ବେଶ୍ୟାଳୟରେ ସୁନ୍ଦରୀ ବେଶ୍ୟା ଖୋଜିବା ବେଳେ ମିଳିଗଲେ ହଜି ଯାଇଥିବା ଭଉଣୀ।ଆଉ ତାପରେ…….

କୁହାଯାଏ ଯେ ପ୍ରେମ ହେଉଛି ଶାଶ୍ୱତ,ପ୍ରେମ ଅମର, ପ୍ରେମ ପବିତ୍ର।ପ୍ରେମ କୌଣସି ଜାତି,ଗୋତ୍ର,ବର୍ଣ୍ଣ, ବୟସ କିଛି ଦେଖି ନଥାଏ।କିନ୍ତୁ ଆଜିର ପ୍ରେମି ଯୁଗଳ ମାନେ ପ୍ରେମ କୁ କଳଙ୍କିତ କରିବା ସହିତ ବିବାହର ଅର୍ଥ କୁ ଭୁଲି ସାରିଲେଣି।ସେମାନେ ପ୍ରେମ ର ପ୍ରକୃତ ଅର୍ଥ କୁ ଭୁଲି ଗଲେଣି।

ଆଜିର ଏହି ପ୍ରେମି ଯୁଗଳ ମାନେ ପ୍ରେମ କୁ ଶାରିରୀକ ଆକର୍ଷଣର କେନ୍ଦ୍ରବିନ୍ଦୁ କରି ସାରିଲେଣି।ଯାହା ବାସ୍ତବରେ ଏକ ଭୁଲ ମାନସିକତା।ଆଜି ଅଧିକାଂଶ ପ୍ରେମ ସ୍ଥାପନ ହେଉଛି କେବଳ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ।ଆମେ ଅଧିକାଂଶ ସମୟରେ ଦେଖୁଛୁ କି ପୁଅ ମାନେ ଗୋଟିଏ ଝିଅ ସହ ସେକ୍ସ୍ କରି ପୁଣି ଆଉ ଜଣଙ୍କୁ ଭଲ ପାଉଛନ୍ତି ତ କେତେବେଳେ ପୁଣି ଝିଅ ମାନେ ଗୋଟିଏ ପୁଅକୁ ଭଲ ପାଇ,ତା ପାଖରୁ ସବୁ ଟଙ୍କା ଖୋଳ କରି ଦେବା ପରେ ପୁଣି ଆଉ ଗୋଟିଏ ପୁଅକୁ ଧରୁଛନ୍ତି।

ବେଳେବେଳେ ଏମିତି ମଧ୍ୟ ଦେଖିବା ପାଇଁ ମିଳୁଛି କି ଜଣେ ପୁଅର ଏକାଧିକ ପ୍ରେମିକା ଥିବା ବେଳେ, ଗୋଟିଏ ଝିଅର ମଧ୍ୟ ଏକାଧିକ ପ୍ରେମିକ ରହୁଛି।ଅର୍ଥାତ କଳିଯୁଗ ରେ ପ୍ରେମ ଆଉ ପବିତ୍ର ହୋଇ ରହି ନାହିଁ।

ଲଭ,ସେକ୍ସ୍ ଓ ଶେଷରେ ଧକ୍କା ପରି ଏକ ଘଟଣା ଏବେ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ହେଉଛି।ତେବେ ଘଟଣା ଟି ଘଟିଛି ବିହାରରେ।ଏଠାରେ ଜଣେ ଯୁବତୀ ଙ୍କୁ ଅସଦ ଖଲ୍ଲି ନାମକ ଜଣେ ଯୁବକ ପ୍ରେମ କରୁ ଥିଲେ।ଯୁବକ ଜଣଙ୍କ ଯୁବତୀଙ୍କୁ ବିବିଭିନ୍ନ ପ୍ରକାର ସ୍ୱପ୍ନ ଦେଖାଇ ବିବାହ କରିବା ପାଇଁ କହି ଥିଲେ।

