ରାମଦେବ ବାବା ହେଲେ ହଟହଟା ! ରାମ ଦେବ ବାବା ଯାହା କରିଛନ୍ତି , ତାଙ୍କର ଏହି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଦେଖନ୍ତୁ କଣ କରିଛନ୍ତି

ରାମ ଦେବ ବାବା ଜଣେ ମଣିଷ ନୁହନ୍ତି , ସେ ଜଣେ ଭଗବାନ । ତାଙ୍କର ବହୁତ କିଛି ଯୋଗ ସାଧନ ତାଙ୍କୁ ମଣିଷ ରୁ ଭଗବାନ କରି ଦେଇଛି । ଭାରତରେ ତାଙ୍କୁ ବହୁତ ଲୋକ ଯୋଗ ଗୁରୁ ଭାବରେ ମାନି ସାରିଲେଣି । ଏବଂ ତାଙ୍କ ଫୋଟୋ କୁ ମଧ୍ୟ ପୂଜା କରିବାରେ ଲାଗିଲେଣି । ଭାରତର ସବୁ ଲୋକ ପ୍ରାୟତଃ ରାମ ଦେବ ବାବାଙ୍କୁ ଜାଣି ଥିବେ ତାଙ୍କର ଏହି ଯୋଗ ପାଇଁ ସେ ଆଜି ଭାରତରେ ବହୁତ ରୋଗୀ ଙ୍କୁ ଭଲ କରି ସାରିଲେଣି ।

ଖାଲି ଭାରତରେ ନୁହେଁ ଦେଶ ବାହାରେ ମଧ୍ୟ ତାଙ୍କୁ ବହୁତ ମାନି ବାରେ ଲାଗିଲେଣି । କାରଣ ଭାରତ ବାହାରେ ମଧ୍ୟ ତାଙ୍କ ଔଷଧିଅ ଜିନିଷ କାମ କରି ବାରେ ଲାଗି ଲେଣି । କେବଳ ସେତିକି ନୁହେଁ କରନା ରେ ଯେତେବେଳେ ଲୋକ ମାନେ ଭଲ ହୋଇ ପାରୁ ନ ଥିଲେ ସେତେବେଳେ ଏଇ ବାବା କରନା ମହାମାରୀ କୁ ମଧ୍ୟ ଭଲ କରି ଦେଉ ଥିଲେ ।

ତେବେ ବନ୍ଧୁ ମାନେ ଆଜି ରାମ ଦେବ ବାବାଙ୍କର ଏକ ଏମିତି ଗୋଟେ ଭିଡିଓ ଭାଇରଲ ହେବାରେ ଲାଗିଛ । ଯାହା ଏବେ ଉଟୁବ ରେ ହୋଉ ବା ଫେସ ବୁକ ହେଉ ଏହି ଭିଡିଓ ଟି କୋଟି କୋଟି ଲୋକ ଦେଖି ସାରିଲେଣି । ଯେ କେହିବି ଏହି ଭିଡିଓ ଟି ଦେଖୁଚି ।

ସେ ଲାଇକ କମେଣ୍ଟ ନ ଦେଇ ରହି ପାରୁନି । ବନ୍ଧୁ ମାନେ ଆପଣ ମାନେ ଯଦି ଏହି ଭିଡିଓ ଟିକୁ ଦେଖିବେ ତାହାଲେ ଆପଣ ମଧ୍ୟ ଡରି ଯିବେ । ସେଇଥି ପାଉଁ କୁହାଯେଏ ସେ ବାବା ନୁହଁନ୍ତୁ ସେ ହେଉ ଛନ୍ତି ନର ରୂପୀ ନାରାୟଣୀ । ତେବେ ବନ୍ଧୁ ମାନେ ଆସନ୍ତୁ ଜାଣିବା ରାମ ଦେବ ବାବା ଏମିତି କଣ କରିଛନ୍ତି । ତାଙ୍କୁ ଏତେ ଲାଇକ କାହିଁକି ମିଳୁଛି । କାହିଁକି ସେ ଏତେ ଲୋକ ପ୍ରିୟ ହୋଇ ପାରିଛନ୍ତି ତେବେ ଆସନ୍ତୁ ଜାଣିବା ।

ତେବେ ଭିଡିଓ ଟିରେ ଦେଖା ଯାଇଛି , ବାବା ଗୋଟିଏ ହାତୀ ଉଅପରେ ୟଗ କରୁଥିବା ସମୟରେ ହାତୀ ଟି ହଲି ଯାଇଛି ଏବଂ ବାବା 15 ଫୁଟ ହାତୀ ଉପରୁ ତଳକୁ ଗଳି ପଡିଛନ୍ତି, ହେଲେ ଆଶ୍ଚର୍ଯ୍ୟ ଜନକ କଥା ପଡି ସାରିବା ପରେ ବାବା ସଂଗେ ସଂଗେ ଉଠି ଚାଳିବାରେ ଲାଗିଛନ୍ତି ।

ସାଧାରଣତଃ ଦେଖି ବାକୁ ଗଲେ ଜଣେ ମଣିଷ ଝୁଣ୍ଟି ପଡିଲେ ଉଠିବା ତା ପାଇଁ ବହୁତ କଷ୍ଟ ହୋଇ ଥାଏ । ଏବଂ ସେ ଉଠି ପରି ନ ଥାଏ କିନ୍ତୁ ଏଠି ରାମ ଦେବ ବାବା ହାତୀ ଉପରୁ ପଡି ଉଥିବାରେ ଲାଗି ଛନ୍ତି । ତେବେ ଏହି ଘଟଣା ଟି ମଥୁରା ର ଗୋଟିଏ ଆଶ୍ରମ ରେ ଦେଖି ବାକୁ ମିଛି ଯାହା ଆଜି କାଲି ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି । ତେବେ ଆପଣ ମାନେ ମଧ୍ୟ ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।