ହେ ପ୍ରଭୁ ! ଇଏ କେମିତିକା ରୋଗ , ଶରୀରରେ ହାଡ଼ ନାହିଁ , ତଥାପି ବଞ୍ଚି ରହିଛନ୍ତି ।ଏହି ଭଉଣୀଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

ହେ ଭଗବାନ ମଣିଷ ମାନଙ୍କ ଭାଗ୍ୟରେ ମଧ୍ୟ ଏମିତି ଲେଖା ଅଛି । ହଁ ଆଜ୍ଞା ବନ୍ଧୁ ମାନେ ମଣିଷ ଜୀବନ ଭାରି ଟେନସନ । ଆଜି ଆମେ ଆପଣକୁ ଏମିତି ଏକ ଘଟଣା କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ଡରି ଯିବେ ଆଉ କହିବେ ଏମିତି ମଧ୍ୟ ରୋଗ ଅଛି ।

ଏହି ଘଟଣା ଟି ଜଣେ ଝିଅର ତାଙ୍କର ବୟସ 22 ବୟସ । ସେ ଏବେ ସବୁ ଦିନ ପାଇଁ ସୋଇ ରହିଛନ୍ତି । କାରଣ ଉଠିଲେ ତାଙ୍କର ସବୁ ହାଡ଼ ଭାଙ୍ଗି ଯିବ । ବନ୍ଧୁ ମାନେ ଏଭଳି ରୋଗ ଦେଖିବାକୁ ବହୁତ କମ ମିଳେ । ଆପଣ ମଧ୍ୟ ଏଭଳି ଘଟଣା କେବେ ହେଲେ ଶୁଣି ନ ଥିବେ ତେବେ ଅସନ୍ତୁ ଜାଣିବା କଣ ପାଇଁ ଏମିତି ରୋଗ ହୋଇଛି । ଏମିତି ରୋଗ କୋଣସି ଅଲୌକିକ ରୋଗ ନୁହେଁ ତେବେ ବନ୍ଧୁ ମାନେ ଅସନ୍ତୁ ଜାଣିବା । ଏହା କି ପ୍ରକାର ରୋଗ ହୋଇ ପାରେ ।

ଏଭଳି ଏକ ଅଭାବ ନିୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲା ର ରଂଗଡ ଗ୍ରାମର ଏହି ରୋଗ ଦେଖି ବାକୁ ମିଳୁଛି । ଏହି ଝିଅ ଟି ବହୁତ ଦିନ ହେଲା ଖଟ ରୁ ଉଠି ନାହିଁ ବହୁତ ଦିନ ଧରି ସେହି ଭଙ୍ଗା ଛାତ କୁ ଚାହିଁ ସୋଇ ରହିଛି ।ତେବେ ଏହି ରୋଗ ଟି କ୍ୟାଲସିଅମ ଅଭାବରୁ ହୋଇଛି ।

ଏହି ଝିଅ ଟିର କ୍ୟାଲସିମ ହେଉ ନାହିଁ ସେଇଥି ପାଇଁ ସେ ସବୁ ଦିନ ପାଇଁ ସୋଇ ରହିଛି । ଯଦି ଉଠିବ ତାହାଲେ ଏହି ଝିଅର ସବୁ ତକ ହାଡ଼ ଭାଙ୍ଗି ଯିବ । ଏହି ରୋଗତି ସେ ସପ୍ତମ ଶ୍ରେଣୀ ରେ ପଢୁ ଥିବା ସମୟରୁ ଦେଖି ବାକୁ ମିଛି । ସପ୍ତମ ଶ୍ରେଣୀ ରେ ତାଙ୍କର ଜଙ୍ଘ ପାଖରେ ବହୁତ ବଥା କରୁ ଥିଲା ପରେ ସେ ଡାକ୍ତର ଦେଖେଇ ଥିଲେ କିନ୍ତୁ କୌଣସି ଲାଭ ହୋଇ ନ ଥିଲା ପୁଣି ତାଙ୍କର ଅଣ୍ଠୁ ବଥା କରିବାରେ ଲାଗି ଥିଲା ।

କିଛି ଦିନ ଗୋଲା ପରେ ତାଙ୍କର ସମ୍ପୁର୍ଣ ଦେହର ହାଡ ବଥା କରିବାରେ ଲାଗି ଥିଲା । ଡାକ୍ତର ମଧ୍ୟ ଦେଖାଇ ଥିଲେ ହେଲେ କୋଣସି ଲାଭ ହୋଇ ନ ଥିଲା । ସେ ଆହୁରି ଅସୁସ୍ଥ ହୋଇ ଯାଇ ଥିଲେ । ସେ ବହୁତ ଦିନ ଧରି ଏହି ଖଟରେ ପଡି ରହି ଛନ୍ତି କାରଣ ଆସ୍ତେ ଆସ୍ତେ ତାଙ୍କର ବୋଡି ପୁରା ଖରାପ ହୋଇ ଗଲାଣି ।

ସେ ଏବେ ଉଠି ପାରୁନାହାନ୍ତି । ସେ ଏବେ ଉଠିଲେ ତାଙ୍କର ସବୁ ହାଡ଼ ଭାଙ୍ଗି ଯିବ । ତେଣୁ ଏହି ଭଳି ଘଟଣା ଦେଖି ବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର । ତେଣୁ ବନ୍ଧୁ ମାନେ କାହାକୁ ନେଇ ଗର୍ବ କରିବ। ଏହି ଦେହ କୁ ନେଇ । ଏମିତି ଗୋଟେ ରୋଗ ଆସିବ ଯାହା ଯେତେ ଟଙ୍କା ଖର୍ଚ କଲେ ମଧ୍ୟ ଭଲ ହେବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।