ଦେଖନ୍ତୁ ଭିଡ଼ିଓ ! ଝିଅଙ୍କୁ ଘାରିଛି ମଦ ନିଶା । ଏହି ଯୁବତୀଙ୍କ ମଦ ପିଆ ଷ୍ଟାଇଲ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ବାପା ମାଆ ପିଲାଟିକୁ ଜନ୍ମ ଦେଲା ପରେ ତାର ଲାଳନ ପାଳନ କରନ୍ତି।ପିଲାର ଖୁସି ପାଇଁ ନିଜର ଖୁସି କୁ ଭୁଲି ଯାଆନ୍ତି।ନିଜେ ଭୋକିଲା ରହି ନିଜର ସନ୍ତାନ କୁ ଖୁଆନ୍ତି।ନିଜେ ଛିଣ୍ଡା ଫଟା ବସ୍ତ୍ର ପିନ୍ଧନ୍ତି ସତ କିନ୍ତୁ ନିଜ ପିଲା କୁ ଭଲ ବସ୍ତ୍ର ଆଣି ଦିଅନ୍ତି।ନିଜେ ଅଶିକ୍ଷିତ ଥିଲେ ମଧ୍ୟ ନିଜ ସାନ୍ତାନ କୁ ଶିକ୍ଷିତ କରିବାକୁ ଚେଷ୍ଟା କରନ୍ତି।କାରଣ ପିଲା ଦୁଇ ଅକ୍ଷର ପାଠ ପଢ଼ି ଚାକିରୀ କରିଲେ ବାପା ମାଙ୍କ ମୁଣ୍ଡରୁ ଗୋଟିଏ ଚିନ୍ତା ଦୂର ହୋଇଥାଏ।

କେବଳ ବାପା ମାଆ ନୁହଁନ୍ତି ସରକାର ମଧ୍ୟ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢି ଆଗକୁ ବଢ଼ିବାରେ ସାହାଯ୍ୟ କରୁଛନ୍ତି।କାରଣ ଆଜିର ସଭ୍ୟ ଶିକ୍ଷିତ ସମାଜର ଅଂଶ ବିଶେଷ ହେଉଛନ୍ତି ଆଜିର ଯୁବପିଢି।

ସେମାନେ ଠିକ୍ ରହିଲେ ଉଚିତ୍ ମାର୍ଗରେ ନିଜକୁ ପରିଚାଳିତ କଲେ ଯାଇ ସମାଜର ପରିବର୍ତ୍ତନ ସହିତ ସମାଜ ଓ ସଂସ୍କୃତି ର ସଭ୍ୟତା ବୃଦ୍ଧି ପାଇବ। ଆଉ ସେହି ଯୁବ ପୀଢ଼ି ମାନେ ଯଦି ଭୁଲ୍ ମାର୍ଗରେ ନିଜକୁ ପରିଚାଳିତ କରନ୍ତି ତେବେ ସବୁ ସରିଲା। ସେହିଠାରେ ହିଁ ସମାଜର ଉନ୍ନତି ର ଦଉଡ଼ି ଛିନ୍ନ ହୋଇଯାଏ।

ତେବେ ଆମେ ଆପଣଙ୍କୁ ଏସବୁ କଥା ଏହି ପାଇଁ କହୁଛୁ କାରଣ ଆଜିର ସମାଜରେ ପାଠ ପଢୁଆ ଯୁବପିଢି ମାନେ କିଛି ଏମିତି କାର୍ଯ୍ୟ କରୁଛନ୍ତି ଯାହା ସମାଜ ପାଇଁ ଲଜ୍ୟାକର ସ୍ଥିତି ସୃଷ୍ଟି କରୁଛି।ତା ମଧ୍ୟରୁ କିଛି ଏଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳୁଛି ଯାହା ନିଜକୁ ସମାଜ ଆଗରେ ନୀଚ୍ଚ କରି ଦେଉଛି।

ଏଭଳି ଘଟଣା ଦେଖିଲେ ସମାଜର ବୁଦ୍ଧିଜୀବୀ ମାନେ ଏହା କହିବା ବିଧେୟ ଯେ ନିଜର ସଂସ୍କାର ଏବଂ ନୀତି ନିୟମ କୁ ତିଳେ ହେଲେ ବି ଖାତିର ନକରି କୁପଥ ରେ ନିଜକୁ ନେଇ ଯାଉଛନ୍ତି କିଛି ନୈତିକତା ହୀନ ଯୁବପିଢି। ଏଠାରେ କୁହା ଯାଇ ପାରେ ଏହିସବୁ କାର୍ଯ୍ୟ ପାଇଁ ବାସ୍ତବରେ ଦାୟୀ କିଏ। ଆଜିର ଆଧୁନିକ ସମାଜର ରଙ୍ଗ ଢ଼ଙ୍ଗ କାର୍ଯ୍ୟ କଲାପ ନା ଉପଯୁକ୍ତ ସଂସ୍କାର ର ଅଭାବ। ଏହାରି ଭିତରେ ଛନ୍ଦି ହୋଇ ଯାଉଛି ଆଜିର ମଣିଷ ର ଦ୍ବନ୍ଦାତ୍ମକ ପ୍ରଶ୍ନ।

ସେ ଯାହାବି ହେଉ ଆମେ ଯେଉଁ ଘଟଣା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ତାହା ହେଉଛି ଆଜିର ସମାଜର ବାସ୍ତବ ପ୍ରତିଫଳନ ବା ପ୍ରତିଛବି।ଏକ ଜଙ୍ଗଲ ମଧ୍ୟରେ ଦୁଇ ଜଣ କଲେଜ ଛାତ୍ରୀ ଜଙ୍ଗଲରେ ମଦ୍ୟପାନ କରୁଛନ୍ତି।ଆଉ ଏହାର ଭିଡ଼ିଓ ଉତ୍ତୋଳନ କରୁଛନ୍ତି ତାଙ୍କର ଜଣେ ପୁରୁଷ ବନ୍ଧୁ।

ଆଉ ପରେ ଏହି ଭିଡ଼ିଓ ଟିକୁ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ କରୁଛନ୍ତି।ତେବେ ଏହି ଭିଡ଼ିଓ ରେ ଶୁଣିବାକୁ ମଧ୍ୟ ମିଳୁଛି କି ଛାତ୍ରୀ ଜଣଙ୍କ ହସି ହସି ଜଣେ ପେଷାଦାର ପରି ମଦ ପିଉଛନ୍ତି।ତେବେ ଏହି ଭିଡ଼ିଓ ଟି କୌଣସି କଲେଜ ପଛରେ ଥିବା ଜଙ୍ଗଲ ପରି ଜଣା ଯାଉଛି।ଆଜିର ଛାତ୍ର ଛାତ୍ରୀ ମାନେ କଲେକ କୁ ଆସି ପାଠ ନପଢ଼ି କୂପଥରେ ଗତି କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।