ବୁଲା ବିକାଳୀ ରୁ ପୋଲିସ ଇନିସ୍ପେକ୍ଟର ! ଏହି ମହିଳାଙ୍କ ସଂଘର୍ଷ କାହାଣୀ ଶୁଣିଲେ ଆପଣ କାନ୍ଦି ପକେଇବେ । ଏହି ଭଉଣୀଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରିବେ

କୁହାଯାଏ ଯେ ଇଛା ଥିଲେ ଉପାୟ ଆପେ ଆପେ ଆସେ । କୌଣସି କାର୍ଯ୍ୟ ପାଇଁ ଯଦି ଆପଣ ଦୃଢ଼ ଇଛା ରଖିଛନ୍ତି ତେବେ ସେହି କାର୍ଯ୍ୟ କୁ କରିବା ପାଇଁ ଆପଣ ଙ୍କୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ ଏମିତି ଏକ ଏହାର ଅନେକ ଉଦାହରଣ ଆମକୁ ଅନେକ ସମୟ ରେ ଦେଖିବାକୁ ମିଳିଥାଏ।

କୁହାଯାଏ ଭଗବାନ କାହାକୁ କେମିତି ସୃଷ୍ଟି କରି ଥାନ୍ତି,ତାହା କେବଳ ସେହି ସୃଷ୍ଟି କର୍ତ୍ତା ଙ୍କୁ ହିଁ ଜଣା।ଅନେକ ସମୟରେ ଆପଣ ଏମିତି ଅନେକ ଲୋକଙ୍କୁ ଦେଖି ଥିବେ,ଯାହା ପାଖରେ ଏମିତି କିଛି ଭଲ ଟ୍ୟାଲେଣ୍ଟ ଥିବ ,କିନ୍ତୁ ତାପାଖରେ କିଛି ନା କିଛି ଜିନିଷ ର ଅଭାବ ଥିବ। କିନ୍ତୁ ସେହି ସବୁ ଅଭାବ କୁ ଅଣଦେଖା କରି ଅନେକ ଲୋକ ଏମିତି ଅଛନ୍ତି ଯେଉଁ ମାନେ ଆଗକୁ ବଢିଛନ୍ତି କାରଣ ତାଙ୍କର ଆଗକୁ ବଢିବା ପାଇଁ ଦୃଢ ଇଚ୍ଛା ରହିଥାଏ ।

ତେବେ ଆଜି ଆମ ସାମ୍ନା କୁ ପୁଣି ସେମିତି ଏକ ଉଦାହରଣ ସାମ୍ନା କୁ ଆସିଛି ଯେଉଁଠି ଜଣେ ମହିଳା ନିଜେ ଦୃଢ଼ ସଂଘର୍ଷ କରି ନିଜ ଜାବନରେ ସଫଳତା ହାସଲ କରିଥିଲା। ମହିଳା ଜଣଙ୍କ ବର୍ତ୍ତମାନ ପୋଲିସ୍ ଶବ୍ ଇନ୍ସପେକ୍ଟର ଭାବେ ନିଯୁକ୍ତି ହୋଇଛନ୍ତି କିନ୍ତୁ ପୂର୍ବରୁ ପେଟ ପୋଷିବା ପାଇଁ ସେ ପଥର ନିର୍ମିତ ଶିଳବାଟି ବିକ୍ରି କରୁଥିଲେ ।

ମାତ୍ର ଏତେ ନିଜର କଷ୍ଟ ମଧ୍ୟରେ ସେ ନିଜର ଲକ୍ଷ ଏବଂ ଆତ୍ମବିଶ୍ୱାସ ହରାଇ ନଥିଲେ ଯାହା ଫଳରେ ସେ ଆଜି MPAC ପାସ କରି ପୋଲିସ ସବ ଇନସପେକ୍ଟର ହୋଇଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ସେ ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି ସମସ୍ତେ ତାଙ୍କୁ ନିଜର ଏକ ଆଦର୍ଶ ମାନି ଅଛନ୍ତି।

ମହିଳା ଜଣଙ୍କ ନାମ ପଦ୍ମଶୀଳା ତିରପୁଣ୍ଡେ ।ତେବେ ଜଣେ ଆଇପିଏସ ଅଧିକାରୀ ଦିପାଂଶୁ କାବର ପଦ୍ମସିଲା ତିରପୁଡଙ୍କର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ଏବେ କ୍ୟପ୍ସନ ରେ ଲେଖି ଥିଲେ ଯେ ପରିସ୍ଥିତି କେବେବି ଆପଣଙ୍କର ଉଡିବାକୁ ରୋକି ପାରିବ ନାହିଁ ।

ଆପଣଙ୍କ ଭାଗ୍ୟ ପଛକେ ଆପଣଙ୍କ ମୁଣ୍ଡ ଉପରେ ଭାରି ପଥର ରଖୁ କିନ୍ତୁ ସେହି ପଥର କିନ୍ତୁ ସେହି ପଥର ରୁ କିପରି ଫୁଲ ତିଆରି କରିବେ ତାହା ମଣ୍ଡାରା ମହାରାଷ୍ଟ୍ରର ପଦ୍ମଶୀଳା ତିରପୁଡାଙ୍କ ପାଖରୁ ଶିଖିବା ଦରକାର । ଏହା ସହିତ ସେ ପଦ୍ମଶୀଳା ତିରପୁଡା ଙ୍କ ସଂଘର୍ଷ କାହାଣୀ ବିଷୟ ରେ ଲେଖିଥିଲେ । ପଦ୍ମଶୀଳା ତିରପୁଡାଙ୍କ ଏହି ସଂଘର୍ଷ ରେ ତାଙ୍କ ସ୍ଵାମୀ ତାଙ୍କୁ କିପରି ସହାୟତା ଓ ସବୁ ମୁହୂର୍ତ୍ତ ସହିଯୋଗ କରିଛନ୍ତି ସେହି ବିଷୟ ରେ ମଧ୍ୟ ଲେଖିଥିଲେ।

ତେବେ ସେ ବହୁତ୍ କଷ୍ଟକର ଜୀବନ ଯାପନ କରୁଥିଲେ ଆଉ ନିଜେ ପଦ୍ମଶୀଳା ତିରପୁଡାଙ୍କ ମଧ୍ୟ ଘର ର ପରିସ୍ଥିତି ଯୋଗୁ ଶିଳା ପଥର ବିକ୍ରି କରୁଥିଲେ। ତେବେ ପଦ୍ମଶୀଳା ତିରପୁଡା ସ୍ନାତକ ପାସ କରିଥିଲେ ଓ ତାଙ୍କର ପାଠ ପଢିବା ପ୍ରତି ଦୃଢ଼ ଇଛା ରହିଥିଲା ତେବେ ତାଙ୍କର ଏହି ଇଛା କୁ ସମ୍ମାନ ଜଣାଇ ତାଙ୍କ ସ୍ଵାମୀ ତାଙ୍କୁ ଆହୁରି ଆଗକୁ ବଢାଇବେ ଓ ତାଙ୍କୁ ସେ ଏଥିପାଇଁ ବହୁତ୍ ପ୍ରକାର ସହାୟତା କଲେ ତେବେ ବର୍ତ୍ତମାନ MPAC କରି ପୋଲିସ ଅଧିକାରୀ ହୋଇ ପାରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।