ଖୁସି ଖବର ! ମିଳିଗଲା କ୍ୟାନ୍ସର ଚିକିତ୍ସା , ମାତ୍ର ୧୦ ଦିନରେ ଭଲ ହେବ କ୍ୟାନ୍ସର। ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

କର୍କଟ ରୋଗ ନାମ ଶୁଣିଲେ ହିଁ ଭୟ ଲାଗେ। ଏହି ରୋଗ ଯେତିକି ଯନ୍ତ୍ରଣା ଦାୟକ ଅଟେ ସେତିକି ଭୟଙ୍କର ମଧ୍ୟ। ଏହି ରୋଗ ର ଚିହ୍ନଟ ବହୁତ୍ ଦିନ ରୁ ହୋଇ ସାରିବା ପରେ ମଧ୍ୟ ଏହାର କୌଣସି ମଧ୍ୟ ଏକ ସଠିକ୍ ମେଡ଼ିସିନ୍ ଆଜି ଯାଏ ବାହାରି ପାରି ନାହିଁ। ଯଦି କୌଣସି ସାଧାରଣ ଲୋକ କୁ ଏହି ରୋଗ ହୋଇଥାଏ ତେବେ ଏହାର ଚିକିତ୍ସା ତାଙ୍କ ପାଇଁ ଏକ ସ୍ବପ୍ନ ହୋଇଥାଏ କାରଣ ଏହି ରୋଗ ର ଚିକିତ୍ସା ରେ ବହୁତ୍ ଅଧିକ ଟଙ୍କା ଖର୍ଚ୍ଚ ହେବା ସହିତ ସହଜ ରେ ମଧ୍ୟ ଏହି ଚିକିତ୍ସା ମିଳି ନଥାଏ।

ତେବେ ସାଧାରଣ ଲୋକ ମାନଙ୍କୁ ଏହି ରୋଗ ହେଲା ପରେ ସେମାନେ ବଞ୍ଚିବାର ଆଶା ଛାଡ଼ି ଦେଇ ଥାଆନ୍ତି କାରଣ ଏହି ରୋଗ ର ଚିକିତ୍ସା ସହଜ ରେ ମିଳେ ନାହିଁ। ସେଥିପାଇଁ ଏହି ରୋଗ ର ନାମ ଶୁଣିଲେ ସମସ୍ତେ ଡରି ଯାଇ ଥାଆନ୍ତି। ତେବେ ଏହି ରୋଗ ର ନିରାକରଣ ପାଇଁ ଆଜି ଯାଏଁ ମଧ୍ୟ ରିସର୍ଚ୍ଚ ଚାଲିଛି।

ତେବେ ଆଜି ଆମେ ଏହି ରୋଗ ର ଚିକିତ୍ସା ସହିତ ଜଡିତ ଏକ ଖୁସି ଖବର ଆପଣ ମାନଙ୍କୁ ଦେବା ପାଇଁ ଯାଉଛୁ ଯାହାକୁ ଶୁଣିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ ; ତେବେ ଏବେ ଏବେ ଜଣେ ଡାକ୍ତର ଦାବି କରିଛନ୍ତି ଯେ କ୍ୟାନ୍ସର ଭଳି ଭୟଙ୍କର ରୋଗ କୁ ଆପଣ ମାତ୍ର ଦୁଇ ଟଙ୍କା ରେ ଭଲ କରି ପାରିବେ । ତାହା ପୁଣି ହସ୍ପିଟାଲ୍ କୁ ନଯାଇ ଓ ଘରୋଇ ଉପଚାର ମାଧ୍ୟମ ରେ ।

ଏହି ଉପଚାର ଟି ୧୦୦% ଲାଭକାରୀ ଅଟେ ବୋଲି ମଧ୍ୟ ସେ କହିଛନ୍ତି ଓ ଏହି ଉପଚାର ମାଧ୍ୟମ ରେ ଆପଣ ନିଜର କ୍ୟାନ୍ସର ଭଳି ସମସ୍ୟା କୁ ଦୁର କରି ପାରିବେ । କେବଳ ଏତିକି ନୁହେଁ ଏହି ଉପାୟ ଦ୍ଵାରା ମାତ୍ର ଦଶ ଦିନ ମଧ୍ୟରେ ଆପଣ ଙ୍କ କ୍ୟାନ୍ସର ଭଳି ଭୟଙ୍କର ରୋଗ ଭଲ ହୋଇଥାଏ ବୋଲି ସେ ଦାବି କରିଛନ୍ତି ଆଉ ସେ ଏହି ଉପାୟ ଦ୍ଵାରା ସେ ଦୀର୍ଘ 20 ବର୍ଷ ଧରି କ୍ୟାନ୍ସର ପୀଡ଼ିତ ମାନଙ୍କ ର ଚିକିତ୍ସା କରୁଛନ୍ତି ଓ ଏହା ସତ ପ୍ରତିଶତ ଲାଭଦାୟକ ଅଟେ ବୋଲି କହିଛନ୍ତି।

ତାଙ୍କ ମତରେ କେବଳ ଦଶ ଟଙ୍କାର ବେକିଙ୍ଗ ଶୋଡା ଆପଣ ଙ୍କ କ୍ୟାନ୍ସର ଭଳି ଭୟଙ୍କର ରୋଗ ଭଲ କରିଥାଏ।ତେବେ କର୍କଟ ଏକ ଏମିତି ରୋଗ ଯେଉଁ ରୋଗ ରେ ବ୍ୟକ୍ତି ନିଜ ବଞ୍ଚିବାର ଆଶା ଛାଡ଼ି ଦେଇ ଥାଏ କାରଣ ଏହି ରୋଗ ରେ ରୋଗୀ ର ବଞ୍ଚିବାର ସମ୍ଭାବନା ବହୁତ୍ କମ୍ ଥାଏ କିନ୍ତୁ ସେ ମାତ୍ର ଦଶ ଟଙ୍କାର ବେକିଙ୍ଗ ସୋଡା ଦ୍ଵାରା ଦଶ ଦିନ ରେ ଏହି ରୋଗ ଭଲ ହୋଇଥାଏ ବୋଲି ଦାବି କରିଛନ୍ତି।

ତେବେ ତାଙ୍କ କହିବା ଅନୁସାରେ କ୍ୟାନ୍ସର ରୋଗ ପାଇଁ ଯେଉଁ ସବୁ ମେଡ଼ିସିନ୍ ଆସିଥାଏ ସେହି ମେଡ଼ିସିନ୍ ରୋଗ ର ଶେଷ ପର୍ଯ୍ୟାୟ ରେ ନିଜର ପ୍ରଭାବ ପକାଇ ଥାଏ କିନ୍ତୁ ଚର୍ମ କର୍କଟ, ଆୟୋଡ଼ିନ ଟିନ୍ତ୍ ଭଳି ରୋଗ ରେ ମୁକ୍ତି ପାଇବା ପାଇଁ ଭଳି ମଧ୍ୟ ଅନେକ ପଦକ୍ଷେପ ରହିଛି ଯାହା ରିସର୍ଚ୍ଚ ରୁ ପ୍ରମାଣିତ ହୋଇଛି ଓ ଏହା ବହୁତ୍ ପ୍ରଭାବ ଶାଳୀ ମଧ୍ୟ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।