ହେଡ ଫୋନ ନେଇ ପାରେ ଆପଣଙ୍କ ଜୀବନର ସବୁ ଖୁସି । ହେଡ ଫୋନ ବ୍ୟବହାର କରୁଥିଲେ ପଢନ୍ତୁ

ଆଜି କାଲି ଦୁନିଆରେ ବିଜ୍ଞାନ ଏତେ ମାତ୍ରା ରେ ଆଗେଇ ଲାଣି ଯାହା କି ଲୋକ ମାନେ ଯେଉଁ କାମ ପାଇଁ 8 ଦିନ ସମୟ ଲୋଗଉ ଥିଲେ । ଆଜି କିନ୍ତୁ ଆମ ବିଜ୍ଞାନ ପାଇଁ ଆଜି ଆମେ 8 ଦିନ ର କାମ କୁ ଗୋଟେ ସେକେଣ୍ଡ ଆମେ କରି ପାରୁଛେ ।

ଯେମିତି ଦୂରରେ ଥିବା ବନ୍ଧୁ ମାନଙ୍କ ସହ କଥା ହେବା ପାଇଁ ଆମେ ତାଙ୍କ ପାଖକୁ ଚିଠି ପଠେଇ ଥାଉ । କିନ୍ତୁ ସେ ଠିଟି ପହଂଚି ବାକୁ 8 ଦିନ ସମୟ ଲାଗୁଛି । କିନ୍ତୁ ଆଜି ବିଜ୍ଞାନ କଣ କରିଛି ସେହି କାମ ପାଇଁ ଗୋଟେ ଦିନରେ କଥା ଯାଇ ପହଞ୍ଚେଇ ପାରିଛି । କେମିତି ମୋବାଇଲ ସହାର୍ଯ୍ୟରେ ।

କିନ୍ତୁ ଗୋଟିଏ ମୋବାଇଲ ଆମକୁ ଯେତେ ସାହାର୍ଯ୍ୟ କରେ ସେତେ ମଧ୍ୟ କ୍ଷତି ପହଞ୍ଚେଇ ଥାଏ । ତେବେ ଆଜି ଆମେ ଏମିତି ଗୋଟେ ଜିନିଷ ବିଷୟରେ କହିବୁ ଯାହା ଆପଣକୁ ବହୁତ କ୍ଷତି ପହଂଚାଉଛି । ତେବେ ଆସନ୍ତୁ ଜାଣିବା ।

ହେଡ ଫୋନ ଆମକୁ ଶୁଣିବାରେ ବହୁତ ସାହାର୍ଯ୍ୟ କରେ । ଆମେ ଯେତେବେଳେ ଗାଡି ରେ ଯାଉଥାଉ ସେତେବେଳେ ମୋବାଇଲ କାଢ଼ିବାକୁ ସମୟ ନ ଥାଏ ହେଲେ ସେତେବେଳେ ହେଡ ଫୋନ ଆମକୁ ବହୁତ ସାହାର୍ଯ୍ୟ କରି ଥାଏ । ଲୋକ ଗହଳି ରେ ଥିବା ସମୟରେ ମଧ୍ୟ ଗୋଟେ ଭିଡିଓ ଆମେ ମନ ଖଲି ଦେଖି ପାରି ନ ଥାଉ । କିନ୍ତୁ ଏହି ହେଡ ଫୋନ ଆମକୁ ବହୁତ ସାହାର୍ଯ୍ୟ କରେ ।

ତେବେ ଏହି ହେଡ ଫୋନ ମଧ୍ୟ ଆମକୁ ବହୁତ କ୍ଷତି ପହଞ୍ଚାଇ ଥାଏ । ଯଦି ଆମେ ହେଡ ଫୋନ ର ସାଉଣ୍ଡ 90 ଡେସିବେଲ ରୁ ଅଧିକ ସାଉଣ୍ଡ ରେ ଶୁଣି ଥାଉ ତାହାଲେ ଆମ କାନକୁ କିଛି ହେଲେ ମଧ୍ୟ ସୁଭା ଯିବ ନାହିଁ । ଆମେ କାଲା ହେଇ ଯିବାର ସମ୍ଭାବନା ରହିଛି । ତେଣୁ ବନ୍ଧୁ ମାନେ ସାବଧାନ ।
ଏହି ହେଡ ଫୋନ ଆମ କାନକୁ ଖରାପ କରି ଥାଏ । ଯାହା ଫଳରେ ଆମର ଶ୍ରବଣ ଶକ୍ତି ହ୍ରାସ ପାଇ ଥାଏ । ଏବଂ ଅଧିକ ସାଉଣ୍ଡ ଶୁଣିବା ଦ୍ୱାରା ଆମ ମୁଣ୍ଡକୁ ମଧ୍ୟ ପ୍ରେସର ହୋଇ ଥାଏ । ତେଣୁ ମଣ୍ଡ ମଧ୍ୟ ଖରାପ ହୋଇ ଥାଏ । ତେବେ ବନ୍ଧୁ ମାନେ ଆହୁରି ଗୋଟିଏ କଥା ଅଛି ।

କାହାରି ହେଡ ଫୋନ ବ୍ୟବହାର କରିବା କଥା ନୁହଁ । ନହେଲେ ବହୁତ କ୍ଷତି ରେ ପଡିବେ ଆପଣ । ଆଉ କାହା ହେଡ ଫୋନ ରେ ଶୁଣିବା ଦ୍ୱାରା ସଂକ୍ରମଣ ରଗରେ ପଡିବା ସିନିଶ୍ଚିତ । ଯେମିତିକି ନିଜର କାନ ବଥା କରିବା , ନିଜର କାନ କୁଣ୍ଡାଇ ହେବ , ତେଣୁ ଏହି ସବୁ ରୋଗରେ ପଡିବା ସୁନିଶ୍ଚିତ । ତେଣୁ ଆଉ କାହାର ହେଡ ଫୋନ ବ୍ୟବହାର କରନ୍ତୁ ନାହିଁ । ତେବେ ସୁସ୍ଥ ରୁହନ୍ତୁ ନିଜ ଜୀବନ ନିଜ ହାତରେ । ଖୁସିରେ ରୁହନ୍ତୁ ଅନ୍ୟକୁ ବୁଝାନ୍ତୁ ଭଗବାନ ତୁମର ମଙ୍ଗଳ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।