ଉଡ଼ାଣ ଭରିବାର 4 ମିନିଟ୍ ପରେ ଛିନ୍ ଛତ୍ର ହୋଇଗଲା ଉଡାଜାହାଜ, ମିଳିଲା ବିମାନର ଅଂଶ ।ଏହାର ସମ୍ପୂର୍ଣ ରହସ୍ୟ ଜାଣିଲେ ଆପଣ ଚକିତ ହୋଇଯିବେ

ଦୁର୍ଘଟଣା ନକହି ଆସିଥାଏ ଏହା ସମସ୍ତେ ଜାଣିଛନ୍ତି। କିନ୍ତୁ ଇଣ୍ଡୋନେସିଆ ର ଯାତ୍ରୀ କେବେ ଭାବି ବି ନଥିଲେ ଉଡାଣ ଭାରିବାର ମାତ୍ର ଚାରି ମିନିଟ୍ ପରେ ସବୁ କିଛି ଛିନ୍ ଛତ୍ର ହୋଇଯିବ। ଯେତେବେଳେ ମିଳିଲା ଯାତ୍ରୀ ମାନଙ୍କ ଶରୀର ର କିଛି ଅଂଶ ମିଳିଲା ଓ ପ୍ଲେନ୍ ର କିଛି ଅଂଶ ମିଳିଲା ଜାଣି ନିଅନ୍ତୁ ଯେମିତି ସମସ୍ତଙ୍କ ର ହୋସ ଉଡିଗଲା। ଭାବିଲେ ହିଁ ଦେହ ଥରି ଉଠୁଛି। ହିନ୍ଦ୍ ପ୍ରଶାନ୍ତ ମହାସାଗର ମଝିରେ ଅବସ୍ଥିତ ଇଣ୍ଡୋନେସିଆ ।

୧୩ ଟି ଦ୍ଵୀପ ସମୂହ ର ଦେଶ ଇଣ୍ଡୋନେସିଆ । କିଛି ବର୍ଷ ହେଲା ଏହାର ଏୟାର ଲାଇନ୍ ର ସୁରକ୍ଷା କୁ ନେଇ ପ୍ରଶ୍ନ ଉଠିଛି। ଗଲା ୬ ବର୍ଷ ଭିତରେ ୬୦୦ ରୁ ଅଧିକ ବିମାନ ଦୁର୍ଘଟଣା ହୋଇ ସାରିଲାଣି ଇଣ୍ଡୋନେସିଆ ରେ। ଶନିବାର ଦିନ ଆଉ ଏକ ଦୁର୍ଘଟଣା ଯୋଡ଼ି ହୋଇ ଯାଇଛି ।

ଆଉ ଏହି ଦୁର୍ଘଟଣା ସମସ୍ତ ଙ୍କ ଦେହ ଥରାଇ ଦେଉଛି । ଇଣ୍ଡୋନେସିଆ ରାଜଧାନୀ ର ସୁକର୍ଣା ଏୟାରପୋର୍ଟ ଦିନ ୨.୩୬ ମିନିଟ୍ ରେ ଶ୍ରୀ ବିଜୟ ଏୟାର ଲାଇନ୍ ର ଫ୍ଲାଇର SJ 182 ଉଡାଣ ଭରି ଥିଲା ।50 ଜଣ ଯାତ୍ରୀ 12 ଜଣ କ୍ରୁ ମେମ୍ବର କୁ ନେଇ ଟେକ ଅଫ୍ କରିଥିଲା ଫ୍ଲାଇଟ୍ । ହେଲେ ଆଉ ଲ୍ୟାଣ୍ଡ କରି ପାରିଲା ନାହିଁ । ଲାନ୍ସଂସଙ୍ଗ ଦ୍ଵୀପ ରେ ଘଟି ଥିଲା ଏକ ବଡ଼ ଘଟଣା ଲୋକ ଭାବିଲେ ଏହା ପରେ ସୁନାମି ଆସି ପାରେ ।

କିଛି ସମୟ ପରେ ଫ୍ଲାଇଟି ରିଡର୍ ହଜି ଯାଇ ଥିଲା । ଆଉ ସଙ୍ଗେ ସଙ୍ଗେ ବ୍ରେକିଙ୍ଗି ନିୟୂଜ ଚାଲିବା ଆରମ୍ଭ ହୋଇ ଗଲା ଜଣା ପଡ଼ିଲା ଯେ ବିମାନ ଟି ନିଖୋଜ ହୋଇ ଯାଇଛି । ନୌସେନା ବିଭାଗ ପକ୍ଷରୁ ଆରମ୍ଭ ହୋଇ ଯାଇ ଥିଲା ଖୋଜିବା କାମ ।

ସ୍ଥାନୀୟ ଲୋକ ମାନଙ୍କ କହିବା ଅନୁସାରେ ଜାଭା ସାଗର ରେ ହୋଇ ଥିଲା ଏକ ବିରାଟ ବିସ୍ଫୋରଣ। ମାନନ୍ତୁ ଯେମିତି କିଏ ବମ୍ ପକେଇ ଦେଇଛି । ଲୋକ ଭାବିଲେ ଏହା ପରେ କିଛି ବଡ଼ ବିପଦ ଆସିବା ପାଇଁ ଯାଉଛି । ହେଲେ କେହି କେବେ ଆଶା କରି ନଥିଲେ ଯେ ଏକ ପ୍ଲେନ ଏହି ସାଗର ଭିତରେ ହଜି ଯାଇଛି।

ଯେତେବେଳେ ଖୋଜିବା ଆରମ୍ଭ କରା ଯାଇଥିଲା କିନ୍ତୁ ଖୋଜିବା ପରେ ଜାହାଜ ର ଛୋଟ ଛୋଟ ଖଣ୍ଡ ମିଳି ଥିଲା । ଏହା ସହିତ ମିଳିଲା ମଣିଷ ର କିଛି ଅଙ୍ଗ । ଏଯାଏଁ ସମ୍ପୂର୍ଣ ମଣିଷ ଶରୀର ଅଙ୍ଗ ମିଳି ପାରି ନାହିଁ । ଯାତ୍ରୀ ଙ୍କ ପରିବାର ଲୋକ ମାନଙ୍କ ମନରୁ ଏଯାଏଁ ଲିଭୁନି ଆଶା ର ଆଲୋକ।

କୁହା ଯାଉଛି ଯେ ପାଇଲଟ୍ ବିମାନ ଟିକୁ ସମ୍ଭାଳି ପାରି ନଥିଲେ। ଏବେ ବ୍ଲାକ ବକ୍ସ ର ସିଗ୍ନାଲ ମିଳୁଛି ଏହା ପରେ ମିଳିବ ସମ୍ପୂର୍ଣ ଖବର । ଯାତ୍ରୀ ଙ୍କ ପରିବାର ଲୋକ ଏବେ ଦୁଃଖ ରେ ଭାଙ୍ଗି ପଡିଛନ୍ତି ।ଆଉ ସମସ୍ତେ ମରି ଯାଇ ଥିବା ବ୍ୟକ୍ତି ର ସଦଗତି ପାଇଁ ପାର୍ଥନା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।