ମଣିନାଗେଶ୍ୱର ଗୁମ୍ଫା ବିଷୟରେ ମାଲିକ ରେ ମିଳିଲା ଆଶ୍ଚର୍ଯ୍ୟ ଜନକ ପ୍ରମାଣ , ଏହି ଅଲୌକିକ ମହିମା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ବନ୍ଧୁ ମାନେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ଚକିତ ହୋଇ ଯିବେ । ବନ୍ଧୁ ମାନେ ଆପଣ ମାନେ ମଣି ନଗେଶ୍ୱରୀ କଥା ଶୁଣି ଥିବେ । ଏହି ମଣି ନଗେଶ୍ୱରୀ ରାତି 12 ରେ ଏମିତି କିଛି ଅଲୌକିକ ଘଟଣା ଘଟାନ୍ତି ଯାହା ଆପଣ ଜାଣିଲେ ଡରି ଯିବେ ।

ହଁ ଆଜ୍ଞା ପ୍ରଭୁ ଜଗନ୍ନଥା ଙ୍କର ପରମ ଭକ୍ତ , ଯାହାକୁ ପ୍ରଭୁ ଜଗନ୍ନାଥଙ୍କ ଗୋଟେ ଅଙ୍ଗ କହିଲେ ଅତ୍ୟୁକ୍ତ ହେବ ନାହିଁ ତାଙ୍କ ନାମ ଅଚ୍ୟୁତା ନନ୍ଦ ସେ ସହସ୍ର ବର୍ଷର ଭବିଷ୍ୟତ ବାଣୀ କରିଛନ୍ତି । ତାଙ୍କୁ ସେତେବେଳେ ଯାହା ଦେଖା ଯାଉ ଥିଲା ସେ ସେହି କଥା ଗୁଡିକୁ ମାଳିକା ରେ ଅତି ସରଳ ଭାବରେ ବର୍ଣନା କରିଛନ୍ତି । ଯାହା ତାଙ୍କର ବହୁତ କଥା ସତ ହେବାକୁ ଲାଗିଲାଣି । ଆଜି ମଧ୍ୟ ତାଙ୍କ କଥା ସତ ହଉଛି ।

ସେ ଏହି ମଣି ନାଗେଶ୍ୱରୀ ବିଷୟରେ ମଧ୍ୟ ଏହି ମାଳିକା ରେ ବର୍ଣନା କରିଛନ୍ତି ଯାହା ଆଜି ମଧ୍ୟ ସତ ହେଉଛି । ତେବେ ବନ୍ଧୁ ମାନେ ଆସନ୍ତୁ ଜାଣିବା ଏହି ମଣି ନଗେଶ୍ୱରୀ ବିଷୟରେ । ଭୁବନେଶ୍ୱର ରେ ଗୋଟିଏ ଘଞ୍ଚ ଜଙ୍ଗଲ ରହିଛି ଯାହାର ନାମ ହେଉଛି ସିଙ୍ଘ ପୁରା ଜଙ୍ଗଲ । ଏହି ଜଙ୍ଗଲରେ ଗୋଟିଏ ମନ୍ଦିର ରହିଛି ଯାହାର ନାମ ମଣି ନଗେଶ୍ୱରୀ । ଏହି ମନ୍ଦିର ରେ ଏମିତି କିଛି ଘଟଣା ରହିଛି ଯାହା ଆମେ ଏବେ ଆପଣ ମାନଙ୍କୁ କହିବୁ ।

ଏହି ମନ୍ଦିରରେ ନାଗ ଏବଂ ନଗୁଣି ରୁହନ୍ତି । ସେମାନେ ପ୍ରତେକ ଦିନ ରାତ୍ରି 12 ଘଟିକା ସମୟରେ ଖେଳା ଲୀଳା କରନ୍ତି । ଏହି ଖେଳା ଲୀଳା ଯିଏ ଦେଖି ଅନ୍ୟ ଲୋକ ମାନଙ୍କ ପାଖରେ କହି ଦେବ। ତାହାର ମୃତୁ ସୁନିଶ୍ଚିତ । ଏହି କିଛି ଦିନ ତଳେ ସେଠାରେ ଜଣେ ଲୋକ ଦେଖି କିଛି ଲୋକଙ୍କୁ ଏହି ଖେଳା ଲୀଳା ବିଷୟରେ କହି ଥିଲା ।

କିନ୍ତୁ ସେ ଏବେ ଦୁନିଆରେ ନାହିଁ । ଏମିତି ଏହି ଘଟଣା ଟିକୁ ଯେଉଁ ମାନେ କହିଛନ୍ତି ସେମାନେ ଏବେ ଏହି ଦୁନିଆରେ ରହି ନାହାନ୍ତି । ତେବେ ଏହି ଖେଳା ଲୀଳା ଯିଏ ପୂର୍ଣ୍ଣିମା ରାତ୍ରିରେ ଦେଖି ନେବ କୁହାଯାଏ କି ତା ଜୀବନ ପୁରା ଧନ୍ୟ ହୋଇଯିବ । ସେ ଯାହା ମାଗିବ ଏହି ନାଗ ନଗୁଣି ତାକୁ ଦେଇ ଦିଅନ୍ତି । ବହୁତ ଲୋକ ଏହାକୁ ଦେଖିବା ପାଇଁ ସେହି ସ୍ଥାନରେ ରାତି ରାତି ଉଜାଗର ରହି ଜାଗର ପାଳନ କରନ୍ତି ।

କିନ୍ତୁ ଦେଖା ମିଳେନି , କିନ୍ତୁ ଯେଉଁ ମାନେ ଏହି ଖେଳା ଲୀଳା କୁ ଦେଖି ଛନ୍ତି ପୂର୍ଣ୍ଣିମା ରାତିରେ । ସେମାନେ ଏବେ ବହୁତ ବଡ଼ ବଡ଼ ଧନୀ ଲୋକ ହୋଇ ଗଲେଣି । ସେମାନେ ଏବେ ଏହି ନାଗ ମଣି କୁ ପାଖରେ ରଖି ପୂଜା କରିବାରେ ଲାଗିଲେଣି । ତେବେ ବନ୍ଧୁ ମାନେ ମାଳିକାରେ ଏହି କଥା ଲେଖା ହୋଇଛି । ଯାହା ଏବେ ସତ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।