ ମିଡ଼ିଆ ରେ ବହୁତ୍ ଫ୍ୟାନ ମାନେ ରହିଛନ୍ତି। ଜ୍ୟକେଲିନ ରଜ କୁଇନ ଜରିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ପାଦ ଦେଇଥିଲେ ଆଉ ସେବେଠାରୁ ସେ କେବେ ଅଟକି ନାହାନ୍ତି। ନିଜ ଅଭିନୟ ଜରିଆ ରେ ଆଗକୁ ଆଗକୁ ବଢ଼ି ଚାଲିଛନ୍ତି ।

ବର୍ତ୍ତମାନ ସେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ହୋଇ ପାରିଛନ୍ତି। ବର୍ତ୍ତମାନ ନିଜର ଅଭିନୟ ପାଇଁ ସେ ସବୁ ଓଡ଼ିଆ ଘରେ ଏକ ଚିହ୍ନା ମୁହଁ ହୋଇ ପାରିଛନ୍ତି। ତେବେ ଆପଣ ଙ୍କୁ ଜ୍ୟକେଲିନ ଓ ତାଙ୍କ ବୟ ଫ୍ରେଣ୍ଡ୍ ଅରବିନ୍ଦ ଙ୍କ ଯୋଡ଼ି କିପରି ଲାଗେ ଓ ତାଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।