ସ୍କୁଲ ଯାଇ ୧୧ ବର୍ଷର ଝିଅ ହୋଇଗଲା ଗର୍ଭବତୀ।କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

ଏହି ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ଓ ଅଦ୍ଭୁତ ଘଟଣାମାନ ଘଟିଥାଏ।ଯାହା ବେଳେ ବେଳେ ବିଜ୍ଞାନ କୁ ଚ୍ୟାଲେଞ୍ଜ ଦେଇ ଥାଏ।ଏମିତି କିଛି ଘଟଣା ଘଟି ଥାଏ ଯାହାର ଉତ୍ତର ବିଜ୍ଞାନ ଓ ବୈଜ୍ଞାନିକ ମାନଙ୍କ ପାଖରେ ନଥାଏ।ନିକଟରେଏମିତି ଏକ ଘଟଣା ଘଟିଛି ଯାହାକୁ ବିଜ୍ଞାନ କିମ୍ବା ଡାକ୍ତର ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି।

ଅନେକ ଥର ଆମ ସାମ୍ନା କୁ ଏମିତି ସବୁ ଘଟଣା ମାନ ଆସି ଥାଏ,ଯାହାକୁ ସହଜ ରେ ବିଶ୍ୱାସ କରି ହୋଇ ନଥାଏ।ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।ଆଜିର ଦୁନିଆ ହେଉଛି କମ୍ପୁଟର ଓ ମୋବାଇଲ ର ଦୁନିଆ।ଆଜି ପ୍ରତ୍ୟେକ ଲୋକ ଇଣ୍ଟରନେଟ ର ବ୍ୟବହାର କରୁଛନ୍ତି।ତେଣୁ ବର୍ତ୍ତମାନ ସମସ୍ତେ ସୋସିଆଲ ମିଡ଼ିଆ ସହ ଜଡ଼ିତ, ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଘଟଣା ଆମେ ଦେଖି ଥାଉ।

କେତେବେଳେ ଜୀବ ଜନ୍ତୁ ମାନଙ୍କ ବିଷୟରେ ତ ପୁଣି କେତେବେଳେ ପଶୁ ପକ୍ଷୀ ଙ୍କ ବିଷୟରେ।ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।କିନ୍ତୁ ଏହି ଘଟଣା ହୁଏତ ଆପଣ ଙ୍କୁ ମିଥ୍ୟା ବୋଲି ଲାଗୁ ଥାଇ ପାରେ କିନ୍ତୁ ଏହା ଏକ ସମ୍ପୂର୍ଣ୍ଣ ସତ୍ୟ ଘଟଣା ଅଟେ ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଖବର ଜୋରରେ ଭାଇରାଲ ହେବାରେ ଲାଗିଛି କି ମାତ୍ର ୧୧ ବର୍ଷର ଝିଅ ଗର୍ଭବତୀ ହୋଇଛି।ତେବେ ଏହିପରି ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଛି ଅଷ୍ଟ୍ରେଲିଆ ର କ୍ୟୁସିଲୋଡ଼ ରେ।ଏଠାରେ ଚେରୀଶ ରୋଜ ନାମକ ଜଣେ ୧୧ ବର୍ଷୀୟ ନାବାଳିକା ସ୍କୁଲ ଯାଇ ଥିଲା।

ସେଠାରେ ତାର ପେଟରେ ଯନ୍ତ୍ରଣା ହୋଇ ଥିଲା।ତେବେ ଯନ୍ତ୍ରଣା ନ କମିବାରୁ ଝିଅର ପିତାମାତା ତାକୁ ହସ୍ପିଟାଲରେ ଭର୍ତ୍ତି କରାଇ ଥିଲେ।ତେବେ ଡାକ୍ତର ଝିଅକୁ ପରୀକ୍ଷା କରି କହି ଥିଲେ କି ଝିଅ ଟି ଏବେ ଗର୍ଭବତୀ ଅଛି ଏବଂ ଏହି ଯନ୍ତ୍ରଣା ଗର୍ଭ ଧାରଣ କରିବାର ଯନ୍ତ୍ରଣା ବୋଲି ଡାକ୍ତର କହି ଥିଲେ।

ତେବେ ଡାକ୍ତରଙ୍କ ଏପରି କଥା ଶୁଣି ସେହି ଝିଅ ସହିତ ତାର ବାପା-ମା’ ଓ ଡାକ୍ତର ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ଝିଅଟି ମଧ୍ୟ ବୁଝି ପାରି ନଥିଲା କି ତା’ ସହିତ ଏମିତି କଣ ହୋଇ ଗଲା।ତେବେ ଝିଅର ପିତାମାତା ପ୍ରଥମେ ଝିଅର ଚରିତ୍ର ଉପରେ ସନ୍ଦେହ କରି ଥିଲେ।ମାତ୍ର ପୁଣି ଥରେ ଝିଅର ଡାକ୍ତରୀ ପରୀକ୍ଷା କରି ଥିଲେ।ସେତେବେଳେ ପ୍ରକୃତ ସତ୍ୟ ସାମ୍ନାକୁ ଆସି ଥିଲା।

ପରୀକ୍ଷା ପରେ ଜଣା ପଡ଼ିଥିଲା କି ଝିଅଟି ଗର୍ଭବତୀ ନଥିଲା।ଡାକ୍ତର ଭଲ ଭାବେ ପରୀକ୍ଷା ନକରି ସେମିତି କହି ଦେଇଥିଲେ।ଝିଅଟିର ଗର୍ଭାଶୟରେ ଚର୍ମକୋଷ ବା କୈଶର ହୋଇ ଯାଇଥିଲା।ତେଣୁ ପେଟଟି ବଡ଼ ହୋଇ ଯାଇଥିଲା ଓ ଯନ୍ତ୍ରଣା କରୁଥିଲା।ତେଣୁ ଝିଅଟିକୁ ସେହି ହସ୍ପିଟାଲରେ ୬ ମାସ ପର୍ଯ୍ୟନ୍ତ ରଖି ତାର ଚିକିତ୍ସା କରା ଯାଇଥିଲା।ପରେ ଅସ୍ତ୍ରୋପଚାର କରି ଝିଅର ଗର୍ଭାଶୟରୁ ସେହି ଟ୍ୟୁମର୍ କୁ ବାହାର କରି ଦିଆ ଯାଇଥିଲା।ଏବେ ଝିଅଟି ସୁସ୍ଥ ଥିବା ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।