Breaking News – ସିନେମା ଜଗତରେ ପୁଣି ଖେଳିଗଲା ଶୋକ ର ଛାୟା ରୋଡ୍ ଆକ୍ସିଡେଣ୍ଟ ରେ ମୃତ୍ୟୁ ବରଣ କରିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

୨୦୨୦ ମସିହାଟି କିପରି ସମସ୍ତଙ୍କ ପାଇଁ ଦୁଃଖର ମସିହା ପାଲଟି ଯାଇଥିଲା ତାହା କାହାକୁ ବା ଜଣାନାହିଁ । ସମସ୍ତେ ଏହି ଆଶାରେ ଥିଲେ ଯେ ତାର ଆଗାମୀ ବର୍ଷ ଅର୍ଥାତ ୨୦୨୧ ମସିହାଟି ସମସ୍ତଙ୍କ ପାଇଁ କିଛି ଖାସ ଏବଂ ନୂଆ ନେଇ ଆସିବ । କିନ୍ତୁ ଚଳିତ ବର୍ଷ ଅର୍ଥାତ ଏହି ୨୦୨୧ ମସିହା ରେ ମଧ୍ୟ କିଛି ଏପରି ଘଟଣା ଘଟୁଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିବେ ।

ଗତ ବର୍ଷଟି ଏତେ ଖରାପ ପ୍ରମାଣିତ ହୋଇଥିଲା ଯାହାକି ସେହି ବର୍ଷକୁ କଳା ବର୍ଷ ବୋଲି ମଧ୍ୟ କୁହାଯାଏ । ଏପଟେ କୋରନା କାରଣରୁ ଦେଶର ଦୁରାବସ୍ଥା ଏବଂ ଏପଟେ ଅନେକ କଳାକାର ଙ୍କ ଜୀବନ ମଧ୍ୟ ଚାଲି ଯାଇଥିଲା ।

ତେଣୁ ସେହି ବର୍ଷ ଆମ ଠାରୁ ଆମର ଅନେକ ପ୍ରିୟ ଫିଲ୍ମ କଳାକାରଙ୍କୁ ମଧ୍ୟ ଆମ ଗହଣରୁ ଛଡ଼ାଇ ନେଇଥିଲା । ଆଜିକାର ଏହି ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଆଉ ଏକ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ବିଷୟରେ କହିବୁ ଯିଏକି ଗତ ୨୦୨୦ ମସିହାରେ ନୁହେଁ ବରଂ ଚଳିତ ବର୍ଷ ୨୦୨୧ ମସିହାରେ ମୃତ୍ୟୁ ବରଣ କରିଛନ୍ତି । ତେଣୁ ସେହି ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ତେବେ ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ ଆପଣଙ୍କୁ କହୁଛୁ ସେ ଆଉ କେହି ନୁହଁନ୍ତି ବରଂ ବୀଗ ବୋସ ୧୪ ରେ ଥିବା ଅଭିନେତ୍ରୀ ପିସ୍ତା କଡ଼କର । ତାଙ୍କୁ ଆମେ ବିଗ ବୋସ ରିୟାଲିଟି ଶୋ ରେ ନିଶ୍ଚିତ ଭାବରେ ଦେଖିଥିବା । ପୁଣି ସେ ଖତରୋ କି ଖିଲାଡ଼ି ରେ ମଧ୍ୟ ପ୍ରତିଯୋଗୀ ଭାବରେ ରହିଥିଲେ ।

ତାଙ୍କୁ ପୁଣି ବୀଗ ବୋସ ୧୪ ର ଟ୍ୟାଲେଣ୍ଟ ମ୍ୟାନେଜର ବୋଲି ମଧ୍ୟ କୁହାଯାଇଥାଏ । ତେବେ ତାଙ୍କ ସମ୍ବନ୍ଧରେ ଏକ ଖବର ଶୁଣା ଯାଇଛି ଯାହାଦ୍ୱାରା ତାଙ୍କ ଫ୍ୟାନ ଏବଂ ଅନ୍ୟ ବୋଲିଉଡ଼ ସେଲିବ୍ରିଟି ଙ୍କ ମଧ୍ୟରେ ଦୁଃଖର ଛାୟା ଖେଳି ଯାଇଛି ।

ପିସ୍ତା ଗତ ଶୁକ୍ରବାର ଦିନ ଶୁଟିଂ କୁ ଯାଇ ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣା ଦ୍ଵାରା ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ବାସ୍ତବ କଥା ହେଉଛି ଯେ ସେ ଶୁକ୍ରବାର ଦିନ ଶୁଟିଂ ପରେ ନିଜ ସ୍କୁଟି ଯୋଗେ ଘରକୁ ଫେରିଥିଲେ ଏହି ସମୟରେ ତାଙ୍କ ସ୍କୁଟି ସ୍ଲିପ କରିବାରୁ ସେ ତଳେ ପଡ଼ି ଯାଇଥିଲେ । ମାତ୍ର ପଛରୁ ଆସୁଥିବା ଏକ ଲୋରୀ ତାଙ୍କୁ ଧକ୍କା ଦେବା କାରଣରୁ ତାଙ୍କର ଅନେକ କ୍ଷତ ବିକ୍ଷତ ହୋଇଥିଲା ।

କିନ୍ତୁ ଅଧିକ ରକ୍ତସ୍ରାବ କାରଣରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଇଣ୍ଟରନାଲ ଇଂଯ୍ୟୁରୀ କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ଏହି ଘଟଣା ଶୁଣିବା ପରେ ସମଗ୍ର ଅଭିନେତ୍ରୀଙ୍କ ମନରେ ଦୁଃଖର ଛାୟା ଖେଳି ଯାଇଛି । ଏମିତିକି ତାଙ୍କ ପରିବାରବର୍ଗ ଏବଂ ସାଙ୍ଗସାଥି ମାନେ ତାଙ୍କ ବିଚ୍ଛେଦକୁ ସହ୍ୟ କରି ପାରି ନାହାଁନ୍ତି ଏବଂ ବିଶ୍ୱାସ ମଧ୍ୟ କରି ପାରି ନାହାଁନ୍ତି । ତେବେ ସମସ୍ତେ ତାଙ୍କ ଆତ୍ମା ର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।