ଦେଖନ୍ତୁ ଭିଡ଼ିଓ ! ଭାଇରାଲ ହେଲା ଅଭିନେତା ଙ୍କର ପ୍ରେମିକା ଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ , ଏହି ଅଭିନେତାଙ୍କ ନାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆଜିକାଲିକା ସମାଜରେ ପ୍ରେମ ର ରୂପ ଜୁ ଆପଣ ମାନେ ନିଶ୍ଚିତ ଭାବରେ ଦେଖି ପାରୁଥିବେ । ତେବେ ଆପଣଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଉଠୁଥିବ ଯେ କଣ ବାସ୍ତବରେ ତାହା ପ୍ରେମ ଅଟେ ନା ଆଉ କଣ । କହିବାକୁ ଗଲେ ପୂର୍ବରୁ ଥିବା ପ୍ରେମ ଏବଂ ଏବେକାର ପ୍ରେମ ମଧ୍ୟରେ ଆକାଶ ପାତାଳ ଫରକ ରହିଛି । ଯାହା ସମସ୍ତେ ଅନୁଭବ କରୁ ପାରୁଥିବେ କିନ୍ତୁ ମାନିବାକୁ ନାରାଜ । ଆଜିକାଲିକା ପ୍ରେମ ହେଉଛି ସେହିଭଳି ଯେଉଁଥିରେ ତ୍ୟାଗ ନାହିଁ ବରଂ ରହିଛି କେବଳ କାମନା ଏବଂ ବାସନା ।

ଲୋକେ ନିଜର ମନର ଆକାଂକ୍ଷା କୁ ପୁରା କରିବା ପାଇଁ ପ୍ରେମ କରୁଛନ୍ତି । ଅର୍ଥାତ କହିବାକୁ ଗଲେ ବର୍ତ୍ତମାନ ର ପ୍ରେମର ଅର୍ଥ ତାହାହିଁ ଅଟେ । ତେବେ ଆଉ ଏକ ସମସ୍ୟାର କଥା ଏହିକି ଯେ ଆଜିକାଲିକା ପ୍ରେମ ପାଇଁ ଲୋକଙ୍କ ଜୀବନ ଖରାପ ହେଉଛି ପୁଣି ଲୋକ ଜାଣିଶୁଣି ହିଁ ନିଜ ଜୀବନକୁ ଖରାପ କରିବାକୁ ପଛାଉ ନାହିଁ ।

ପ୍ରେମ ପାଇଁ ଲୋକେ ଭୁଲ ରାସ୍ତାକୁ ଆପଣେଇ ନେଉଛନ୍ତି । ତେବେ ଆଜିକାର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏକ ଭାଇରଲ ହୋଇଥିବା ସୋସିଆଲ ମିଡ଼ିଆ ଭିଡ଼ିଓ ବିଷୟରେ କହିବୁ । ଯେଉଁଥିରେ ଜଣେ ଅଭିନେତା ପ୍ରେମରେ ଧୋକା ପାଇବା ପରେ ନିଜ ପ୍ରେମିକା ଙ୍କ ସହିତ ବିତାଇଥିବା ଅନ୍ତରଙ୍ଗ ସମୟର ଭିଡ଼ିଓ କୁ ସୋସିଆଲ ମିଡିଆରେ ଭାଇରଲ କରିଛନ୍ତି ।

ତେବେ ଭାଇରଲ ହୋଇଥିବା ଭିଡ଼ିଓ ଅନୁଯାୟୀ ଜଣେ ଅଭିନେତା ତାଙ୍କ ପ୍ରେମିକାଙ୍କ ସହିତ ସମ୍ପର୍କରେ ରହିଥିଲେ । ମାତ୍ର ତାଙ୍କ ପ୍ରେମିକା ତାଙ୍କୁ ଧୋକା ଦେଇଥିବା କହିଛନ୍ତି ସେହି ଅଭିନେତା ।

ତେଣୁ ସେ କ୍ରୋଧରେ ନିଜ ପ୍ରେମିକାର ଅସଲ ମୁଖା କୁ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ତାଙ୍କ ଭିଡ଼ିଓ କୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାପରେ ସେ ସେ କହିଥିଲେ ଯେ ସେ ନିଜେ ମଧ୍ୟ ଜାଣିଛନ୍ତି ଯେ ଏପରି କରିଲେ ପୋଲିସ ତାଙ୍କୁ ଗିରଫ କରିବ ତଥାପି ସେ ଏପରି କାର୍ଯ୍ୟ କରିବାକୁ ପଛାଇ ନଥିଲେ ଏବଂ ଭିଡ଼ିଓ କୁ ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ ।

ତେବେ ତାଙ୍କ କହିବା କଥା ଯେ ତାଙ୍କ ସହିତ ଅନେକ ଦିନ ଧରି ତାଙ୍କ ପ୍ରେମିକା ସମ୍ପର୍କରେ ରହିଥିଲେ । ଅନେକ ବର୍ଷ ପରେ ସେ କୌଣସି କାରଣରୁ ତାଙ୍କୁ ଧୋକା ଦେଇଛନ୍ତି । ତେବେ ତାଙ୍କର କହିବା କଥା ଯେ ସେ ଏପରି କରିବା ଆଦୌ ଉଚିତ ନୁହେଁ । ଯେଉଁ କାରଣରୁ ସେ ଚିନ୍ତିତ ହୋଇ ନିଜ ପ୍ରେମିକା ଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ କରି ଦେଇଥିଲେ ।

ଏହାଦ୍ବାରା ନିଜ ଉପରକୁ ସମସ୍ୟା ଆସିବ ଜାଣି ସୁଦ୍ଧା ସେ ଏପରି କରିଥିଲେ । ଏବଂ ଶେଷରେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ କହିଥିଲେ । କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ଏହିକି ଯେ ବର୍ତ୍ତମାନ ସୁଦ୍ଧା ପୋଲିସ ତାଙ୍କୁ ଗିରଫ କରିନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।