ହେ ପ୍ରଭୁ ଏକି ଚମତ୍କାର! ମୃତ୍ୟୁର ୪୫ ମିନିଟ ପରେ ପୁଣି ଜୀବିତ ହେଲେ ଏହି ବ୍ୟକ୍ତି।ବଖାଣିଲେ ମୃତ୍ୟୁଲୋକର ଅନୁଭୂତି

ଏହି ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ଓ ଅଦ୍ଭୁତ ଘଟଣାମାନ ଘଟିଥାଏ।ଯାହା ବେଳେ ବେଳେ ବିଜ୍ଞାନ କୁ ଚ୍ୟାଲେଞ୍ଜ ଦେଇ ଥାଏ।ଏମିତି କିଛି ଘଟଣା ଘଟି ଥାଏ ଯାହାର ଉତ୍ତର ବିଜ୍ଞାନ ଓ ବୈଜ୍ଞାନିକ ମାନଙ୍କ ପାଖରେ ନଥାଏ।ନିକଟରେଏମିତି ଏକ ଘଟଣା ଘଟିଛି ଯାହାକୁ ବିଜ୍ଞାନ କିମ୍ବା ଡାକ୍ତର ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି।

ଅନେକ ଥର ଆମ ସାମ୍ନା କୁ ଏମିତି ସବୁ ଘଟଣା ମାନ ଆସି ଥାଏ,ଯାହାକୁ ସହଜ ରେ ବିଶ୍ୱାସ କରି ହୋଇ ନଥାଏ।ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।ଜୀବନରେ କେବଳ ଗୋଟିଏ ସତ୍ୟ,ତାହା ହେଉଛି ମୃତ୍ୟୁ।ଏହି ଦୁନିଆରେ ଜନ୍ମ ଗ୍ରହଣ କରିଛୁ ମାନେ ଆମର ମୃତ୍ୟୁ ସୁନିଶ୍ଚିତ।ମୃତ୍ୟୁକୁ କେହି କେବେ ଏଡ଼ାଇ ଦେଇ ପାରେ ନାହିଁ।ମୃତ୍ୟୁ ହେଲେ ଆମ ଜୀବନର ଅନ୍ତ ହୋଇ ଯାଏ।

ମାତ୍ର ଏବେ ନିକଟରେ ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।ଜଣେ ବ୍ୟକ୍ତି ମୃତ୍ୟୁ ର ୪୫ ମିନିଟ ପରେ ପୁଣି ଥରେ ଜୀବିତ ହୋଇଛନ୍ତି।ଏହି ଘଟଣା କୁ ଭୁଲ ରେ ବି ମିଥ୍ୟା ବୋଲି ଭାବିବେ ନାହିଁ,ଏହା ଏକ ସମ୍ପୂର୍ଣ୍ଣ ସତ୍ୟ ଘଟଣା।

୪୫ ବର୍ଷୀୟ ମାଇକେଲ ନ୍ୟାପିନ୍ସିକ ଗତ ନଭେମ୍ବର ମାସ ୭ ତାରିଖ ଦିନ ପାହାଡ଼ରେ ସ୍ନୋସିଂ କରୁ ଥିଲେ।ତେବେ ସେହି ସମୟରେ ଅଧିକ ବରଫପାତ ହେବାରୁ ସେ ପାର୍କରୁ ଟିକେ ଦୁରେଇ ଆସିଲେ।ତେବେ ଅନେକ ସମୟ ଧରି ସେ ନ ଫେରିବାରୁ ତାଙ୍କ ସାଙ୍ଗ ମାନେ ତାଙ୍କୁ ଖୋଜିବା ଆରମ୍ଭ କରି ଥିଲେ।ମାତ୍ର ଅନେକ ସମୟ ଧରି ଖୋଜା ଖୋଜି କଲା ପରେ ମଧ୍ୟ ତାଙ୍କୁ ପାଇ ନଥିଲେ।ତେଣୁ ତାଙ୍କୁ ସେହି ପାହାଡ଼ ରେ ଖୋଜି ବାହାର କରିବା ପାଇଁ ଏକ ସର୍ଚ୍ଚ ଟିମ ଗଠନ କରା ଯାଇ ଥିଲା ।

ତାପର ଦିନ ତାଙ୍କୁ ସେହି ପାହାଡ଼ ଭିତରୁ ମୃତ ଅବସ୍ଥାରେ ପାଇଥିଲେ ସେହି ଟିମ।ଏହାପରେ ଏକ ହେଲିକପ୍ଟର ଯୋଗେ ତାଙ୍କୁ ହସ୍ପିଟାଲ କୁ ଅଣା ଯାଇ ଥିଲା।ହସ୍ପିଟାଲରେ ଡାକ୍ତର ତାଙ୍କର ହୃଦସ୍ପନ୍ଦନ ଓ ଅନ୍ୟାନ୍ୟ ଜିନିଷ ପରୀକ୍ଷା କରି ତାଙ୍କୁ ମୃତ ବୋଲି ଘୋଷଣା କରି ଥିଲେ।

ଏହା ପରେ ତାଙ୍କ ପରିବାର ଲୋକ ଦୁଃଖ ରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ି ଥିଲେ।ତେବେ ଡାକ୍ତର ମାନେ ତାଙ୍କୁ ନେଇ ଆଈସିୟୁ ରେ ଏକ ସ୍ୱତନ୍ତ୍ର ଅପରେସନ କରାଇ ଥିଲେ।ପରେ ସେହି ବ୍ୟକ୍ତି ଜଣଙ୍କ ପୁଣି ଜୀବିତ ହୋଇ ଉଠିଲେ।

ତେବେ ଏହି ଅସ୍ତ୍ରୋପଚାର ରେ ଅନେକ ଦାମୀ ଦାମୀ ଓ ଉନ୍ନତ ଜ୍ଞାନକୌଶଳ ର ଯନ୍ତ୍ରମାନ ବ୍ୟବହାର କରା ଯାଇ ଥିଲା।ଏବଂ ଏହି ଅପରେସନ ରେ ଅନେକ ଟଙ୍କା ଖର୍ଚ୍ଚ ହୋଇ ଥିବା ଜଣା ପଡ଼ିଛି।ତେବେ ବ୍ୟକ୍ତି ଜଣଙ୍କ ମୃତ୍ୟୁ ପରେ ପୁଣି ଥରେ ଜୀବିତ ହୋଇ ସେହି ୪୫ ମିନିଟ ମୃତ୍ୟର ଅନୁଭୂତି କହିଛନ୍ତି।ଏହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।