ଦେଖନ୍ତୁ ଭିଡ଼ିଓ ! ପ୍ରଥମ ଥର ପାଇଁ ଝିଅ ସହିତ ସୋସିଆଲ ମିଡିଆରେ LIVE ଆସି ,ଏମିତି କହିଲେ ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧରୀ

ଓଲିଉଡ ଜଗତରେ ଦିନକୁ ଦିନ ଯେତେ ନୂଆ ନୂଆ ଅଭିନେତ୍ରୀଙ୍କ ଆଗମନ ହେଲେବି ସୁଦ୍ଧା ପୂର୍ବ ହିରୋଇନ ମାନଙ୍କ ଠାରୁ ସେମାନେ ସବୁବେଳେ ପଛରେ ହିଁ ରହିବେ । ପୁରୁଣା ଅଭିନେତ୍ରୀ ଏବେକାର ଅଭିନେତ୍ରୀଙ୍କ ଠାରୁ କୌଣସି ଗୁଣରେ ବି କମ ନାହାଁନ୍ତି । ଯେଉଁଭଳି ଭାବରେ ସେମାନଙ୍କ ଅଭିନୟ ଥିଲା ତାହା ଦ୍ୱାରା ଯେକେହିବି ତାଙ୍କ ପ୍ରତି ଆକୃଷ୍ଟ ହୋଇ ଯାଉଥିଲେ । ସେମାନେ ନିଜର ସୌନ୍ଦର୍ଯ୍ୟ ଏବଂ ପ୍ରତିଭାର ଯାଦୁ ଦ୍ୱାରା ସମସ୍ତଙ୍କୁ ଖୁସି କରିଥାନ୍ତି ।

ସାଧରଣତଃ ପୂର୍ବରୁ ଅଭିନୟ କରିଥିବା ଅଭିନେତ୍ରୀ ରଚନା ବାନାର୍ଜୀ ଏବଂ ଅନୁ ଚୌଧୁରୀ ଙ୍କ ବିଷୟରେ ଯେତେ ଶୁଣିଲେ ସେତେ ଅଧିକ ଶୁଣିବାକୁ ଏବଂ ତାଙ୍କ ବିଷୟରେ ଜାଣିବାକୁ ଇଚ୍ଛା ହୋଇଥାଏ । ତେବେ ଆଜିକାର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଅନ୍ୟ କେହି ନୁହଁ ବରଂ ଅନୁ ଚୌଧୁରୀ ଙ୍କ ବିଷୟରେ କହିବାକୁ ଯାଉଛୁ ।

ତେଣୁ ତାଙ୍କ ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ତେବେ ଅନୁ ଚୌଧୁରୀ ଙ୍କୁ ପ୍ରାୟ ସମଗ୍ର ଓଡ଼ିଶାର ଲୋକ ଜାଣିଥିବେ । କାରଣ ତାଙ୍କ ସୌନ୍ଦର୍ଯ୍ୟ ସହିତ ତାଙ୍କ ଅଭିନୟ ମଧ୍ୟ ସେହିପରି ଥିଲା । ଯାହାକୁ ଦେଖିଲେ କେହିବି ତାଙ୍କ ପ୍ରତି ଆକର୍ଷିତ ହୋଇଯିବେ । ପୁଣି ଏପରି କୁହାଯାଇଥାଏ ଯେ ବୟସକୁ ହରାଇଥିବା ଅଭିନେତ୍ରୀ ହେଉଛନ୍ତି ଅନୁ ଚୌଧୁରୀ ।

ସେ ଏତେ ସୁନ୍ଦର ଅଟନ୍ତି ଯେ ତାଙ୍କର ବୟସ ଏବଂ ଚେହେରା ଦେଖିଲେ ଯେ କେହିବି ବିଶ୍ୱାସ କରି ପାରିବେ ନାହିଁ । ତେବେ ସେ ଓଲିଉଡ ପାଦ ଦେବା ପରେ ତାଙ୍କୁ ଅନେକ ପ୍ରଶଂସା ମଧ୍ୟ ମିଳିଥିଲା । ଯାହାକି ଏବେ ପର୍ଯ୍ୟନ୍ତ ତାଙ୍କ ଫ୍ୟାନ ମାନଙ୍କ ମଧ୍ୟରେ ଜୀବିତ ରହିଛି ।

ସେ ଓଲିଉଡ ରେ ଅନେକ ହିଟ ଫିଲ୍ମରେ କାମ କରିଛନ୍ତି । ସେହି ସମୟରେ ତାଙ୍କର ଫ୍ୟାନ ବହୁତ ଶୀଘ୍ର ତାଙ୍କୁ ନିଜର ପ୍ରିୟ ଅଭିନେତ୍ରୀ ଭାବରେ ମାନି ନେଇଥିଲେ । ସେ ଅନେକ ହିଟ ଅଭିନେତା ଯେପରି ସିଦ୍ଧାନ୍ତ ମହାପାତ୍ର ଏବଂ ମିହିର ଦାସ ଙ୍କ ଭଳି ଅନେକ ଅଭିନେତାଙ୍କ ସହିତ କାମ କରିଛନ୍ତି ।

ଅନୁ ଚୌଧୁରୀ ପ୍ରାୟତଃ ସୋସିଆଲ ମିଡ଼ିଆ ଠାରୁ ଦୂରରେ ରହନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ସହିତ ସେ ଜଡ଼ିତ ଅଛନ୍ତି । କାରଣ ତାଙ୍କର କିଛି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ତେବେ ସୋସିଆଲ ମିଡ଼ିଆ ରେ ଦେଖା ଯାଇଥିବା ଭଳି ସେ ତାଙ୍କ ଝିଅ ଙ୍କ ସହିତ କିଛି ଫୋଟ ସେୟାର କରିଛନ୍ତି । ପୁଣି କିଛି ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ ଯେପରି ଭଙ୍ଗି କରିଛନ୍ତି ତାଙ୍କ ଝିଅ ମଧ୍ୟ ତାଙ୍କ ଭଳି ଭଙ୍ଗି ପ୍ରଦର୍ଶନ କରିଛନ୍ତି ।

ପୁଣି କିଛି ଭିଡ଼ିଓ ରେ ଅନୁ ଅଳିଆ ସଫା କରୁଥିବାର ଦେଖା ଯାଇଥିଲା ଯେଉଁଥିରେ ତାଙ୍କ ଝିଅ ସହିତ ସେ ଅନେକ ଫୋଟ କୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତାହା ଦେଖି ତାଙ୍କ ପ୍ରଶଂସକ ମାନେ ଖୁବ ଖୁସି ହୋଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।