ପରେ ଯୁବତୀ ଜଣଙ୍କ ତାଙ୍କୁ ବିବାହ କରିବା ପାଇଁ ରାଜି ହେବାରୁ, ଯୁବକ ଜଣଙ୍କ ତାଙ୍କୁ ନେଇ ଦିଲ୍ଲୀ ଚାଲି ଯାଇ ଥିଲେ।ଦିଲ୍ଲୀରେ ପହଂଚିବା ପରେ ଯୁବକ ଜଣକ ତାଙ୍କ ପ୍ରେମିକା କୁ ଏକ ବେଶ୍ୟାଳୟରେ ବିକ୍ରି କରି ଦେଇ ଥିଲେ।

ଏହାର କିଛି ମାସ ପରେ ଏହି ଯୁବତୀଙ୍କ ଜଣେ ସମ୍ପର୍କୀୟ ଭାଈ ଏକ ସୁନ୍ଦରୀ ବେଶ୍ୟା ର ସନ୍ଧାନରେ ବିହାରରୁ ଦିଲ୍ଲୀ ଯାଇ ଥିଲେ।ସେଠାରେ ବେଶ୍ୟାଳୟରେ ପହଂଚିବା ପରେ ସେ ବେଶ୍ୟାଳୟର ମାଲିକାଣି ଙ୍କୁ ତାଙ୍କର ଇଚ୍ଛା ବିଷୟରେ କହି ଥିଲେ।ପରେ ମାଲିକାଣି ବେଶ୍ୟାଳୟର ସମସ୍ତ ଯୁବବତୀଙ୍କୁ ସମ୍ନା କୁ ଡାକି ଥିଲେ।ତେବେ ସେମାନଙ୍କ ମଧ୍ୟରେ ଜଣେ ଯୁବତୀଙ୍କୁ ଦେଖି ଏହି ଯୁବକ ଜଣକ ଆଶ୍ଚର୍ଯ୍ୟ ହୋଇ ଗଲେ।

କାରଣ ସେଥି ମଧ୍ୟରୁ ଜଣେ ଯୁବକ ଙ୍କ ସମ୍ପର୍କୀୟ ଭଉଣୀ ଥିଲେ।ତେଣୁ ଯୁବକ ଜଣକ ଟିକିଏ ବୁଦ୍ଧି ଖର୍ଚ୍ଚ କରି ସେହି ଯୁବତୀଙ୍କୁ ବେଶ୍ୟା ଭାବରେ ଏକ ରୁମ କୁ ନେଇ ଯାଇ ଥିଲେ। ସେଠାରେ ଯୁବତୀ ମଧ୍ୟ ତାଙ୍କୁ ଚିହ୍ନି ପାରି ଥିଲେ।ପରେ ଯୁବତୀ ଜଣଙ୍କ ତାଙ୍କ ଭାଇକୁ ସବୁ କଥା କହି ଥିଲେ।ପରେ ଯୁବକ ଜଣଙ୍କ ସେହି ଯୁବତୀଙ୍କ ଘରକୁ ଯାଇ ତାଙ୍କ ଝିଅ ବିଷୟରେ କହି ଥିଲେ ଓ ପୋଲିସ କୁ ସୂଚନା ଦେଇଥିଲେ।

ପରେ ଯୋଜନା ମୁତାବକ ଯୁବକ ଜଣଙ୍କ ପୁଣିଥରେ ସେହି ବେଶ୍ୟାଳୟ କୁ ଯାଇଥିଲେ ଓ ସେହି ଯୁବତୀ ଙ୍କୁ ଏକ ରୁମ ଭିତରକୁ ନେଇ ଯାଇଥିଲେ ଓ ପୋଲିସ କୁ ଫୋନ କରିଥିଲେ।ପୋଲିସ ୫ ମିନିଟ ମଧ୍ୟରେ ସେଠାରେ ପହଂଚି ଥିଲା ଓ ସେହି ଯୁବତୀଙ୍କୁ ଉଦ୍ଧାର କରି ଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।