ହେ ପ୍ରଭୁ ଏମିତିବି ଆସି ପାରେ ବିପଦ ! ଖେଳରେ ସାମାନ୍ୟ ଟିକେ ଭୁଲ ପାଇଁ ସବୁଦିନ ପାଇଁ ମୋଡ଼ି ଗଲା ଝିଅଟିର ବେକ।ଏଜି ଝିଅ ର ମଙ୍ଗଳ କାମନା ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

ଏହି ଦୁନିଆ ରେ ଅନେକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଜନକ ଘଟଣା ସବୁ ଘଟିଥାଏ।ଅନେକ ଥର ଆମ ସାମ୍ନା କୁ ଏମିତି ସବୁ ଘଟଣା ମାନ ଆସି ଥାଏ,ଯାହାକୁ ସହଜ ରେ ବିଶ୍ୱାସ କରି ହୋଇ ନଥାଏ।ବର୍ତ୍ତମାନ ସମସ୍ତେ ସୋସିଆଲ ମିଡ଼ିଆ ସହ ଜଡ଼ିତ, ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଘଟଣା ଆମେ ଦେଖି ଥାଉ । ତେବେ ଏମିତି ଏକ ଘଟଣା ବର୍ତ୍ତମାନ ଆମ ନଜର କୁ ଆସିଛି ଯେଉଁଠି ଜଣେ ଝିଅ ର ସାମାନ୍ୟ ଭୁଲ ପାଇଁ ସେ ଏକ କଷ୍ଟମୟ ଜୀବନ ଯାପନ କରୁଚି।

ତେବେ କିଛି ଲୋକ ଜନ୍ମ ରୁ ଭିନ୍ନକ୍ଷମ ହୋଇ ଜନ୍ମ ଗ୍ରହଣ କରି ଥାଆନ୍ତି କିନ୍ତୁ ଏହି ଝିଅ ଟି କେସ ଟିକେ ନିଆରା। ଝିଅ ଟି ଜନ୍ମ ହେବା ବେଳେ ସମ୍ପୂର୍ଣ ସୁସ୍ଥ ଥିଲା କିନ୍ତୁ ଜନ୍ମ ହେବାର କିଛି ମାସ ପରେ ଏମିତି କିଛି ଘଟଣା ଘଟିଲା ଯେଉଁଥିପାଇଁ ଝିଅ ଟିର ବେକ ସବୁଦିନ ପାଇଁ ମୋଡ଼ି ହୋଇ ରହିଗଲା।

ତେବେ ଡାକ୍ତର ମାନେ ଏଭଳି ଏକ ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି କିନ୍ତୁ ଏହାର ଚିକିତ୍ସା ବିଷୟ ରେ କିଛି ଜଣା ପଡି ନାହିଁ। ତେବେ ଏହି ଘଟଣା ଟି ଘଟିଛି ସିଖ ପ୍ରଦେଶରେ ରହୁଥିବା ଏହି 11 ବର୍ଷର ଝିଅ ଅକସିନର ବେକ ରହସ୍ୟମୟ ଭାବରେ 90 ଡିଗ୍ରୀ ବଙ୍କା ହୋଇ ଯାଇଛି ।

ଅବସିନ କୁ ବର୍ତ୍ତମାନ ୧୧ ବର୍ଷ ବୟସ । ସେ ଏକ ସାଧାରଣ ଝିଅ ଭାବେ ଜୀବନ ଯାପନ କରିବା ପାଇଁ ଚାହୁଁଚି କିନ୍ତୁ ତା ପାଇଁ ଏହା ସମ୍ଭବ ହୋଇ ପାରିନାହିଁ । ତେବେ ଘର ଲୋକ ଙ୍କ କହିବା ଅନୁସାରେ ଅବସିନ ଜନ୍ମ ହେବା ବେଳେ ଏକ ସୁସ୍ଥ ଶିଶୁ କନ୍ୟା ଭାବେ ଜନ୍ମ ଗ୍ରହଣ କରିଥିଲା ମାତ୍ର ଜନ୍ମ ହେବାର ୮ ମାସ ପରେ ଅକସିନି ଠାରେ ଏହି ସମସ୍ୟା ଦେଖିବା ପାଇଁ ମିଳିଥିଲା ।

ତେବେ ଅକସିନି ଙ୍କ ମା ଙ୍କ କହିବା ଅନୁସାରେ ସେ ଯେତେବେଳେ ଆଠ ମାସ ର ଥିଲା ଖେଳୁଥିବା ସମୟ ରେ କୌଣସି ରୂପେ ବେକ ରେ ଆଘାତ ଲାଗିଥିଲା ଓ ଏହା ପରେ ତାଙ୍କ ବେକ ମୋଡ଼ି ହୋଇ ଯାଇଥିଲା ।

ତେବେ ତାଙ୍କର ଏହି ସମସ୍ୟା ପାଇଁ ତାଙ୍କ ନିତ୍ୟକର୍ମ ପାଇଁ ଯେମିତି କି ଖାଇବାରେ , ଶୋଇବାରେ , ଶୌଚ ହେବାରେ ସାମାନ୍ୟ ଅସୁବିଧା ହୁଏ ଓ ଧୀରେ ଧୀରେ ସେ ସ୍କୁଲ୍ ଯିବା ପାଇଁ ମଧ୍ୟ ସକ୍ଷମ ରହିଲେ ନାହିଁ।

ତେବେ ଏହି ସମସ୍ୟା ର ଅପରେସନ ପାଇଁ ସମସ୍ତ ଖର୍ଚ୍ଚ ଜମେ ନେତା ବହନ କରିବେ ବୋଲି କହିଥିଲେ ଓ ଡାକ୍ତର ମାନେ ମଧ୍ୟ କହିଥିଲେ ଯେ ଅପରେସନ ପରେ ତାଙ୍କ ସୁସ୍ଥ ହେବାର ସମ୍ଭାବନା ୫୦ ପ୍ରତିଶତ ଥିଲା କିନ୍ତୁ ଯିଏ ତାଙ୍କ ଖର୍ଚ୍ଚ ବହନ କରିବା ପାଇଁ କହିଥିଲେ ସେ ବର୍ତ୍ତମାନ ଆଉ କିଛି ଶୁଣୁ ନାହାଁନ୍ତି । ତେବେ ବର୍ତ୍ତମାନ ଅବସିନର ପୂରା ପରିବାର ଅବସିନ କୁ ଭଲ କରିବା ପାଇଁ ସରକାର ଏବଂ ସ୍ଥାନୀୟ ଲୋକ ମାନଙ୍କୁ ସାହାର୍ଯ୍ୟ ମାଗୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।