ଛିଃ ଛିଃ କି ଲଜ୍ଜା ! ଦେଖନ୍ତୁ ଭିଡ଼ିଓ, ଭାଇରାଲ ହେଲା ରୋଗୀ ଓ ଡାକ୍ତରଙ୍କ ରୋମାନ୍ସ ଭିଡ଼ିଓ । ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି ଏହି ଭିଡ଼ିଓ

ଆମ ସମାଜରେ ଡାକ୍ତର, ପୋଲିସ ଓ ସେନାର ମର୍ଯ୍ୟାଦା ଖୁବ ଉଚ୍ଚରେ।ଆମେ ସେମାନଙ୍କୁ ସମ୍ମାନ କରୁ,ସେମାନଙ୍କୁ ନେଇ ଗର୍ଵ ଅନୁଭବ କରୁ।ହେଲେ ବେଳେ ବେଳେ ଏହି ମାନଙ୍କ ଦ୍ଵାରା ଏମିତି କିଛି କାର୍ଯ୍ୟ ହୋଇଥାଏ,ଯାହାକୁ ଦେଖି ଆମ ମନ ଭିତରେ ଘୃଣା ଭାବ ଜାଗ୍ରତ ହୋଇଥାଏ।

ଆଜି ଆମେ ଆପଣଙ୍କୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉ ଥିବା ଜଣେ ଡାକ୍ତର ଙ୍କ ଏମିତି କିଛି କାର୍ଯ୍ୟ ବିଷୟରେ କହିବୁ।ଯାହାକୁ ଦେଖିଲେ ଡାକ୍ତର ପ୍ରତି ଆମ ମନରେ ଘୃଣା ଜାଗ୍ରତ ହୋଇ ଯିବ।ମାତ୍ର ଆମ ଉଦ୍ଦେଶ୍ୟ କୌଣସି ଡାକ୍ତର ଙ୍କୁ ଲଜ୍ଜିତ କରିବା ନୁହେଁ, କେବଳ କିଛି ଡାକ୍ତର ଙ୍କ ଭୁଲ କାର୍ଯ୍ୟକୁ ସମସ୍ତ ଙ୍କ ସାମ୍ନାକୁ ଆଣିବା।

କାରଣ ଏଭଳି କାମ ଶିକ୍ଷିତ ଲୋକ ପାଖରେ ଆଦୌ ଗ୍ରହଣୀୟ ନୁହେଁ। କାରଣ ସେମାନେ ଜ୍ଞାନ ଆହୋରଣ କରି ଏକ ସ୍ବତନ୍ତ୍ର ପଦବୀ ହାସଲ କରି ସମାଜରେ ଦୃଢତାର ସହିତ ନିଜକୁ ସଭ୍ୟ ଶିକ୍ଷିତ ଭାବରେ ଦିଡିମ୍ବ ପିଟିଥାନ୍ତି।ଡାକ୍ତର ମାନଙ୍କୁ ଆମେ ଭଗବାନ ଙ୍କ ଦ୍ଵିତୀୟ ଅବତାର ବୋଲି କହି ଥାଉ।

କାରଣ ସେମାନେ ଚାହିଁଲେ ଏକ ରୋଗୀର ଜୀବନ ରକ୍ଷା କରି ପାରିବେ।କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଡାକ୍ତର ଙ୍କ ବିଷୟରେ କହିବୁ ତାହା ଡାକ୍ତର ଜାତିକୁ ଲଜ୍ଜିତ କରିଛି।ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।

ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି।ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ଏବେ ଭାଇରାଲ ହୋଇ ଥିବା ଏହି ଭିଡ଼ିଓ ରେ ଦେଖିବା ପାଇଁ ମିଳୁଛି ପଶ୍ଚିମବଙ୍ଗ ର କୌଣସି ଏକ ହସ୍ପିଟାଲରେ ଜଣେ ମହିଳା ଡାକ୍ତର ଙ୍କ ପାଖକୁ ଜଣେ ଯୁବକ ଚିକିତ୍ସା ପାଇଁ ଆସୁଛନ୍ତି । କିଛି ସମୟ ଧରି ଡାକ୍ତରଙ୍କ ସହିତ କଥା ହେବା ପରେ ମହିଳା ଡାକ୍ତର ଜଣଙ୍କ ତାଙ୍କୁ ହସ୍ପିଟାଲର ଏକ ରୁମ କୁ ନେଇ ଆସିଲେ ଏବଂ କବାଟ ବନ୍ଦ କରି ଦେଲେ।ଏହା ପରେ ସେମାନେ ରୋମାନ୍ସ ଆରମ୍ଭ କରି ଦେଲେ।

କେବଳ ରୋମାନ୍ସ ନୁହେଁ ସେମାନେ ତାଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ କରି ଦେଲେ। ମାତ୍ର ଏହି ସବୁ ଦୃଶ୍ୟକୁ କେହି ଜଣେ ବ୍ୟକ୍ତି ମୋବାଇଲ ରେ କଏଦ କରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରି ଦେଲେ।ତେବେ ଏହି ଭିଡ଼ିଓ ଭାଇରାଲ ହେବା ପରେ ଡାକ୍ତରଙ୍କୁ ସମସ୍ତେ ନିନ୍ଦା କରିବା ଆରମ୍ଭ କରିଛନ୍ତି ତାଙ୍କୁ ସମସ୍ତେ ସମାଲୋଚନା ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।