ସ୍ତ୍ରୀ କଲା ସ୍ୱାମୀ ସହ ଏପରି ବ୍ୟବହାର , କୁକୁର କରି ରାସ୍ତାରେ ବୁଲେଇଲା ! ପ୍ରତ୍ୟେକ ପୁରୁଷ ମାନଙ୍କୁ ଏହି ପୋଷ୍ଟ ଟି ନିଶ୍ଚିତ ପଢନ୍ତୁ ଏବଂ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ

ଚୀନ ର ଉହାନ ସହରରୁ ଜନ୍ମିତ କରୋନା ଭାଇରାସ ଏବେ ବିଶ୍ୱରେ ତାଣ୍ଡବଲୀଳା ରଚିବାରେ ଲାଗିଛି। ଏହି ଭାଇରାସ ଏବେ ବିଶ୍ୱ ମହାମାରୀ ର ରୂପ ଧାରଣ କରିଛି।ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହି ଭାଇରାସ ର ଗତି କୁ ରୋକିବା ଲାଗି ବିଭିନ୍ନ ପ୍ରକାରର ପଦକ୍ଷେପ ନେଇଛନ୍ତି। ସରକାର ଯେତେ ପଦକ୍ଷେପ ନେଲେବି ଆମେ ନିଜେ ସଚେତନ ହେଲେ ହିଁ ଏହି ଭାଇରାସ କୁ ରୋକା ଯାଇ ପାରିବ।

ଏହି ଭାଇରସ ର ଗତି କୁ ରୋକିବା ପାଇଁ ସମଗ୍ର ବିଶ୍ୱରେ ସମସ୍ତ ଦେଶର ସରକାର ଲକ ଡାଉନ, ସଟ ଡାଉନ,ରାତ୍ରି କାଳୀନ କର୍ଫ୍ୟୁ ଭଳି ପଦକ୍ଷେପ ଗ୍ରହଣ କରି ଥିଲେ । କରୋନା ଭାଇରସ ର ସଂକ୍ରମଣ ରୁ ଦେଶ କୁ ରକ୍ଷା କରିବା ପାଇଁ ସାରା ଦେଶରେ ଲକ ଡାଉନ ଜାରି ହୋଇ ଥିଲା।

ଏହି ଲକ ଡାଉନ ଦୀର୍ଘ ୬ ମାସ ଧରି ଚାଲି ଥିଲା।ତେଣୁ ଏହି ୬ ମାସ ପାଇଁ ସମଗ୍ର ବିଶ୍ୱ ଯେମିତି ଶାନ୍ତ ହୋଇ ଯାଇ ଥିଲା।ତେଣୁ ଏଥି ପାଇଁ ସମସ୍ତେ ଘରେ ଥିଲେ।ସରକାର ଲୋକ ମାନଙ୍କୁ ଜରୁରୀ କାଳୀନ ପରିସ୍ଥିତି ରେ ବଜାର ସହର ଯିବା ପାଇଁ ଅନୁମତି ଦେଇ ଥିଲେ କିନ୍ତୁ ସରକାର ଙ୍କ ଏହି ଅନୁମତି ର ଫାଇଦା ଜଣେ ମହିଳା ଏମିତି ଉଠାଇ ଅଛନ୍ତି ଯାହାକୁ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ ।

ତେବେ କାନ୍ନାଡାର କ୍ୟୁର ପ୍ରାନ୍ତରେ ଏପରି ଏକ ଘଟଣା ଘଟିଛି ଯେଉଁ ଘଟଣା ପାଇଁ ସେହି ପ୍ରାନ୍ତର ସ୍ୱାମୀ ସ୍ତ୍ରୀଙ୍କ ଠାରୁ ପୋଲିସ ଜୋରିମାନା ଆଦାୟ କରିଛି । ସୂଚନା ଅନୁସାରେ କାନ୍ନାଡାର କ୍ୟୁର ପ୍ରାନ୍ତରେ 4 ସପ୍ତାହ ପାଇଁ କର୍ଫ୍ୟୁ ଜାରି ହୋଇଥିଲା ।

ଏହି କର୍ଫ୍ୟୁ ପାଇଁ ରାତି 8 ରୁ ସକାଳ 5 ଯାଏ ଲୋକମାନଙ୍କୁ ଘରୁ ବାହାରକୁ ବାହାରିବାର ଅନୁମତି ମିଳିନଥିଲା। କିନ୍ତୁ ମେଡ଼ିସିନ୍ , ଖାଦ୍ୟ ସାମଗ୍ରୀ , ଗୃହ ପାଳିତ ପଶୁ ମାନଙ୍କୁ ବାହାରେ ବୁଲାଇବା ପାଇଁ ଓ ଏମିତି ଅନ୍ୟାନ୍ୟ ଜରୁରୀ କାଳୀନ ସାମଗ୍ରୀ ପାଇଁ ଆପଣ ବାହାରକୁ ଯାଇ ପାରିବେ ଏହି ଅନୁମତି ମିଳିଥିଲା । ଏହାର ଫାଇଦା ଉଠାଇ ଥିଲେ ମହିଳା ।

ସେରବ୍ରକକ କିଙ୍ଗ ନାମକ ଜଣେ ମହିଳା ରାତିରେ ଘରୁ ବାହାରକୁ ବାହାରିବା ପାଇଁ ନିଜ ସ୍ୱାମୀ ଷ୍ଟେଟ ଇଷ୍ଟ ପାଟନର ଙ୍କୁ ପାଲତୁ କୁକୁର କରିଦେଇଥିଲେ ଏବଂ ତାର ବେକରେ କିକିର ବେଲ୍ଟ ମଧ୍ୟ ବାନ୍ଧିଦେଲେ । ଏହା ସହିତ ସ୍ୱାମୀକୁ ବାହାରକୁ ବୁଲିବା ପାଇଁ ମଧ୍ୟ ନେଇଗଲେ ।

ଆଶ୍ଚର୍ଯ୍ୟର କଥା ଏହାକି ଯେ ସ୍ୱାମୀ ମଧ୍ୟ ତାର ସ୍ତ୍ରୀର ଏପରି କାମକୁ ବିରୋଧ କରି ନଥିଲେ ସେ କୁକୁର ହୋଇ ରାସ୍ତାକି ଗଲେ ଏବଂ କୁକୁର ପରି ବ୍ୟବହାର ମଧ୍ୟ କିରଲେ ।କିନ୍ତୁ ପୋଲିସ ର ନଜର ଯେତେବେଳେ ଏମାନଙ୍କ ଉପରେ ପଡିଥିଲା ସେମାନେ ସେମାନଙ୍କୁ ଧରି ସେମାନଙ୍କ ପାଖରୁ ଜୋରିମାନା ଆଦାୟ କରିଥିଲା ।

ତେବେ ଦୁଇ ଜଣଙ୍କ ଉପରେ 1200-1200 ଡଲାର ଅର୍ଥାତ 2400 ଡଲାର ଜୋରିମାନା ଲଗାଇ ଥିଲେ । ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ପାଖା ପାଖି ଦୁଇ ଲକ୍ଷ ଟଙ୍କା ର ଜୋରିମାନା ସେମାନେ ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।