ଦେଖନ୍ତୁ ଭିଡ଼ିଓ ! ଟ୍ରକରେ ଲୋକଙ୍କ ସାମ୍ନାରେ କରୁଥିଲେ ରୋମାନ୍ସ , ତାପରେ ଯାହା ହେଲା ତାହା ଜାଣିବା ପରେ କେହି ଏପରି କରିବାକୁ ସାହସ କରିବେ ନାହିଁ

ଆଜିକାଲିକା ଦୁନିଆରେ ପ୍ରେମ ର ଅର୍ଥ ଏବଂ ରୂପ ଏବଂ ପୂର୍ବ ଯୁଗର ପ୍ରେମର ରୂପ କୁ ଯଦି ଆମେ ଧରିନେବା ତାହାଲେ ଏହି ଦୁଇଟି ମଧ୍ୟରେ ପାର୍ଥକ୍ୟ ଖୁବ ଅଧିକ ଦେଖାଯିବ କିନ୍ତୁ ସାମଞ୍ଜସ୍ୟ ଖୁବ କମ ଦେଖାଯିବ । ତେବେ ପୂର୍ବ ଯୁଗର ପ୍ରେମ ବିଷୟରେ ଜଣେ ଶୁଣିଲେ ସେମିତି ପ୍ରେମ କରିବାକୁ ଇଚ୍ଛା ହେବ ।

ସେହି ସମୟରେ ପ୍ରେମ ସଫଳ ନହେଲେ ବି ସୁଦ୍ଧା ସେଥିରେ ପବିତ୍ରତା ଥିଲା ଏବଂ ସତ୍ୟତା ଥିଲା । କିନ୍ତୁ ଆଜିକା ସମୟର ପ୍ରେମ ଏକ ଲାଳସା କିମ୍ବା ବ୍ୟବସାୟ ପାଲଟି ଗଲାଣି । ବର୍ତ୍ତମାନ ଖବରକାଗଜରେ , ସୋସିଆଲ ମିଡିଆରେ ଏବଂ ନ୍ୟୁଜ ଚ୍ୟାନେଲ ମାନଙ୍କରେ ପ୍ରାୟ ପ୍ରତ୍ୟେକ ଦିନ ଏପରି ଘଟଣା ଶୁଣିବାକୁ ମିଳିଥାଏ ଯେ କେହି ପ୍ରେମ ପାଇଁ ଆତ୍ମହତ୍ୟା କରିଛି କିମ୍ବା କେହି କାହାର ହତ୍ୟା କରିଛି । କିମ୍ବା କେହି କାହାର ଇଜ୍ଜତ ସହିତ ଖେଳିଛି ।

ଏପରି ଅନେକ ଘଟଣା ସୋସିଆଲ ମିଡିଆରେ ଦେଖା ଯାଇଥାଏ । ଆଜିକାର ଏହି ଲେଖାରେ ଆମେ ଆଉ ଏକ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିବା ଭିଡ଼ିଓ ସମ୍ବନ୍ଧରେ କହିବାକୁ ଯାଉଛୁ । ତେବେ ଏହି ଭିଡ଼ିଓ ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ତେବେ ଯେଉଁ ଭିଡ଼ିଓ ଟି ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ସେହି ଭିଡ଼ିଓଟିକୁ ଆପଣ ଦେଖିଲେ ଭଲ ଭାବରେ ଜାଣି ପାରିବେ ଯେ ସେଥିରେ ଏକ ଚଳନ୍ତା ଟ୍ରକ ମଧ୍ୟରେ କିଛି ଏପରି ଘଟଣା ଘଟୁଥିଲା ଯାହାକୁ ଲୋକେ ଦେଖିଲେ ନିଜକୁ ମଧ୍ୟ ଲଜ୍ଜିତ ଅନୁଭବ କରିବେ । ତେବେ ସେହି ଭିଡ଼ିଓ ଅନୁଯାୟୀ ଏକ ଟ୍ରକ ମଧ୍ୟରେ ଜଣେ ଟ୍ରକ ଡ୍ରାଇଭର ଏବଂ ଜଣେ ଯୁବତୀ ଥିଲେ ।

ଡ୍ରାଇଭର ଗାଡ଼ି ଚଳାଇବା ସମୟରେ ସେହି ଯୁବତୀ ଙ୍କ ସହିତ ରୋମାନ୍ସ କରିବାରେ ଲାଗିଥିଲେ । ଯାହାକୁ ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ଲୋକ ନିଜ ମୋବାଇଲ ରେ ରେକର୍ଡ଼ କରିଥିଲେ । ସେହି ଯୁବତୀ ଜଣକ ମଧ୍ୟ ଏହାର ମଜା ନେଇଥିଲେ ।

ଉଭୟେ ଜନ ସମାଗମ ସ୍ଥାନରେ ଏପରି କଦର୍ଜ କାର୍ଯ୍ୟ କରିବାରେ ବ୍ୟସ୍ତ ଥିଲେ ଯାହା ବାସ୍ତବରେ ଲଜ୍ଜାର ବିଷୟ ଅଟେ । ତେବେ ଗାଡ଼ି ଚଳାଇବା ସମୟରେ ଜଣେ ଡ୍ରାଇଭର କୁ ସବୁ ଦିଗରେ ଧ୍ୟାନ ରଖିବା ଉଚିତ । ନଚେତ କାହାରି ବି ଜୀବନ ଚାଲି ଯାଇପାରେ । ତେଣୁ ଜଣେ ଡ୍ରାଇଭର ହିସାବରେ ସେ ନିଜର କାମ ଠିକ ଭାବରେ କରୁ ନଥିଲା । କାରଣ ଯଦି ହଠାତ ରାସ୍ତାରେ ଦୁର୍ଘଟଣା ହୋଇ ଯାଇଥାନ୍ତା ତେବେ ବହୁତ ବଡ଼ କ୍ଷତି ହୋଇଥାନ୍ତା ।

ପୁଣି ସେ ଗାଡ଼ି ଚଳାଇବା ସମୟରେ ଲୋକଙ୍କ ସାମ୍ନାରେ ଯେଉଁ ଲଜ୍ଜାଜନକ କାଣ୍ଡ ଘଟାଉଥିଲା ତାହା ଆହୁରି ଚିନ୍ତାର ବିଷୟ ଅଟେ । ତେବେ ଏପରି ଘଟଣାକୁ ଅନ୍ୟ ଜଣେ ବ୍ୟକ୍ତି ରେକର୍ଡ଼ କରିଥିଲେ ଏବଂ ପରେ ତାହାକୁ ସୋସିଆଲ ମିଡିଆରେ ଅପଲୋଡ଼ କରି ଦେଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।