ରାତି ୨ ଟାରେ ସୋସିଆଲ ମିଡ଼ିଆରେ ଲାଇଭ ଆସି ଏମିତି କହିଲେ ଓଡ଼ିଆ ହିରୋଇନ ଅର୍ଚ୍ଚିତା।ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଓଲିଉଡ, ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ତ ପୁଣି କେତେବେଳେ ସେମାନେ ତାଙ୍କର ଚମତ୍କାର ଅଭିନୟ ପାଇଁ।

ସବୁ ବେଳେ ସେ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି। ତେବେ ନିକଟ ଅତୀତ ରେ ଏକ ଓଲିଉଡ ଅଭିନେତ୍ରୀ ଙ୍କ ର ଲାଇଭ ଭିଡିଓ ସୋସିଆଲ ମିଡିଆ ରେ ପ୍ରବଳ ମାତ୍ରା ରେ ଭାଇରାଲ ହେବା ରେ ଲାଗିଛି।ତେବେ ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହନ୍ତି ଓଲିଉଡ ର ହଟ୍ ଏବଂ ସେକ୍ସି ଗାର୍ଲ ଅଥବା ଅର୍ଚ୍ଚିତା ସାହୁ।ଯିଏ କି ନିଜ ର ସୁନ୍ଦରତା ପାଇଁ ଅଧିକ ପ୍ରସିଦ୍ଧ। ତାଙ୍କୁ ପ୍ରକୃତି ସୁନ୍ଦରୀ ବୋଲି ମଧ୍ୟ କୁହା ଯାଏ।

ଅର୍ଚ୍ଚିତା ସାହୁ ନିଜର ଚମତ୍କାର ଅଭିନୟ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି।ସେ ପୂର୍ବରୁ ମଧ୍ୟ ଅନେକ ରିଏଲିଟି ଶୋ ରେ କାର୍ଯ୍ୟ କରି ସାରିଛନ୍ତି।କେବଳ ଚଳଚ୍ଚିତ୍ର ନୁହେଁ ବରଂ ସେ କେତେକ ରିଏଲିଟି ଶୋ ରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ତାଙ୍କର ଅଭିନୟ ପ୍ରତି ନିଷ୍ଠା ଓ ଭଲ ପାଇବା ଦ୍ୱାରା ସେ ଆଜି ଅନେକ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି।ସେ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ସମସ୍ତଙ୍କର ଅତି ପ୍ରିୟ ହୋଇ ପାରିଛନ୍ତି।ଆପଣ ମାନେ ଜାଣି ଥିବେ କି ଅର୍ଚ୍ଚିତା ମିସ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଥିଲେ ଏବଂ ସେଠାରେ ସେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହି ଥିଲେ।

ତେଣୁ ତାଙ୍କ ସୌନ୍ଦର୍ଯ୍ୟ ର ଫ୍ୟାନ୍ସ ଅନେକ ଲୋକ ହୋଇ ଯାଇଛନ୍ତି।’ଓ ମାଇଁ ଲଭ’ ପରି ଏକ ସୁନ୍ଦର ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ପାଇଁ ସେ ଦର୍ଶକଙ୍କ ଖୁବ ପ୍ରିୟ ହୋଇ ପାରି ଥିଲେ।ତାଙ୍କର ସୌନ୍ଦର୍ଯ୍ୟ ଓ ଚମତ୍କାର ଅଭିନୟ ଦ୍ୱାରା ଓଲିଉଡ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି।ଏହା ପରେ ସେ ଅନେକ ସୁପରହିଟ ଚଳଚ୍ଚିତ୍ରରେ କାମ କରି ଥିଲେ।ସେଥିରେ ମଧ୍ୟ ସେ ତାଙ୍କ ଚମତ୍କାର ଅଭିନୟ ର ଛାପ ଛାଡ଼ି ଥିଲେ।

ଏହା ପରେ ସେ ଆଉ ଅଟକି ନାହାଁନ୍ତି।ଗୋଟିଏ ପରେ ସୁପରହିଟ ଫିଲ୍ମ ଭେଟି ଦେଇଛନ୍ତି ଓଡ଼ିଶାବାସୀ ଙ୍କୁ ଏବଂ ଖୁବ ଅଳ୍ପ ସମୟ ମଧ୍ୟରେ ସେ ବନି ଯାଇଛନ୍ତି ସମସ୍ତଙ୍କ ଅତି ପ୍ରିୟ ନାୟିକା।ତେବେ ଗତକାଲି ରାତି ପ୍ରାୟ ୨ ଟାରେ ଅର୍ଚ୍ଚିତା ଫେସବୁକ ରେ ଲାଇଭ ଆସି ଥିଲେ।

ସେ ଏବେ ‘ରୋଲ ନମ୍ବର-୨୭’ ର ସୁଟିଂ ରେ ବ୍ୟସ୍ତ ଅଛନ୍ତି।ତେଣୁ ସେ ସେହି ସୁଟିଂ ସେଟ ଭିତରେ ଥାଇ ଲାଇଭ ଆସି ଥିଲେ।ସେ ତାଙ୍କର ସମସ୍ତ ପ୍ରଶଂସକ ମାନଙ୍କୁ ଆଇ ଲଭ୍ୟୁ କହିଥିଲେ।ବହୁତ ଦିନ ଧରି ତାଙ୍କ ଫ୍ୟାନ ମାନଙ୍କ ସହ କଥା ହୋଇ ନଥିବାରୁ ସେ ବହୁତ ଦୁଃଖରେ ଅଛନ୍ତି ବୋଲି ସେ କହିଥିଲେ।ତେଣୁ ସେ ଲାଇଭ ଆସି ବହୁତ ଖୁସି ଅଛନ୍ତି ବୋଲି ସେ କହି ଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।