ରାତିରେ ଅଧରେ ନିଛାଟିଆ ଜଙ୍ଗଲରେ ପ୍ରେମି ଯୁଗଳ କରୁଥିଲେ ରୋମାନ୍ସ।ସେମାନଙ୍କୁ ଉଲଗ୍ନ ଅବସ୍ଥାରେ ଧରିଲେ ଗ୍ରାମବାସୀ।ଭିଡ଼ିଓ କଲେ ଭାଇରାଲ

ଆଜିର ସମାଜ ରେ ହେଉ ଥିବା ଅପରାଧ ରେ ଅପରାଧି ମାନଙ୍କର ଯେତିକି ଭୁଲ ,ପ୍ରେମି ଯୁଗଳ ମାନଙ୍କର ମଧ୍ୟ ସେତିକି ଭୁଲ।କାରଣ ଆଜିର ପ୍ରେମି ଯୁଗଳ ମାନେ ପ୍ରେମ କୁ କଳଙ୍କିତ କରି ସାରିଲେଣି।

ସେମାନେ ପ୍ରେମ ର ପ୍ରକୃତ ଅର୍ଥ କୁ ଭୁଲି ଗଲେଣି।ଭଗବାନ ଶ୍ରୀକୃଷ୍ଣ ଯେଉଁ ପ୍ରେମର ବ୍ୟାଖ୍ୟା କରି ଥିଲେ ତାହା ଏମାନେ ଭୁଲି ଗଲେଣି।ପ୍ରେମ ହେଉଛି ସବୁଠାରୁ ପବିତ୍ର କାର୍ଯ୍ୟ।ପ୍ରେମ ଶାଶ୍ୱତ ଓ ପ୍ରେମ ଆମର।କିନ୍ତୁ ଆଜିର ଏହି ପ୍ରେମି ଯୁଗଳ ମାନେ ପ୍ରେମ କୁ ଶାରିରୀକ ଆକର୍ଷଣର କେନ୍ଦ୍ରବିନ୍ଦୁ କରି ସାରିଲେଣି।ଯାହା ବାସ୍ତବରେ ଏକ ଭୁଲ ମାନସିକତା।

ଦୁଇଟି ଆତ୍ମାର ମିଳନକୁ ପ୍ରେମ କୁହାଯାଏ କିନ୍ତୁ ଏମାନେ ଦୁଇ ଦେହର ମିଳନକୁ ପ୍ରେମ ଭାବୁଛନ୍ତି।ବାରମ୍ବାର ଏପରି ନିନ୍ଦନୀୟ କାର୍ଯ୍ୟ କରି ଏମାନେ ପ୍ରେମ ପରି ଏକ ପବିତ୍ର ସମ୍ପର୍କରେ କଳଙ୍କର ଟୀକା ଲଗାଉଛନ୍ତି।ଟିକେ ଫାଙ୍କା ବା ନିଛାଟିଆ ସ୍ଥାନ ଦେଖିବା ମାତ୍ରେ ଆରମ୍ଭ କରି ଦେଉଛନ୍ତି ରୋମାନ୍ସ ଯାହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟକ୍ତି।

ଏବେ ସୋସିଆଲ ମିଡ଼ିଆ ରେ ମଧ୍ୟ ଏମିତି କିଛି ଘଟଣା ର ଭିଡ଼ିଓ ଭାଇରାଲ ହୋଇଛି, ଯାହା ସଭ୍ୟ ସମାଜ ର ମୁଣ୍ଡ ତଳକୁ କରି ଦେଉଛି।ଏହି ଭିଡ଼ିଓରେ ପ୍ରେମି ଯୁଗଳଙ୍କ କୁତ୍ସିତ କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହି ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ରାତ୍ରି ସମୟରେ ଜଙ୍ଗଲ ରେ ଏକ ବୁଦା ଭିତରେ ଏକ ପ୍ରେମି ଯୁଗଳ ବସି ରୋମାନ୍ସ ସହିତ ଖରାପ କାମ କରୁ ଥିଲେ।ଏହି ସମୟରେ କିଛି ଦୁର୍ବୁତ୍ତ ଚୁପଚାପ ଆସି ସେମାନଙ୍କ ର ଭିଡ଼ିଓ କଏଦ କଲେ ଏବଂ ତାଙ୍କ ପାଖକୁ ଯାଇ ସେମାନଙ୍କୁ ଗାଳି ଗୁଲଜ ସହିତ ଧମକ ଚମକ ଦେଲେ।ସେମାନଙ୍କ ଭିଡ଼ିଓ ଭାଇରାଲ କରିବାର ବ୍ଲକମେଲିଂ ମଧ୍ୟ କଲେ।ସେହି ଯୁବକ ଯୁବତୀ ହାତ ଧରି ଯେତେ କାକୁତି ମିନତୀ ହେଲେ ମଧ୍ୟ ସେମାନେ ଶୁଣିଲେ ନାହିଁ।

ସେମାନେ ଉଭୟ ୨୦ ରୁ ୨୨ ବର୍ଷ ବୟସର ବୋଲି ଜଣା ପଡ଼ୁଛନ୍ତି।ଏହି ଘଟଣାଟି କୌଣସି ଏକ ଜଙ୍ଗଲ ମଧ୍ୟରେ ବୋଲି ଜଣା ପଡ଼ୁଛି।ତେବେ ଲୋକ ମାନେ ପହଂଚି ତାଙ୍କୁ ଉଲଗ୍ନ ଅବସ୍ଥାରେ ଧରି ଥିଲେ।ମାତ୍ର ସେମାନେ ପରସ୍ପରକୁ ସ୍ୱାମୀ ସ୍ତ୍ରୀ ବୋଲି କହି ଥିଲେ।

କିନ୍ତୁ ସେହି ଲୋକ ମାନେ ଏହା ବିଶ୍ୱାସ କରି ନଥିଲେ।ତେଣୁ ସେମାନେ ଯୁବକକୁ ତା ବାପାଙ୍କୁ ଫୋନ କରିବା ପାଇଁ କହିଥିଲେ, ପ୍ରଥମେ ପ୍ରେମିକ ଜଣଙ୍କ ଅରାଜି ହୋଇ ଥିଲେ, ମାତ୍ର ସ୍ଥାନୀୟ ଲୋକମାନେ ବାଧ୍ୟ କରିବାରୁ ସେ ତାଙ୍କ ବାପାଙ୍କୁ ଫୋନ କରିଥିଲେ ଓ ସେଠାକୁ ଆସିବା ପାଇଁ କହି ଥିଲେ।

ତାପରେ ସେହି ଲୋକମାନେ ସେମାନଙ୍କୁ କହିଥିଲେ କି ଏପରି ନିଛାଟିଆ ଜାଗାରେ ଏପରି ଖରାପ କାମ କରି ପ୍ରେମକୁ ବଦନାମ କରିବା ଉଚିତ ନୁହେଁ।ପରସ୍ପରକୁ ବିବାହ କରି ନିଜ ଘରେ ଏପରି ରୋମାନ୍ସ ବା ସେକ୍ସ୍ କରିବା ପାଇଁ ସେହି ଲୋକମାନେ ସେହି ପ୍ରେମି ଯୁଗଳଙ୍କୁ କହି ଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।