ଘରର ଏହି ଜିନିଷ ଗୁଡିକ କାହାରିକୁ ଦିଅନ୍ତୁ ନାହିଁ । ନହେଲେ ଆପଣ ପୁରା କାଙ୍ଗାଳ ହୋଇ ଯିବେ

ଗୀତରେ କୁହା ଯାଇଛି କି ନିଜ ଜିନିଷ ଯିଏ ଅନ୍ୟ କାହାକୁ ଦେଇ ନିଜେ ଉପାସ ରହି ଥାଏ , ସେହି ଭଳି ଲୋକ ଭଗବାନ ଙ୍କ ସହିତ ସମାନ ଅଟେ । କାହିଁକି ନା ଯିଏ ଭିକାରୀ ସିଏ ସବୁ ବେଳେ ଭଗବାନ କୁ ଡାକି ଭିକ ମାଗିବା ପାଇଁ ଯାଇ ଥାଏ । କିନ୍ତୁ ଭଗବାନ ତାକୁ ଭିକ ଦିଅନ୍ତି ନାହିଁ ।

ଭିକ କିନ୍ତୁ ଅନ୍ୟ କେହି ଜଣେ ଦେଇ ଥାଏ । ତେଣୁ ଭଗବାନ ନିଜେ ତ ଆସି ଭିକ ଦେବେନି ଅନ୍ୟ କାହା ମାଧ୍ୟମରେ ଭିକ ଦେବା କରାନ୍ତି । କିନ୍ତୁ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଲୋକଙ୍କୁ ଏମିତି କିଛି ଜିନିଷ ଦିଅନ୍ତୁ ନାହିଁ ଯାହା ଫଳରେ ଆପଣ ଗରିବ ହୋଇ ଯିବେ । ପ୍ରକୃତରେ ଜିନିଷ ଦିଅନ୍ତୁ କିନ୍ତୁ ଏମିତି ଜିନିଷ ଦିଅନ୍ତୁ ନାହିଁ ଯାହା ଫଳରେ ଆପଣ ମାନେ ଗରିବ ହୋଇ ଯିବେ । ତେବେ ବନ୍ଧୁ ମାନେ ଆସନ୍ତୁ ଜାଣିବା ସେହି ଜିନିଷଟି କଣ କଣ ।

1, ନିଜ ଘର ର ସୁନା ଗହଣା :-

ହଁ ଆଜ୍ଞା ବନ୍ଧୁ ମାନେ ନିଜର ଘର ଗହଣା କାହାରିକି ଦିଅନ୍ତୁ ନାହିଁ କିମ୍ବା କାହାରିକୁ ବିକ୍ରି କରନ୍ତୁ ନାହିଁ ନହେଲେ ଆପଣ କାଙ୍ଗାଳ ହୋଇ ଯିବେ । ବିଶେଷ କରି ନିଜ ସ୍ତ୍ରୀ ର ସୁନା ଗହଣା କାହାରିକୁ ଦିଅନ୍ତୁ ନାହିଁ ନହେଲେ ଆପଣ ବହୁତ ଗରିବ ହୋଇ ଯିବେ ।

2, ନିଜ ଘର ର ପଂହରା କିମ୍ବା ଝାଡୁ :-

ଦ୍ଵିତୀୟରେ ନିଜ ଘର ର ଝାଡୁ କାହାରିକୁ ଦିଅନ୍ତୁ ନାହିଁ କାରଣ ଝାଡୁ ହେଉଛି ମାତା ଲଷ୍ମୀ ଙ୍କର ପ୍ରତୀକ । ଏହି ଝାଡୁ ରେ ନିଜର ଘରର ନକରାତ୍ମକ ଆବର୍ଜନା କୁ ବାହାର କରି ମାତା ଲଷ୍ମୀ କୁ ବିଜେ କରାନ୍ତି । ତେଣୁ କାହାରିକୁ ଝାଡୁ ଦିଅନ୍ତୁ ନାହିଁ । ନହେଲେ ଆପଣ ବର୍ବାଦ ହୋଇ ଯିବେ ।

3, ନିଜ ଘରର ଧଳା ଜିନିଷ :-

ପୁଣି କୁହାଯାଏ କି ନିଜ ଘର ର ଧଳା ଜିନିଷ ଅର୍ଥାତ ଦୁଧ ହେଉ ବା ଦହି ହେଉ ବା ଚାଉଳ । ଏହି ସବୁ ଜିନିଷ ରାତିରେ କାହାରିକୁ ଦିଅନ୍ତୁ ନାହିଁ ନହେଲେ ଆପଣ ବହୁତ ଗରିବ ହୋଇ ଯିବେ ।

4, ନିଜ ରସେଇ ଘର ର ରୁଟି ବେଳନା:-

ଚତୁର୍ଥ ରେ ନିଜ ଘର ର ରୁଟି ବେଳନା କାହାକୁ ଦୁଅନ୍ତୁ ନାହିଁ । ନହେଲେ ଆପଣ ବହୁତ ଗରିବ ହୋଇ ଯିବେ । ଏହା ମଧ୍ୟ ଆପଣ ଜାଣି ଥିବେ ଶାସ୍ତ୍ର ରେ ଲେଖା ହୋଇଛି ବେଳନା ପଟା ହେଉଛି ମାତା ଲଷ୍ମୀ ଙ୍କର ଏକ ପ୍ରତୀକ ।

5, ନିଜ ଘରର ଲୁହା ଜାତୀୟ ଜିନିଷ:-

ଶେଷରେ ଲୁହା ଜାତୀୟ ଜିନିଷ ଗୁଡିକ କାହାରିକୁ ଦୁଅନ୍ତୁ ନାହିଁ । ଯେପରିକି କଟୁରି , କୁଡାଲ , ସାବୁଳ ଇତ୍ୟାଦି ଲୁହା ଜାତୀୟ ଜିନିଷ ଦିଅନ୍ତୁ ନାହିଁ । ତେବେ ବନ୍ଧୁ ମାନେ ଏହି ଜିନିଷ ଗୁଡିକ କାହାରିକୁ ଦିଅନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।