ସୋସିଆଲ ମିଡିଆରେ ଭାଇରାଲ ହେଲା ଆଉ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା, ଜୁଇରୁ ଉଠି କଥା କହିଲେ ମଲା ମଣିଷ

ଜୁଇ ରୁ ଉଠିଲା ଶବ ଆଉ ସଂଗେ ସଂଗେ କଥା ହେବାକୁ ଲାଗିଲା । ଏହି ଘଟଣା ଜାଣିଲେ ଆପଣ ପୁରା ଚକିତ ହୋଇ ଯିବେ । ମଣିଷ ମରିଯିବା ପରେ ସେ ଆଉ କଥା ହୋଇ ପାରେ ନାହିଁ , କିନ୍ତୁ ଏଠି ମଣିଷ ମରି ଗୋଲା ପରେ ମଧ୍ୟ ଜୁଇ ରୁ ଉଠି କଥା ହେବାକୁ ଲାଗୁଚି ।

ଏହି ଭିଡିଓ ଟି ଏବେ ବହୁତ ଭାଇରାଲ ହେବାରେ ଲାଗିଛି । ଯେ କେହି ବି ଏହି ଘଟଣା ଶୁଣୁଛି ସେ ଆଶ୍ଚର୍ଯ୍ୟ ହେଇ ଯାଉଛି । କିଛି ଲୋକ ମାନେ ଏହା ଭାବୁ ଛନ୍ତି । ସେ ଆଉ କାହା ଅତୃକ୍ତ ଆତ୍ମା ନୁହେଁ ତ ଯିଏ କି ମଲା ମଣିଷ ଦେହରେ ପସି ଯାଇଛି । ତେବେ ବନ୍ଧୁ ମାନେ ଏହି ଭିଡିଓ ଟି ବହୁତ ଭାଇରାଲ ହେବାରେ ଲାଗିଛି । ତେବେ ବନ୍ଧୁ ମାନେ ଆସନ୍ତୁ ପୁରା ଘଟଣା ଜାଣିବା କଣ । କାହିଁକି ଉଠିଲା ଜୁଇରୁ ଶବ ।

ଘଟଣା ଟି ହେଉଛି ଭଦ୍ରକ ଜିଲ୍ଲା ର ହରି ପୁର ଥାନା ଆନ୍ତର୍ଗତ ରଂଗଡ ଗ୍ରାମରେ ଏହି ଘଟଣା ଟି ଦେଖିବାକୁ ମିଳିଛି । ଏହି ଘଟଣା ଟି ବହୁତ ଭାଇରଲ ହେବାରେ ଲାଗିଛି । ତେବେ ଗତ ଜାନୁଆରୀ ମାସ 3 ତାରିଖରେ ଏହି ଘଟଣା ଟି ଘଟି ଥିଲା । ଏହି ଲୋକଟି କୁ ହୃଦ ରୋଗ ଥିଲା ବହୁତ ଦିନ ତଳେ ।

ବହୁତ ଥର କଟକ ବଡ଼ ମେଡ଼ିକାଲ ରେ ମଧ୍ୟ ଚିକିତ୍ସା ହୋଇ ଛନ୍ତି ଆଉ ଭଲ ମଧ୍ୟ ହୋଇ ଛନ୍ତି । କିନ୍ତୁ ଗତ ଡିସେମ୍ବର ମାସ 27 ତାରିଖ ରୁ ତାଙ୍କର ଦେହ ବହୁତ ଖରାପ ଥିଲା ଏବଂ ତାଙ୍କର ଚେତା ନ ଥିଲା । ଲୋକ ମାନେ ତାଙ୍କର ପାଖ ଡାକ୍ତର ଖାନାରେ ତାଙ୍କୁ ନେଇ ରଖି ଥିଲେ । କିନ୍ତୁ ସେଠାକାର ଡାକ୍ତର କହିଲେ ଏ ଲୋକ ମରି ଯାଇଛି ବୋଲି । ଗ୍ରାମର ଲୋକ ମାନେ ମଧ୍ୟ ଜାଣିଲେ ଯେ ଲୋକ ଟିର ଚେତା ନ ଥିଲା ମରି ଯାଇଥିବ ।


ଗ୍ରାମ ଲୋକ ମାନେ ମରି ଯାଇଛି ଭାବି ତାକୁ ଘରକୁ ଆଣି । ପାଖ ଜଙ୍ଗଲ କୁ ଆଣି ଥିଲେ ପଡିବା ପାଇଁ । କିନ୍ତୁ ଲୋକଟି ମୋରି ନ ଥିଲା ଯେମିତି ଲୋକ ଟିକୁ ପଡିକୁ ବାହାରି ଥିଲେ ସେତେବେଳେ ଲୋକଟି ଉଠି ଚିତ୍କାର କଲା କି “ମୋତେ ଛାଡ଼ି ଦିଅ ମୁ ମରିବାକୁ ଚାହେଁନି” ଏତିକି କହିବା ପରେ ଗ୍ରାମ ବସି ମାନେ ଦୌଡ଼ି ପଳାଇ ଆସିଥିଲେ ।

କିଛି ଲୋକଙ୍କ କହିବା କଥା ଯେ ତାଙ୍କ ଦେହରେ ଆଉ କେହି ପସି ଯାଇଛି । କିନ୍ତୁ ଘର ଲୋକ କହୁ ଛନ୍ତି କହୁଛନ୍ତି ଏ ହେଉଛି ଆମ ଲୋକ । ଏ ମୋରିନି , ଏବେବି ବଂଚିଛି । ତେବେ ଏହି ଘଟଣା ଟି ଯେ କେହିବି ଶୁଣୁଛି ସେ ଡରି ଯାଉଛି । କଥାରେ ଅଛି ରଖିବ ଯଦି ସେ ମାରିବ କିଏ । ଏହା ଥିଲା ଚାଂଚଲ୍ୟକର ଘଟଣା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।