ପୁଣି ଜଙ୍ଗଲରେ ଧରା ପଡିଲେ ପ୍ରେମୀ ଯୁଗଳ , ଦୁଇ ଝିଅ ଗୋଟିଏ ପୁଅ ଜଙ୍ଗଲରେ କରିଲେ କିଛି ଏପରି କାର୍ଯ୍ୟ , ଯାହା ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ

ପୂର୍ବରୁ ଯଦି କେହି ବ୍ୟକ୍ତି ପ୍ରେମ କରୁଥିଲେ ତେବେ ସେହି ପ୍ରେମକୁ ଅନେକ ଲୋକ ଆଜି ପର୍ଯ୍ୟନ୍ତ ବି ସ୍ମରଣ କରି ସମସ୍ତଙ୍କୁ ସେହି ଉଦାହରଣ ଦେଇଥାନ୍ତି କାରଣ ସେହି ସମୟର ପ୍ରେମ ମଧ୍ୟ ସେହିପରି ଥିଲା । କିନ୍ତୁ ବର୍ତ୍ତମାନ ସମୟରେ ପ୍ରେମର ସଂଜ୍ଞା ଯେପରି ବଦଳି ଯାଇଛି । ପୂର୍ବରୁ ଲୋକେ ପରସ୍ପରର ହୋଇ ନପାରିଲେ ବି ସୁଦ୍ଧା ପ୍ରାଣରୁ ଭଲ ପାଉଥିଲେ । ପୁଣି ପାଖରେ ନଥାଇ , କେବେବି ଦେଖା ନହେବା ଆଶା ଥିଲେ ବି ସୁଦ୍ଧା ଜୀବନସାରା ସେହିପରି ଭଲ ପାଉଥିଲେ ।

କିନ୍ତୁ ଆଜିକା ସମୟର ପ୍ରେମ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ତାହା ଆପଣ ମାନେ ଏବେକାର ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ଭିଡ଼ିଓରୁ ଜାଣି ପାରୁଥିବେ । ଆପଣ ମାନେ ଜାଣି ପାରୁଥିବେ ଯେ ଏବେକାର ଲୋକଙ୍କର ପ୍ରେମ କେଉଁ ସ୍ତରର ।

ସେମାନେ ମନରୁ କାହାକୁ ପ୍ରେମ କରନ୍ତି ନାହିଁ କେବଳ ନିଜର ଇଚ୍ଛା ପୂରଣ ପାଇଁ ପ୍ରେମ କରିଥାନ୍ତି । ପ୍ରେମ ପାଇଁ କେବଳ ପାଖରେ ରହିବା ଜରୁରୀ ନୁହେଁ। ତେବେ ଆଜିକାର ଏହି ପୋଷ୍ଟରେ ଆମେ ଏପରି ଏକ ଘଟଣା ବିଷୟରେ କହିବୁ ଯେଉଁଥିରେ ଦୁଇ ପୁଅ ଝିଅ ଭ୍ୟାଲେଣ୍ଟାଇନ ଅବସରରେ ଶୁନଶାନ ରାସ୍ତାରେ କିଛି ଏପରି କାର୍ଯ୍ୟ କରୁଥିଲେ ଯାହାଦ୍ୱାରା ତାଙ୍କୁ ସ୍ଥାନୀୟ ଲୋକେ ଦେଖି ପଚରା ଉଚୁରା କରିଥିଲେ ।

ତେବେ ସେହି ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ତେବେ ପଞ୍ଜାବ ରେ ଏକ ଗ୍ରାମର ଦୁଇ ପୁଅ ଝିଅ ଭ୍ୟାଲେଣ୍ଟାଇନ ଅବସରରେ ଶୁନଶାନ ରାସ୍ତାରେ ଥିବା ସମୟରେ କିଛି ଲୋକ ତାଙ୍କୁ ଅଟକ ରଖିଥିଲେ ।

ତାଙ୍କୁ ପଚରା ଉଚୁରା ମଧ୍ୟ କରିଥିଲେ । ଏପରିକି ଦୁଇ ଝିଅଙ୍କୁ ତାଙ୍କ ବାପା କିଏ ବୋଲି ପଚାରି ଥିଲେ । ସୂଚନା ଅନୁଯାୟୀ ଝିଅ ଦୁଇଜଣ +୨ ର ଛାତ୍ରୀ ଥିଲେ । ଯାହାକି ସେମାନେ ନିଜେ ସମସ୍ତଙ୍କ ସାମ୍ନାରେ ସ୍ୱୀକାର ମଧ୍ୟ କରିଥିଲେ ।

ତେବେ ଲୋକଙ୍କ ପଚରା ଉଚୁରା ପରେ ସେମାନେ ସବୁକିଛି କୁ ସ୍ୱୀକାର କରିବା ସହିତ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । କହିଥିଲେ ଯେ ଆଗକୁ କେବେବି ଏପରି ହେବନାହିଁ । କିନ୍ତୁ ଲୋକେ ତାଙ୍କ କଥା ମାନି ନଥିଲେ । ସେଠାରେ ଥିବା କିଛି ଲୋକ ଏହାର ଭିଡ଼ିଓ ରେକର୍ଡ଼ କରିଥିଲେ ଏବଂ ପରେ ତାହା ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହୋଇଥିଲା ।

ତେବେ ଏପରି ଘଟଣା ଘଟିବା ଆଗରୁ ହିଁ ଲୋକଙ୍କୁ ହଜାରେ ଥର ଭାବିବା ଉଚିତ ଯେ ଏପରି କାମ କରିବା ଦ୍ୱାରା କାହାର କ୍ଷତି ହେବ । କାରଣ ଏପରି କରିବା ଦ୍ୱାରା ପ୍ରଥମତଃ ନିଜର ଏବଂ ଦ୍ୱିତୀୟରେ ତାଙ୍କ ପରିବାରର କ୍ଷତି ହେବ ।

ତେଣୁ ସମଗ୍ର ଯୁବ ସମାଜକୁ ଏହି କଥା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ଯେ ଏବେକା ସମୟରେ ସବୁଠାରୁ ଅଧିକ ଶକ୍ତିଶାଳୀ ହେଉଛି ସୋସିଆଲ ମିଡ଼ିଆ ଯାହା ଇମେଲ ଠାରୁ ବି ଅଧିକ ଦ୍ରୁତ ତେଣୁ ପ୍ରତ୍ୟେକ କାର୍ଯ୍ୟ କରିବା ଆଗରୁ ନିଶ୍ଚିତ ଭାବରେ ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।