କ୍ଷୀର ଗରମ କରିବା ସମୟରେ କ୍ଷୀର କୁ ଉତୁରି ବାକୁ ଦିଅନ୍ତୁ ନାହିଁ । ନହେଲେ ଏହି ସବୁ ଭୟଙ୍କର ଘଟଣା ଘଟି ପାରେ

କ୍ଷୀର କହିଲେ ଆମେ କଣ ବୁଝୁ । କ୍ଷୀର କହିଲେ ଆମେ ଗାଈ କ୍ଷୀର କୁ ବୁଝି ଥାଉ , କ୍ଷୀର କହିଲେ ଆମେ ମାଆ କ୍ଷୀର କୁ ବୁଝି ଥାଉ । ଯେଉଁ ଖାଦ୍ୟ ଆମେ ଜନ୍ମ ହେବା ପରେ ଖାଇ ଥାଉ ତାକୁ ଆମେ କ୍ଷୀର ବୋଲି କହି ଥାଉ । କିନ୍ତୁ ଏହି କ୍ଷୀର ରେ କେତେ ଭାଗ ଜଳିଅ ଅଂଶ ଅଛି ଆପଣ ମାନେ ଜାଣନ୍ତି ।

ଖୀରରେ 60 ଭାଗ ଜଳ ମିସିକି ରହି ଥାଏ । କିନ୍ତୁ କ୍ଷୀର ଆମକୁ ବହୁତ କେଲସିଓମ ପ୍ରଦାନ କରି ଥାଏ । ତେବେ ବନ୍ଧୁ ମାନେ କ୍ଷୀର କୁ ଆମେ ସେଇଥି ପାଇଁ ଖାଇବା ପୂର୍ବରୁ ଗରମ କରିକି ଖାଇ ଥାଉ । କାରଣ ଗରମ କଲେ କ୍ଷୀର ର ଜଳିଅ ଅଂଶ ରହି ନ ଥାଏ , ଖାଲି କେଲସିଓମ ରହିଥାଏ ।

ତେବେ ଆଜି ଆମେ କହିବାକୁ ଯାଉଛୁ କ୍ଷୀର କୁ ଗରମ କରିବା ସମୟରେ କ୍ଷୀର ଯଦି ଉତୁରି ତଳେ ପଡି ଯାଏ । ତାହେଲେ ଆପଣଙ୍କର କଣ କଣ ସବୁ କ୍ଷତି ହୋଇ ପାରେ ଆଜି ଆମେ ଆପଣକୁ ଜଣାଇବୁ । ତେବେ ବନ୍ଧୁ ମାନେ ଅସନ୍ତୁ ଜାଣିବା ।

1, ପ୍ରଥମେ ଜାଣିବା କ୍ଷୀର ଉତୁରି ଗଲେ ଆପଣ କି କ୍ଷତିରେ ପଡିବେ , କ୍ଷୀର ପଡି ଗଲେ ଜାଣିବେ ଘରେ କିଛି ଆଗକୁ ଅଘଟଣ ଘଟିବାର ଅଛି । ପୁଣି କୁହାଯାଏ କି ଘରେ ମଧ୍ୟ ଅଶାନ୍ତି ଦେଖା ଯିବାର ସମ୍ଭାବନା ରହିଛି । ବିଶେଷ କରି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେବାର ସମ୍ଭାବନା ରହିଛି । ତେଣୁ ବନ୍ଧୁ ମାନେ କ୍ଷୀର ଗରମ କରିବା ସମୟରେ ଏହାକୁ ପଡ଼ିବାକୁ ଦୁଅନ୍ତୁ ନାହିଁ ।

 

2, ଦ୍ଵିତୀୟରେ ଜାଣିବା କ୍ଷୀର ଯଦି ଉତୁରି ଯାଏ ତାହାଲେ । ଆପଣଙ୍କ ଘରୁ ଧନ ସମ୍ପତ୍ତି ଯିବାର ସମ୍ଭାବନା ରହିଛି । ଯଦି ଆପଣଙ୍କ ଚାକିରୀ ହୋଇ ଥାଏ ତାହାଲେ ଆପଣଙ୍କର ଚାକିରୀ ଚାଲି ଯିବାର ସମ୍ଭାବନା ରହିଛି ।

3, କ୍ଷୀର ଯଦି ଉତୁରି ଯାଏ ତାହାଲେ ଆପଣଙ୍କର ଯଦି କୌଣିସ କାହା ସହିତ ନିବିଡ଼ ସମ୍ପର୍କ ଥାଏ । ଯେମିତି ଭଲ ବନ୍ଧୁ କିମ୍ବା ପ୍ରେମୀ ପ୍ରେମିକା , ଏମାନଙ୍କର ସମ୍ପର୍କ ଆଉ ରହିବ ନାହିଁ ପୁରା ପୁରି ଭାଙ୍ଗିଯିବ । ତେଣୁ ବନ୍ଧୁ ମାନେ କ୍ଷୀର କୁ ଉତୁରି ବାକୁ ଦିଅନ୍ତୁ ନାହିଁ ।

4, କ୍ଷୀର କୁ ଉତୁରୀ ବାକୁ ଦିଅନ୍ତୁ ନାହିଁ ନହେଲେ ଯଦି ଆପଣଙ୍କ ଘରକୁ କୌଣସି ଧନ ଆସିବାର ଥିବ ତାହାଲେ ସେ ଧନ ଆସିବ ନାହିଁ ।ଏବଂ ତା ସହିତ ମଧ୍ୟ ଧନ ଉପାର୍ଜନ ମଧ୍ୟ ବହୁତ ଆପଣଙ୍କ ଘରେ ବହୁତ କମି ଯିବ ତେଣୁ ବନ୍ଧୁ ମାନେ ସାବଧାନ ରୁହନ୍ତୁ ।

5, ପଞ୍ଚମରେ କୁହାଯାଏ କି କ୍ଷୀର ଉତୁରି ଗଲେ ଆପଣ କୁ କୌଣସି ଆଘାତ ଲାଗି ପରେ । ଯେ କୌଣସି ମାନସିକ ହୋଉ ବା ଶାରୀରିକ ହେଉ ଯେକୌଣସି ଆଘାତ ଲାଗି ପରେ ତେଣୁ ବନ୍ଧୁ ମାନେ ସାବଧାନ ରୁହନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।