ଏହି ଝିଅକୁ ଏମିତି ଏକ ରୋଗ ହୋଇଛି ଯାହାଦ୍ୱାରା ୧୮ ବର୍ଷର ହୋଇ ମଧ୍ୟ ଦେଖା ଯାଉଛନ୍ତି ୮୦ ବର୍ଷୀୟ ବୃଦ୍ଧ ପରି।ଆପଣଙ୍କର ଗୋଟିଏ ସେୟାର ବୋଧେ ଏହି ଝିଅଟିର ଜୀବନ ବଞ୍ଚେଇଦେଇପାରେ

ବିଜ୍ଞାନ ଯେତେ ଉନ୍ନତି କରୁଛି ଲୋକ ମାନଙ୍କ ଜୀବନଶୈଳୀ ମଧ୍ୟ ସେତେ ଉନ୍ନତି କରୁଛି।ମାତ୍ର ଲୋକ ମାନଙ୍କ ଦେହରେ ମଧ୍ୟ ସେମିତି ଉନ୍ନତ ଧରଣର ରୋଗ ସୃଷ୍ଟି ହେଉଛି।ଯାହା ମଧ୍ୟରୁ କିଛି ରୋଗର ଚିକିତ୍ସା ବିଜ୍ଞାନ ବାହାର କରି ପାରୁନାହିଁ।ଦୁନିଆ ରେ ପ୍ରତିଦିନ ହଜାର ହଜାର ଶିଶୁ ଜନ୍ମ ଗ୍ରହଣ କରୁଛନ୍ତି ।

କିନ୍ତୁ ସମସ୍ତେ ସମାନ ହୋଇ ଜନ୍ମ ଗ୍ରହଣ କରି ନଥାନ୍ତି । ସେମାନଙ୍କ ମଧ୍ୟ ରୁ କିଛି ଶିଶୁ ଙ୍କ ର ହାତ ଭଲ ଭାବରେ ହୋଇ ନଥାଏ ତ କାହାର ଗୋଡ଼।ଏହି ଭଳି ଶିଶୁ ମାନଙ୍କୁ ଆମେ ବିକଳାଙ୍ଗ କହି ଥାଉ । ପ୍ରତିଦିନ ହଜାର ହଜାର ବିକଳାଙ୍ଗ ଶିଶୁ ମଧ୍ୟ ଜନ୍ମ ଗ୍ରହଣ କରି ଥାଆନ୍ତି । ତେବେ ଆଜି କାଲି ବିଜ୍ଞାନ ର ଅଗ୍ରଗତି ଯୋଗୁ ଏହି ବିକଳାଙ୍ଗ ଶିଶୁ ମାନେ ପୁଣି ଥରେ ସାଧାରଣ ହୋଇ ରହିଲେଣି ।

କିଛି ଅପରେସନ ଦ୍ବାରା ସେମାନେ ପୁଣି ଥରେ ଏକ ସାଧାରଣ ମଣିଷ ପରି ସମାଜ ରେ ରହିଲେଣି। କିନ୍ତୁ ଏହା ସମସ୍ତ ଙ୍କ ଭାଗ୍ୟ ରେ ନଥାଏ । ଏହି ସବୁ ସର୍ଜରୀ ଓ ଏହାର ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଥାଏ। ଭାରତ ରେ ଏମିତି ମଧ୍ୟ ଲୋକ ମାନେ ଅଛନ୍ତି ଯେଉଁ ମାନେ ଦିନ କୁ ଦୁଇ ଥର ଖାଦ୍ୟ ଠିକ୍ ରୂପେ ପାଇ ପାରନ୍ତି ନାହିଁ । ତେବେ ଭାବନ୍ତୁ ଯଦି ଏମିତି ସେମାନଙ୍କ ସହିତ ହୁଏ ଯଦି ଏମିତି ଛୁଆ ଟିଏ ତାଙ୍କ ଘରେ ଜନ୍ମ ହୁଏ ତେବେ କଣ କରିବେ ସେମାନେ ।

ଆଜି ଆମେ ଏହି ଲେଖା ମାଧ୍ୟମରେ ଗୋଟିଏ ଗରିବ ପରିବାର କରୁଣ କାହାଣୀ ବିଷୟ ରେ କହିବୁ ।ଅହମଦ ବଦହଲି ନାମକ ଜଣେ ୧୮ ବର୍ଷର ଝିଅକୁ ଏପରି ଏକ ଭୟଙ୍କର ବିମାରୀ ହୋଇଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।

କାରଣ ଝିଅଟି ଏବେ ୧୮ ବର୍ଷର ହୋଇ ଥିଲେ ମଧ୍ୟ ତାର ରୋଗ କାରଣରୁ ସେ ୮୦ ବର୍ଷର ବୃଦ୍ଧ ପରି ଦେଖା ଯାଉଛି।ତେବେ ଝିଅଟିର ଘର ହେଉଛି ୟମନ ରେ।ତେବେ ଏତେ ଅଳ୍ପ ବୟସର ହୋଇ ମଧ୍ୟ ଏତେ ବୃଦ୍ଧା ଦେଖା ଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମିଳିଥିବା ସୂଚନା ଅନୁଯାୟୀ,ଦୁଇ ବର୍ଷ ପୂର୍ବେ ୟମନ ଦେଶ ରେ ଗୃହ ଯୁଦ୍ଧ ହୋଇ ଥିଲା।ସେହି ଯୁଦ୍ଧ ର ପ୍ରଭାବ ଏତେ ଜୋର ଥିଲା ଯେ ସେଠାକାର ଅନେକ ଲୋକ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇ ଯାଇ ଥିଲେ।ସେହି ଯୁଦ୍ଧର ପ୍ରଭାବ ସେଠାରେ ଏପର୍ଯ୍ୟନ୍ତ ରହିଛି।

ତେବେ ଯୁଦ୍ଧ କାରଣରୁ ଅଧିକାଂଶ ଲୋକ ଖାଇବାକୁ ପାଇ ନଥିଲେ।ତେବେ ଖାଦ୍ୟ ନଖାଇ ଭୋକିଲା ଓ ରସାୟନ ପଦାର୍ଥ ର ସଂସ୍ପର୍ଶ ଯୋଗୁଁ ସେଦା ଏହି ରୋଗରେ ପୀଡିତ ହୋଇ ଯାଇ ଥିଲେ।ଏହି ରୋଗ ଦ୍ୱାରା ସେଦା ଙ୍କ ଚମଡ଼ା ଶୁଖିବା ସହିତ ତାଙ୍କ ହାଡ଼ ବାହାରକୁ ଦେଖା ଯାଉଛି।ଏମିତିକି ସେ ନିଜ ପାଦରେ ଚାଲି ମଧ୍ୟ ପାରୁନାହାଁନ୍ତି।ପିଲାଟିର ବାପା ଗରିବ ହୋଇ ଥିବାରୁ ଝିଅର ଉପଯୁକ୍ତ ଚିକିତ୍ସା ମଧ୍ୟ କରାଇ ପାରୁ ନାହାଁନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।